କରୋନା ଯୋଗୁଁ ଧରାପଡ଼ିଲା ଅଭିଯୁକ୍ତ, ଗୁଳିକାଣ୍ଡରେ ଥିଲା ମୁଖ୍ୟ ଆସାମୀ
ଓଡିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କରୋନା ଯୋଗୁଁ ବିଦେଶରୁ ଘରକୁ ଫେରୁଥିବାବେଳେ ଧରାପଡ଼ିଲା ଅଭିଯୁକ୍ତ। କେନ୍ଦ୍ରାପଡ଼ାର ବହୁଚର୍ଚ୍ଚିତ ବାବୁଲି ମହାରଣା ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶେଖ୍ ସର୍ଫରାଜକୁ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଗିରଫ...
ଡାକ୍ତରଖାନାରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଡାକ୍ତରଙ୍କୁ ହତ୍ୟା ଉଦ୍ୟମ
ଓଡିଶାଲାଇଭ୍ ବ୍ୟୁରୋ
(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ):ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କୁ ହତ୍ୟା ଉଦ୍ୟମ। ଗୁରୁବାର ବିଳମ୍ବିତ ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବାବେଳେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଗତକାଲି ବିଳମ୍ବିତ ରାତିରେ...
କେତେ ବଡ଼ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ପରିବାର?
ଓଡ଼ିଶାଲାଇଭ୍ ବ୍ୟୁରୋ
କାନପୁରର ମୋଷ୍ଟ ଓ୍ୱାଣ୍ଟେଡ ବିକାଶ ଦୁବେ ଶୁକ୍ରବାର ସକାଳେ ପୋଲିସ ଗୁଳିରେ ଶିକାର ହୋଇ ପ୍ରାଣ ହରାଇଛି। ମଧ୍ୟପ୍ରଦେଶର ଉଜ୍ଜେନରୁ ବିକାଶକୁ ଗିରଫ କରିବା ପରେ ୟୁପି ଏସଟିଏଫ ଟିମ୍ କାନପୁରକୁ...
୮ ଦିନରେ ୬ଟି ଏନକାଉଣ୍ଟର, ଏପରି ହେଲା ବିକାଶ ଗ୍ୟାଙ୍ଗର ‘ଦ ଏଣ୍ଡ୍’
ଓଡ଼ିଶାଲାଇଭ୍ ବ୍ୟୁରୋ
କାନପୁର ହିଂସାର ଆଠ ଦିନ ଭିତରେ ସଫା ହୋଇଛି ବିକାଶ ଦୁବେର ଗ୍ୟାଙ୍ଗ। ଆଠ ପୋଲିସକର୍ମୀଙ୍କୁ ହତ୍ୟା କରିବା ପରେ ଫେରାର ଆସାମୀ ବିକାଶ ପୋଲିସ ହାତରେ ଧରା ପଡ଼ିଥିଲା। ହେଲେ...
ଗିରଫ ହେବା ପରେ ଏହି ସବୁ ଅପରାଧ ସ୍ୱୀକାର କରିଥିଲା ବିକାଶ ଦୁବେ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୋଷ୍ଟ ଓ୍ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଅନ୍ତ ଘଟିଛି। ପୋଲିସ ହାତରୁ ଖସି ପଳାଇବାକୁ ଉଦ୍ୟମ କରୁଥିଲା ବେଳେ ଏନକାଉଣ୍ଟରରେ ନିହତ ହୋଇଛି ବିକାଶ ଦୁବେ। ତେବେ ମଧ୍ୟପ୍ରଦେଶ ପୋଲିସ ହାତରେ...
ଏନକାଉଣ୍ଟରରେ କାନପୁର ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନିହତ
ଓଡ଼ିଶାଲାଇଭ୍ ବ୍ୟୁରୋ
କାନପୁରରେ ୮ ପୋଲିସ କର୍ମଚାରୀଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅପରାଧୀ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନିହତ। ପୋଲିସ ହାତରୁ ଖସି ପଳାଇବାକୁ ଉଦ୍ୟମ କରୁଥିଲା ବେଳେ ଏନକାଉଣ୍ଟରରେ ନିହତ ହୋଇଛି ବିକାଶ ଦୁବେ।
୮...
ଗିରଫ ହେଲେ ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡ଼ଙ୍ଗୀ
ଓଡିଶାଲାଇଭ୍ ବ୍ୟୁରୋ
ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡ଼ଙ୍ଗୀ ଗିରଫ। ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ତାଙ୍କୁ ଆଇପିସି ୩୫୪(ଡି) ଓ ୬୭ ଆଇଟି ଆକ୍ଟ ବଳରେ ଗିରଫ କରିଛି ଭୁବନେଶ୍ଵର ମହିଳା ଥାନା ପୋଲିସ।...
ରାସ୍ତାରେ ଶିକ୍ଷୟିତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ, ଘଟଣାସ୍ଥଳରେ ହିଁ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାସ୍ତା ମଝିରେ ଶିକ୍ଷୟିତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଦୁର୍ବୃତ୍ତ। ଯାହାଫଳରେ ଘଟଣାସ୍ଥଳରେ ହିଁ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିସହ ସେହି ଶିକ୍ଷୟିତ୍ରୀଙ୍କ ସାଥିରେ ଥିବା ଜଣ ଶିକ୍ଷକ ମଧ୍ୟ ଗୁରୁତର ଭାବେ...
ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ ନୂଆ ମୋଡ଼ – ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯୁବ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ଆଜି ଏକ ନୂଆ ମୋଡ଼ ଦେଖିବାକୁ ମିଳିଛି। ସରକାରୀ ରେଳବାଇ ପୋଲିସ ପକ୍ଷରୁ ୩୦୨ ଦଫାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ...
ବିକାଶକୁ ୟୁପି ପୋଲିସକୁ ହସ୍ତାନ୍ତର କରିବ ମଧ୍ୟପ୍ରଦେଶ ପୋଲିସ – ଯୋଗୀଙ୍କ ସହ କଥା ହେଲେ ଶିବରାଜ
ଓଡ଼ିଶାଲାଇଭ୍ ବ୍ୟୁରୋ
୮ ଦିନର ଛକାପଞ୍ଝା ପରେ ପୋଲିସ ହାତରେ ଧରାପଡ଼ିଛି ଗ୍ୟାଙ୍ଗଷ୍ଟର ବିକାଶ ଦୁବେ। ମଧ୍ୟପ୍ରଦେଶର ଉଜ୍ଜୈନର ମହାକାଳେଶ୍ୱର ମନ୍ଦିରକୁ ଦର୍ଶନ କରିବାକୁ ଆସିଥିଲା ବେଳେ ତାକୁ ଗିରଫ କରିଛି ମଧ୍ୟପ୍ରଦେଶ ପୋଲିସ।...




















