ରାୟଗଡ଼ା: ପୁଣି ଓଲଟିଲା ଶ୍ରମିକଙ୍କୁ ନେଇଯାଉଥିବା ବସ୍, ୧୨ ଗୁରୁତର ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ପୁଣି ଓଲଟିଲା ଶ୍ରମିକଙ୍କୁ ନେଇଯାଉଥିବା ବସ୍। ରାୟଗଡ଼ା ଗୁମ୍ମା ଘାଟିରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌ଟି ଓଲଟି ପଡ଼ିଛି। ଏଥିରେ ୧୨ ଜଣ ଶ୍ରମିକ...

କେଶରୀ ଇଷ୍ଟେଟ ମାଲିକ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୀତିକ ଅପରାଧ ଶାଖା ପକ୍ଷରୁ କେଶରୀ ଇଷ୍ଟେଟସ ପ୍ରାଇଭେଟ ଲିମିଟେଡର ଜନୈକ ନିର୍ଦ୍ଦେଶକ ଅକ୍ଷୟ କୁମାର ଚୌଧୁରୀଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁରେ ବିଭିନ୍ନ ଠକେଇ ଅଭିଯୋଗ ଆସିଥିଲା। ଖବର...

ରିୟା ଚକ୍ରବର୍ତ୍ତୀ ଗିରଫ – ସୁଶାନ୍ତଙ୍କ ଭଉଣୀ କହିଲେ, “ଭଗବାନ ଆମ ସହ ଅଛନ୍ତି”

ଓଡ଼ିଶାଲାଇଭ୍ ବ୍ୟୁରୋ ଡ୍ରଗ୍ସ ଲିଙ୍କ୍ ମାମଲାରେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଗିରଫ ହେବା ପରେ ପ୍ରତିକ୍ରିୟ ରଖିଛନ୍ତି ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କିର୍ତ୍ତୀ। ଭଗବାନ ତାଙ୍କ ସହିତ ଅଛନ୍ତି ବୋଲି ସେ...

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବୟାନ ରେକର୍ଡ, ପଚରାଗଲା ୩୦ ପ୍ରଶ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବୟାନ ରେକର୍ଡ ବର୍ଷାଙ୍କୁ ୩୦ଟି ପ୍ରଶ୍ନ ପଚାରିଲେ ପ୍ରୋଟେକ୍ସନ ଅଫିସର ବୟାନ ହୋଇଥିବା ରେକର୍ଡ ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ଦାଖଲ ଅକ୍ଟୋବର ୧୨ ତାରିଖରେ ଶୁଣାଣି ପାଇଁ...

ରାଜଧାନୀରେ ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟିଲେ ଦୁର୍ବୁତ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଖେଳନା ବନ୍ଧୁକ ଦେଖାଇ ରାଜଧାନୀରେ ବ୍ୟାଙ୍କ୍ ଲୁଟିନେଲେ ଦୁର୍ବୁତ୍ତ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଇନଫୋସିଟି ଥାନା ଅଧୀନସ୍ଥ କଳାରାହାଙ୍ଗ ଅଞ୍ଚଳରେ। କୋଭିଡ୍ ସ୍ଥିତିରେ ଆଜି ବ୍ୟାଙ୍କରେ କେବଳ ୨...

ଆଦିତ୍ୟ ଦାଶ ମୃତ୍ୟୁ ମାମଲା – ପତ୍ନୀ ବିଦ୍ୟାଶ୍ରୀଙ୍କ ବିରୋଧରେ ଏତଲା କଲେ ପ୍ରେମିକା ଚିନ୍ମୟୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ପୁଣି ଆସିଛି ଏକ ନୂଆ ମୋଡ଼। ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି ଚିନ୍ମୟୀ। ବାଲେଶ୍ୱରର ଖଇରା ଥାନାରେ ଏନେଇ ଆଦିତ୍ୟଙ୍କ...

ଉତ୍ତର-ପଶ୍ଚିମ ଦିଲ୍ଲୀରୁ ୨ ମୋଷ୍ଟ ଓ୍ଵାଣ୍ଟେଡ ଆତଙ୍କବାଦୀ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ପୋଲିସକୁ ମିଳିଲା ବଡ଼ ସଫଳତା। ଉତ୍ତର-ପଶ୍ଚିମ ଦିଲ୍ଲୀରୁ ଧରାପଡ଼ିଛନ୍ତି ଦୁଇ ବାବର ଖାଲସା ଆତଙ୍କବାଦୀ। ଗିରଫ ଦୁଇ ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣର ଗୁଳିଗୋଳା ଜବତ ହୋଇଛି। ଉଭୟଙ୍କ ବିରୁଦ୍ଧରେ...

ଖୋର୍ଦ୍ଧା: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଓଡ଼ିଶାଲାଇଭ୍ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ମଦନପୁର ପଞ୍ଚାୟତର ଦେଉଳିଆପଣା ଗ୍ରାମରେ ଗତକାଲି ଏକ ଅଘଟଣ ଘଟିଛି। ଗ୍ରାମର ଏକ ଘରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।...

ଅନୁଭବଙ୍କୁ କାଠଗଡ଼ାକୁ ଟାଣିଲେ ବର୍ଷା, ପାରିବାରିକ ହିଂସା ନେଇ ଅଭିଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ସାଂସଦ ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ଅଭିଯୋଗ କରି କୋର୍ଟର ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ। ପାରିବାରିକ ହିଂସା ନିରୋଧ ଆଇନ୍ ଅନୁଯାୟୀ ବର୍ଷା କଟକ ଏସଡିଜେଏମ୍ କୋର୍ଟରେ ମାମଲା ଦାୟର...

ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଗିରଫ କଲା ଏନ୍‌ସିବି

ଓଡ଼ିଶାଲାଇଭ୍ ବ୍ୟୁରୋ ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ମୁଖ୍ୟ ସନ୍ଦିଗ୍ଧ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଗିରଫ କଲା ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ। ଡ୍ରଗ୍ସ ଲିଙ୍କ ଅଭିଯୋଗରେ ସୌଭିକଙ୍କୁ ଏନ୍‌ସିବି ଗିରଫ...