ଯୌତୁକ ଯୁଇରେ ଜଳିଲେ ଜ୍ୟୋତିର୍ମୟୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ଆଜି ପ୍ରେମର ଦିବସ ଭାଲେଣ୍ଟାଇନ୍ସ୍ ଡେ'। ଆଜିର ଦିନକୁ ସ୍ମରଣୀୟ କରିବାକୁ ପ୍ରେମୀଯୁଗଳମାନେ ଅନେକ କିଛି ପ୍ଲାନ୍‌ କରୁଥିବା ବେଳେ ସମ୍ବଲପୁରରେ ଏମିତି ଏକ ଘଟଣା ଦେଖିବାକୁ...

ଚିଟଫଣ୍ଡ ସ୍କାମ – ସିବିଆଇ କୋର୍ଟରେ ହାଜର ହେଲେ ନାସିର ଖାଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବହୁ କୋଟି ଟଙ୍କାର ଚିଟ୍‌ଫଣ୍ଡ ସ୍କାମରେ ଛନ୍ଦି ହୋଇଥିବା ବଲିଉଡ ଅଭିନେତା ନାସିର ଖାନ୍‌ ସିବିଆଇ କୋର୍ଟରେ ହାଜର ହୋଇଛନ୍ତି। ଫିଲ୍ମ 'ସ୍ୟାଡୋ'ର ଅଭିନେତା ତଥା ସହ ପ୍ରଯୋଜକ ଥିବା ନାସିର୍...

କେନ୍ଦ୍ରାପଡ଼ାରେ ପୁଣି ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୫ ବର୍ଷିୟା ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ନାବାଳିକାକୁ ସ୍ଥାନୀୟ ରାଜକନିକା ଡାକ୍ତରଖାନାରେ ଚିକିତ୍ସା...

ଯୁବତୀ ଚାଲାଣ ରୋକିବା ସମ୍ବଲପୁର ପୋଲିସ ଲାଗି ବଡ଼ ଚ୍ୟାଲେଞ୍ଜ!

ଓଡ଼ିଶାଲାଇଭ୍‌ ବ୍ୟୁରୋ (ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ସମ୍ବଲପୁର ଧମା ଥାନା ଅନ୍ତର୍ଗତ ଗଜାଧାର ପାଲ୍ଲୀର ଜଣେ ଯୁବତୀଙ୍କୁ ସୁଦୂର ରାଜସ୍ଥାନରେ ୩ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିଲା। ଏ ସଂପର୍କରେ ଯୁବତୀଙ୍କ ପରିବାର ପକ୍ଷରୁ ଗତ...

୨୦୧୨ ମଧ୍ୟପ୍ରଦେଶ ଟ୍ରେଜେରୀ ଲୁଟ୍ ଘଟଣା – କେନ୍ଦ୍ରାପଡ଼ାରେ ମଧ୍ୟପ୍ରଦେଶ ପୋଲିସ ଟିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଧ୍ୟପ୍ରଦେଶ ଗୁନା ଜିଲ୍ଲାରେ ଏକ ସରକାରୀ କାର୍ଯ୍ୟାକାଳୟ ଟ୍ରେଜେରୀରୁ ୨୦୧୨ରେ ଡକାୟତି ଦଳ କର୍ମଚାରୀଙ୍କୁ ନିଶା ଦେଇ ଚମ୍ପଟ ମାରିଥିଲେ। ଡକାୟତି ଦଳଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିଲା। ଏହି ଡକାୟତି...

ମାଓବାଦୀଙ୍କ ବର୍ବରକାଣ୍ଡ – ଘରୁ ଡାକିନେଇ ଯୁବକକୁ ହତ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ଭେନସ ଗାଁରେ ମାଓବାଦୀମାନେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି। ମୃତ ଯୁବକଙ୍କ ନାଁ ହେଉଛି ଟୁନୁ ଗଣ୍ଡ। ସୋମବାର ରାତିରେ ନକ୍ସଲମାନେ ଘରୁ ଡାକିନେଇ ଗାଁ...

ଖାକିରେ କଳଙ୍କ – ନାବାଳିକା ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ସୋହେଲା ଏଏସ୍ଆଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖାକିରେ ଲାଗିଲା କଳଙ୍କ। ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ବରଗଡ଼ ସୋହେଲା ଥାନା ଏଏସ୍‌ଆଇ ବନମାଳି କୁଅଁର। ଏହାସହ ପୋଲିସ ବାବୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପୀଡ଼ିତା। ସୋହେଲା ଥାନା...

ଆତ୍ମସମର୍ପଣ କଲେ ମାଓନେତା ସୁଧାକରନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ କୁଖ୍ୟାତ ମାଓନେତା ସୁଧାକରନ୍‌ ଆତ୍ମସମର୍ପଣ କରିଛନ୍ତି। ସୋମବାର ଝାଡ଼ଖଣ୍ଡ ପୋଲିସ ପାଖରେ ସୁଧାକରନ୍‌ ଓ ତାଙ୍କ ପତ୍ନୀ ନିଳିମା ଆତ୍ମସମର୍ପଣ କରିଛନ୍ତି। ମାଓନେତା ସୁଧାକରନ୍‌ ହେଉଛନ୍ତି କେନ୍ଦ୍ରିୟ ମାଓ ସଂଗଠନ କମିଟିର ୫...

ଭୁବନେଶ୍ୱରରୁ ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ ସୁଗାର ଜବତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରୁ ୧୦ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ ହୋଇଛି। ସୋମବାର ଅବକାରୀ ବିଭାଗ ଏକ ବୁଲା ବିକାଳି ପାଖରୁ ୧୦୫ ଗ୍ରାମର ବ୍ରାଉନ୍‌ ସୁଗାର କରିଛି। ଯାହାର...

ବରଗଡ଼ ନାବାଳିକା ଦୁଷ୍କର୍ମ ଘଟଣା, ସୋହେଲା ଥାନା ଏଏସ୍‌ଆଇ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ ବରଗଡ଼ ଜିଲ୍ଲା ସୋହେଲା ଥାନା ଏଏସ୍‌ଆଇ ବନମାଳି କୁଅଁର ଗିରଫ। ପୂର୍ବରୁ ଏଏସ୍‌ଆଇଙ୍କୁ ଏନେଇ ସସପେଣ୍ଡ କରାଯାଇଥିଲା କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଏଏସ୍‌ଆଇଙ୍କୁ ଗିରଫ...