ଶାଶୁକୁ ଘୋଷାଡ଼ି ଘୋଷାଡ଼ି ମାରିଲା ବୋହୂ, ପୋଲିସ ହାତରେ ସିସିଟିଭ୍ ଫୁଟେଜ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଶାଶୁକୁ ଘୋଷାଡ଼ି ଘୋଷାଡ଼ି ରାସ୍ତାରେ ପିଟିଲା ବୋହୂ। ମାନବିକତାର ସୀମା ଡେଇଁ ବୁଢ଼ୀ ଶାଶୁକୁ ଚାପୁଡ଼ା ପରେ ମାରିଚାଲିଲା ଚାପୁଡ଼ା। ହାଇଦ୍ରାବାଦର ହୁମାୟୁନ ନଗରରୁ ଏଭଳି କିଛି ଖବର ଏବେ ଚାରିଆଡ଼େ...
ଦୁଇ ପୂର୍ବ ବ୍ୟାଙ୍କ ଅଫିସରଙ୍କୁ ୧୪ ବର୍ଷ ଜେଲ ଦଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାରିପଦା ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟ ପକ୍ଷରୁ ଗୁରୁବାର ଦୁଇ ଜଣ ପ୍ରାକ୍ତନ ବ୍ୟାଙ୍କ ଅଫିସରଙ୍କ ସମେତ ୫ ଜଣଙ୍କୁ ୧୪ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ବ୍ୟାଙ୍କ ଅଫ...
ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ – ସ୍ଵାମୀ ଅଟକ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଯୌତୁକ ଜୁଇରେ ପୁଣି ଜଳିଲେ ମହିଳା। ପୁରୀ ଜିଲ୍ଲା ଅସ୍ତରଙ୍ଗ ସାମୁଦ୍ରିକ ଥାନା ଅନ୍ତର୍ଗତ ମଧୁପୁର ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ରୀତା ବେହେରା...
କେଉଁ ସର୍ତ୍ତରେ ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଲା ଜାମିନ୍?
ଓଡ଼ିଶାଲାଇଭ୍ ବ୍ୟୁରୋ
ଡ୍ରଗ୍ସ କାରବାର ମାମଲାରେ ଛନ୍ଦି ହୋଇ ପାଖାପାଖି ଏକ ମାସ ଜେଲରେ ରହିବା ପରେ ଆଜି ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଛି ଜାମିନ। ବମ୍ବେ ହାଇକୋର୍ଟ ରିୟାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛି।
ତେବେ...
କୋଭିଡ୍ କିଟ୍ ବିକ୍ରି କରି ଲ୍ୟାବ୍ ଟେକ୍ନିସିଆନ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଲୋକମାନଙ୍କ କରୋନା ଟେଷ୍ଟ ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ମେଡିକାଲକୁ କୋଭିଡ୍ କିଟ୍ ଦେଉଛନ୍ତି। କିନ୍ତୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ରତନପୁର ପ୍ରାଥମିକ...
ସୁପ୍ରିମକୋର୍ଟରେ ଆଜି ହାଥରସ୍ ଗଣଦୁଷ୍କର୍ମ ମାମଲାର ଶୁଣାଣି
ଓଡ଼ିଶାଲାଇଭ୍ ବ୍ୟୁରୋ
ହାଥରସ୍ ଗଣଦୁଷ୍କର୍ମ ଘଟଣାରେ ଆଜି ସୁପ୍ରିମକୋର୍ଟ ଦୁଇଟି ମାମଲାର ଶୁଣାଣି ହେବ। ମୁଖ୍ୟ ବିଚାରପତି ଏସ୍ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଭିଡିଓ କନଫରେନ୍ସି ଜରିଆରେ ଏହି...
ରିୟାଙ୍କୁ ଜେଲରୁ ରିଲିଜ୍ କର – ଟୁଇଟ୍ କରି କହିଲେ ଅଭିନେତ୍ରୀ ସ୍ୱରା ଭାସ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ଏମସ ନିଜର ଫରେନ୍ସିକ୍ ରିପୋର୍ଟ ଦେଇସାରିଛି। ଏଥିରେ ସୁଶାନ୍ତଙ୍କୁ କେହି ହତ୍ୟା କରିନାହାନ୍ତି ବରଂ ସେ ନିଜେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଇଛି।...
ଯେଉଁ ବ୍ୟାଙ୍କରୁ ଋଣ କରିଥିଲେ ସେହି ବ୍ୟାଙ୍କକୁ ଲୁଟିଲେ – ଧରିଲା କମିସନରେଟ୍ ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
କମିସନରେଟ୍ ପୋଲିସ୍ ହାତରେ ଧରାପଡ଼ିଲା ଦୁଇ ଦୁଇଟି ବ୍ୟାଙ୍କ ଡକାୟତିର ମାଷ୍ଟରମାଇଣ୍ଡ। ଗତ ମାସରେ କଳାରାହାଙ୍ଗ ଇଣ୍ଡିଆନ୍ ଓଭରସୀଜ୍ ବ୍ୟାଙ୍କ୍ ଓ ବରିମୁଣ୍ଡ ବ୍ୟାଙ୍କ୍ ଲୁଟିଥିବା ଚାଲାକ୍ ଅପରାଧୀକୁ କମିସନରେଟ୍ ପୋଲିସର...
ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଦିନ ଦ୍ଵିପ୍ରହରରେ ଏଭଳି ଘଟଣା ଘଟିଛି ଭୁବନେଶ୍ଵରର ସାମନ୍ତରାପୁରରେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ସାମନ୍ତରାପୁରର ଜଣେ ମିଠା ଦୋକାନୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ହତ୍ୟାକାରୀ...
ହାଥରସ୍ ପୀଡ଼ିତାଙ୍କ ମାମଲା ଲଢ଼ିବେ ନିର୍ଭୟାଙ୍କ ଓକିଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶ ହାଥରସରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ୧୯ ବର୍ଷୀୟ ଝିଅ।
ଉତ୍ତରପ୍ରଦେଶରେ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କ ମାମଲା ଲଢିବେ ସୀମା କୁଶବାହ। ଖୁବଶୀଘ୍ର ଏହି ଗଣଦୁଷ୍କର୍ମ ମାମଲାକୁ ସେ ସୁପ୍ରିମକୋର୍ଟକୁ...





















