ନାର୍କୋ ଟେଷ୍ଟ ହେଲେ ସବୁ ସତ ଓଗାଳିବେ ଅନୁପ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନୁପ ସାଏଙ୍କୁ ଦୋଷୀ ପ୍ରମାଣିତ କରିବାକୁ ତଥ୍ୟ ଯୋଗାଡ଼ କରୁଛି ପୋଲିସ। ଏଥିପାଇଁ ନାର୍କୋ ଟେଷ୍ଟ କରିବ ପୋଲିସ। ଝାରସୁଗୁଡ଼ା ଡବଲ ମର୍ଡରରେ ଅଧିକ ତଥ୍ୟ ଖୋଜୁଛି ପୋଲିସ। ଏନେଇ ଅନୁପ ସାଏଙ୍କୁ...

ରାୟଗଡ଼ କୋର୍ଟରେ ହାଜର ହେଲେ ଅନୁପ ସାଏ ଓ ଡ୍ରାଇଭର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାରସୁଗୁଡ଼ା ଡବଲ ମର୍ଡରର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏ ବୁଧବାର ରାୟଗଡ ଜିଲ୍ଲା ଜଜ୍ କୋର୍ଟରେ ହାଜର ହୋଇଛନ୍ତି। ହତ୍ୟାକାଣ୍ଡର ତଦନ୍ତ ଜାରି ରହିଥିବା ବେଳେ ଅନୁପ ସାଏ ଓ ତାଙ୍କ...

କୋର୍ଟରେ ହାଜର ହେଲେ ଅନୁପ ସାଏ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାରସୁଗୁଡ଼ା ଡବଲ ମର୍ଡର ଘଟଣାରେ ରାୟଗଡ଼ କୋର୍ଟରେ ହାଜର ହେଲେ ଅନୁପ ସାଏ। ତାଙ୍କ ସହ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ମଧ୍ୟ କୋର୍ଟରେ ହାଜର ହୋଇଛନ୍ତି। ପୋଲିସର ରିମାଣ୍ଡ ଆବେଦନ ଉପରେ...

ଅନୁପଙ୍କୁ ଦୋଷୀ ସାବ୍ୟସ୍ତ ପାଇଁ ଷ୍ଟ୍ରାଟେଜି ତିଆରି କରୁଛି ଛତିଶଗଡ଼ ପୋଲିସ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଦିନ ଯେତିକି ଗଡୁଛି ଝାରସୁଗୁଡ଼ା ଡବଲ ମର୍ଡର ଘଟଣାରେ ସେତିକି ଟୁଇଷ୍ଟ ଆସୁଛି। ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ପାଇଁ ଛତିଶଗଡ଼ ପୋଲିସ ଷ୍ଟ୍ରାଟେଜି...

ଡବଲ ମର୍ଡରରେ ନୂଆ ଟୁଇଷ୍ଟ – ସାମ୍ନାସାମ୍ନି ଜେରା ହେବେ ଅନୁପ-ବର୍ଦ୍ଧନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାରସୁଗୁଡ଼ା ଡବଲ ମର୍ଡର ଘଟଣାରେ ନୂଆ ଟୁଇଷ୍ଟ ଆସିଛି। ଏହି ହତ୍ୟାକାଣ୍ଡରେ ତୃତୀୟ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ରାୟଗଡ଼ ପୋଲିସ କହୁଛି। ତେବେ ଏହି ତୃତୀୟ ବ୍ୟକ୍ତି କିଏ ତାହା ଜାଣିବା...

ଫିଟୁଛି ଝାରସୁଗୁଡ଼ା ଡବଲ ମର୍ଡରର ଗୁମର – ଡେମୋରେ ସାମ୍ନାକୁ ଆସିଲା ଇନୋଭା ଗାଡ଼ି

ଓଡ଼ିଶାଲାଇଭ୍‌ ବ୍ୟୁରୋ କଳ୍ପନା-ବବ୍‌ଲି ହତ୍ୟାକାଣ୍ଡର ସିନ୍‌ ରିକ୍ରିଏଟ୍‌ କଲା ପୋଲିସ। ଡେମୋ ଦେଖାଇ ସତ କହିଲା ଡ୍ରାଇଭର ବର୍ଦ୍ଧନ। ଫିଟୁଛି ଝାରସୁଗୁଡ଼ା ଡବଲ ମର୍ଡରର ଗୁମର। କଳ୍ପନା ଓ ତାଙ୍କ ଝିଅ ବବ୍‌ଲିକୁ ହତ୍ୟା କରିବା...

ଗିରଫ ହେଲେ ଅନୁପ ସାଏଙ୍କ ଡ୍ରାଇଭର – ହତ୍ୟାସ୍ଥଳରେ ପୋଲିସ କରୁଛି ଖୋଳତାଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାରସୁଗୁଡ଼ା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଗିରଫ କରାଯାଇଛି। ଏନେଇ ଛତିଶଗଡ଼, ରାୟଗଡ଼ ଏସପି ସନ୍ତୋଷ ସିଂ ସୂଚନା ଦେଇଛନ୍ତି। ଡ୍ରାଇଭର ବର୍ଦ୍ଧନଙ୍କ...

ରାଜନୈତିକ ଶତ୍ରୁତାରୁ ନିର୍ମମ ହତ୍ୟା! ସରପଞ୍ଚଙ୍କ ସ୍ଵାମୀ ଓ ତାଙ୍କ ସହଯୋଗୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ/ବାଙ୍କି: ବାଙ୍କି ବ୍ଲକ୍‌ର ଜୋକଲାଞ୍ଜି ଡ୍ୟାମ୍ ନିକଟରେ ଆଜି ଅପରାହ୍ନରେ ଏକ ଡବଲ୍ ମର୍ଡର ହୋଇଛି। ବିଚ୍ ରାସ୍ତାରେ ଜଣେ ସରପଞ୍ଚଙ୍କ ସ୍ୱାମୀ ଏବଂ ଜଣେ ସାମ୍ବାଦିକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଛନ୍ତି...

ବାଙ୍କିରେ ଡବଲ ମର୍ଡର – ସରପଞ୍ଚଙ୍କ ସ୍ଵାମୀ ଓ ତାଙ୍କ ସହଯୋଗୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ ଜିଲ୍ଲା ବାଙ୍କି ବ୍ଲକ ଜୋକଲାଞ୍ଜିରେ ଡବଲ ମର୍ଡର। ନୂଆଗାଁ ସରପଞ୍ଚଙ୍କ ସ୍ଵାମୀ ଭଗବାନ ସ୍ଵାଇଁ ଓ ତାଙ୍କ ସହଯୋଗୀ ଆଦିତ୍ୟ ରଣସିଂହଙ୍କୁ ସଂଘବଦ୍ଧ ଆକ୍ରମଣ। ଘରକୁ ଫେରୁଥିବା ବେଳେ ଜୋକଲାଞ୍ଜି...

ବ୍ରଜରାଜନଗରରେ ତେଜିଲା ଆନ୍ଦୋଳନ – ‘‘ଅନୁପଙ୍କୁ ଫାଶୀ ଦିଅ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାରସୁଗୁଡ଼ା ଡବଲ ମର୍ଡର ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଫାଶୀ ଦିଆଯାଉ। ଏହି ଦାବି ନେଇ ବ୍ରଜରାଜନଗରରେ ଆନ୍ଦୋଳନକୁ ଓହ୍ଲାଇଥିଲେ ବିଜେପି ମହିଳା ମୋର୍ଚ୍ଚା। ଅନୁପ ସାଏ ହାଏ ହାଏ...