‘‘୨୫ ଲକ୍ଷ ଟଙ୍କା ଦେଇଦେଲେ ମୋ’ ଝିଅ କ’ଣ ଆଉ ଫେରି ଆସିବ’’?

ଓଡ଼ିଶାଲାଇଭ୍ ବ୍ୟୁରୋ ଲୁହରେ ଆଖି ଛଳଛଳ ହୋଇ ଯାଉଛି। କଥା କହିଲା ବେଳକୁ କଣ୍ଠ ବାଷ୍ପରୁଦ୍ଧ ହୋଇ ଯାଉଛି। ଗୋଡ଼ ହାତ ବି ଥରୁଛି। ଏମିତି ଅବସ୍ଥା ହେଉଛି ଉନ୍ନାଓ ପୀଡ଼ିତା ବାପାଙ୍କର। ପୀଡ଼ିତା...

ଶୋକାକୂଳ ପରିବେଶରେ ଗାଁରେ ପହଞ୍ଚିଲା ଉନ୍ନାଓ ପୀଡ଼ିତାଙ୍କ ମୃତଦେହ

ଓଡ଼ିଶାଲାଇଭ୍ ବ୍ୟୁରୋ ଗାଁରେ ଶୋକାକୂଳ ପରିବେଶ। ସମସ୍ତଙ୍କ ଆଖିରେ ଲୁହ। ଏଭଳି ଏକ ଭାବ ଗମ୍ଭୀର ପରିବେଶ ଭିତରେ ଗାଁରେ ପହଞ୍ଚିଲା ଉନ୍ନାଓ ଗଣସୁଷ୍କର୍ମ ପୀଡ଼ିତାଙ୍କ ମୃତଦେହ। ପୀଡ଼ିତାଙ୍କ ଗାଁରେ ପୋଲିସ ଛାଉଣୀ କରାଯାଇଛି।...

ମୟୁରଭଞ୍ଜ ଅଧ୍ୟାପିକା ଆତ୍ମହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଦୁଷ୍କର୍ମ ପରେ ଅଧ୍ୟାପକଙ୍କ ଆତ୍ମହତ୍ୟା ଘଟଣାରେ ଶନିବାର ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୋଲିସ କେନ୍ଦୁଝର ଜିଲ୍ଲାରୁ ଏହି ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ପୂର୍ବରୁ...

ନିର୍ଭୟା ଗଣଦୁଷ୍କର୍ମ: ରାଜକ୍ଷମା ପାଇବାକୁ ମନା କଲା ଅପରାଧୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଷ୍ଟ୍ରପତିଙ୍କ ପାଖରୁ ରାଜକ୍ଷମା ପାଇଁ ଆବେଦନ ଫେରାଇ ଆଣିବାକୁ କହିଲେ ନିର୍ଭୟା ଗଣଦୁଷ୍କର୍ମ ଅଭିଯୁକ୍ତ। ନିର୍ଭୟା ଗଣଦୁଷ୍କର୍ମକାରୀଙ୍କ ବଦଳିଲା ମନ। ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିବା ରାଜକ୍ଷମା ଆବେଦନକୁ ଫେରାଇଆଣିବାକୁ ଅପରାଧୀ ଅନୁରୋଧ କରିଛନ୍ତି।...

ନବରଙ୍ଗପୁରରୁ ଗଞ୍ଜେଇ ବୋଝେଇ ଟ୍ରାକ୍ଟର ଜବତ, ୨ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବେଆଇନ ନିଶା କାରବାର ପାଇଁ ରାଜ୍ୟର ଦକ୍ଷିଣ ଓଡ଼ିଶା ଜିଲ୍ଲାମାନଙ୍କୁ ସୁରକ୍ଷିତ ସ୍ଥାନ ମଣୁଛନ୍ତି ଅପରାଧୀମାନେ। ଶନିବାର ନବରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ବୋଝେଇ ଟ୍ରାକ୍ଟର ଉପରେ ଚଢ଼ାଉ କରାଯାଇ...

ଉନ୍ନାଓ ଗଣଦୁଷ୍କର୍ମ: ଫାଷ୍ଟଟ୍ରାକ୍ କୋର୍ଟରେ ହେବ ବିଚାର

ଓଡ଼ିଶାଲାଇଭ୍ ବ୍ୟୁରୋ ଉନ୍ନାଓ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ତୁରନ୍ତ ଦୋଷୀଙ୍କୁ ଦଣ୍ଡ ଦେବାକୁ କହିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଫାଷ୍ଟ୍ରଟ୍ରାକ୍ କୋର୍ଟରେ ବିଚାର ହେବ ଉନ୍ନାଓ ଗଣଦୁଷ୍କର୍ମ ଓ ହତ୍ୟା ମାମଲା। ଖୁବଶୀଘ୍ର ଏହି...

ଉନ୍ନାଓ ଗଣଦୁଷ୍କର୍ମ : କ’ଣ ଥିଲା ପୂରା ଘଟଣା?

ଓଡ଼ିଶାଲାଇଭ୍ ବ୍ୟୁରୋ ବଞ୍ଚିବା ପାଇଁ ସଂଘର୍ଷ କରି ଶେଷରେ ହାରିଗଲେ ଉତ୍ତରପ୍ରଦେଶ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା। ଦିଲ୍ଲୀର ସଫଦରଗଂଜ ହସ୍ପିଟାଲରେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଛି। ଯୁବତୀଙ୍କୁ ଗୁରୁବାର ସନ୍ଧ୍ୟାରେ ଏୟାରଲିଫ୍ଟ କରି ଲକ୍ଷ୍ନୌସ୍ଥିତ ଶ୍ୟାମାପ୍ରସାଦ...

ଏନ୍‌କାଉଣ୍ଟର ନା ହତ୍ୟା? ହାଇଦ୍ରାବାଦ ପୋଲିସ ଏନ୍‌କାଉଣ୍ଟରକୁ ନେଇ ଉଠିଲା ପ୍ରଶ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାର ତେଲେଙ୍ଗାନା ହାଇକୋର୍ଟରେ ଶୁଣାଣି ମୃତକଙ୍କ ଶବ ସୁରକ୍ଷିତ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଶନିବାର ହାଇଦ୍ରାବାଦ ଆସିବେ ମାନବାଧିକାର କମିସନଙ୍କ ଟିମ୍‌ ମୁମ୍ବାଇ ଓକିଲ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଲେଖିଲେ...

ସତର୍କ କଲା କମିସନରେଟ୍‌ ପୋଲିସ! ସୋସିଆଲ ମିଡିଆ ଭାଇଙ୍କଠାରୁ ଦୂରେଇ ରୁହନ୍ତୁ

ଓଡ଼ିଶାଲାଇଭ୍ ବ୍ୟୁରୋ ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ସବୁ ମହଲରେ ଖେଳାଇ ଦେଇଥିଲା ଆଲୋଡ଼ନ। ଏହି ମଉକାରେ କିଛି ଯୁବକ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ସୋସିଆଲ ମିଡିଆରେ ନିଜ ଫୋନ ନମ୍ବର ପୋଷ୍ଟ...

ଜୟପୁର: ସେବାଶ୍ରମ ଛାତ୍ରୀ ଗର୍ଭବତୀ ଘଟଣାର ଗୁମର ଖୋଲିଲା – ପ୍ରଧାନ ଶିକ୍ଷୟତ୍ରୀଙ୍କ ସ୍ୱାମୀ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟପୁର ବ୍ଲକ ଫାମ୍ପୁଣି ଉନ୍ନୀତ ଉଚ୍ଚ ପ୍ରାଥମିକ ସେବାଶ୍ରମର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣାର ଗୁମର ଖୋଲିଛି ଜୟପୁର ସଦର ପୋଲିସ। ଏହି ଘଟଣାରେ ସେବାଶ୍ରମର ପ୍ରଧାନ ଶିକ୍ଷୟତ୍ରୀ ସୁକାନ୍ତି...