ନିର୍ଭୟା ଗଣଦୁଷ୍କର୍ମକୁ ୭ବର୍ଷ – ରାତିର ଅନ୍ଧାକାରରେ ଚଳନ୍ତା ବସ୍‌ରେ ଘଟିଥିଲା ସେହି ଲୋମହର୍ଷଣକାରୀ ଘଟଣା

ଓଡ଼ିଶାଲାଇଭ ବ୍ୟୁରୋ ସାତ ବର୍ଷ ପୂର୍ବେ ୨୦୧୨ ଆଜିର ଦିନରେ ରାଜଧାନୀ ଦିଲ୍ଲୀରେ  ଏକ ବସ୍‌ରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିଲା। ଏହି ଘଟଣା ସାରାଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ନିର୍ଭୟା ଗଣଦୁଷ୍କର୍ମ ନାଁରେ...

କଟକ ବୃଦ୍ଧ ଦମ୍ପତ୍ତି ହତ୍ୟା ଘଟଣା – ହତ୍ୟାକାଣ୍ଡର କାରଣ ସୁଧ କାରବାର!

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ ଡବଲ ମର୍ଡରର ଚେର ଖୋଜୁଛି କମିସନରେଟ ପୋଲିସ। ବେଲେଶ୍ଵର ବୃଦ୍ଧ ଦମ୍ପତ୍ତି ହତ୍ୟାକାଣ୍ଡକୁ ୩ ଦିନ ବିତି ଯାଇଥିଲେ ମଧ୍ୟ ଏହାର କୌଣସି ଖିଅ ପାଉନି ପୋଲିସ। ହେଲେ ଏଭଳି...

ବାଲୁଗାଁ ଛାତ୍ରୀ ହତ୍ୟା ଘଟଣାରେ ନୂଆ ମୋଡ଼ – ପ୍ରେମ ନୁହେଁ, ପ୍ରତିଶୋଧ ନେବା ପାଇଁ ଭାଉଜ କାଟିଥିଲେ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲୁଗାଁ ଗଙ୍ଗାନଗରରେ ଛାତ୍ରୀଙ୍କ ଗଳାକାଟି ହତ୍ୟା ଘଟଣାରେ ନୂଆ ମୋଡ଼। ପ୍ରେମ ପାଇଁ ନୁହେଁ ବରଂ ପ୍ରତିଶୋଧ ନେବା ପାଇଁ ଭାଉଜ କରିଥିଲେ ହତ୍ୟା। ଏହି ଘଟଣାର ପର୍ଦ୍ଦାଫାସ୍‌ କରଛନ୍ତି ଖୋର୍ଦ୍ଧା...

ହାଇଦ୍ରାବାଦ ଏନକାଉଣ୍ଟର – ଦୁଷ୍କର୍ମକାରୀଙ୍କ ପରିବାର ମାଗିଲେ ସରକାରୀ ଚାକିରି, ଘର

ଓଡ଼ିଶାଲାଇଭ୍ ବ୍ୟୁରୋ ହାଇଦ୍ରାବାଦ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଅଭିଯୁକ୍ତଙ୍କ ସ୍ତ୍ରୀ ଏବେ ଚାକିରି ଓ ଘର ପାଇଁ ଦାବି କରିଛନ୍ତି। “ମୁଁ ତ ଏବେ ଆଉ ମୋ ସ୍ୱାମୀଙ୍କୁ କିଛି ମାଗିପାରିବିନି, ସେ ତ ଚାଲିଗଲେ,...

ଦୁଷ୍କର୍ମକୁ ନେଇ ବିବାଦୀୟ ମନ୍ତବ୍ୟ – ଜାଣନ୍ତୁ କେଉଁ ନେତା କ’ଣ କହିଥିଲେ?

ଓଡ଼ିଶାଲାଇଭ୍ ବ୍ୟୁରୋ କେବଳ ରାହୁଲ ଗାନ୍ଧୀ ନୁହନ୍ତି, ଅନେକ ରାଜନେତା ଦୁଷ୍କର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଫସିଛନ୍ତି। ଗଣଦୁଷ୍କର୍ମ ଏକ ସ୍ପର୍ଶକାତର ମାମଲା। ଗଣଦୁଷ୍କର୍ମକୁ ରୋକିବା ପାଇଁ କଠୋର ଆଇନ୍‌ ପ୍ରଣୟନ କରିବାକୁ...

କଟକରେ ଡବଲ ମର୍ଡର – ବୃଦ୍ଧ ଦମ୍ପତ୍ତିଙ୍କୁ ନିର୍ମମ ହତ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକରେ ଡବଲ ମର୍ଡର। ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ଵର ଅଞ୍ଚଳରେ ଜଣେ ବୃଦ୍ଧ ଦମ୍ପତ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଏକ ଘରୁ ବୃଦ୍ଧ ଦମ୍ପତ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର...

ହାଇଦ୍ରାବାଦ୍ ଗଣଦୁଷ୍କର୍ମ – ଆସିଲା ପୀଡ଼ିତାଙ୍କ ଡିଏନ୍ଏ ରିପୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ହାଇଦ୍ରାବାଦରେ ଜଣେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ, ହତ୍ୟା ଓ ଏହାପରେ ପୋଲିସର ଏନକାଉଣ୍ଟରକୁ ନେଇ ସାରା ଦେଶରେ ଚର୍ଚ୍ଚା ଶେଷ ହୋଇନି। ଏହାରି ମଧ୍ୟରେ ମୃତ ଡାକ୍ତରଙ୍କ ଡିଏନ୍ଏ ରିପୋର୍ଟ ଆସିଛି। ଅପରାଧୀମାନେ...

ସର୍ତ୍ତ ମୂଳକ ଜାମିନ୍‌ରେ ଜେଲ୍‌ରୁ ମୁକୁଳିଲେ ପ୍ରମୋଦ ସାହୁ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ପୂର୍ବତନ ସଭାପତି ପ୍ରମୋଦ ସାହୁ ସର୍ତ୍ତମୂଳକ ଜାମିନ୍‌ରେ ଜେଲ୍‌ରୁ ମୁକୁଳିଛନ୍ତି। ସୋସାଇଟିର ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ କେନ୍ଦ୍ରାପଡା ଟାଉନ ଥାନା ପୋଲିସ ଗତ...

ଓଡ଼ିଶାରେ ଖୋଲିବ ୪ ଫ୍ୟାମିଲି କୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଖୋଲିବ ଆଉ ୪ଟି ନୂଆ ଫ୍ୟାମିଲି କୋର୍ଟ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା। ଅନୁଗୁଳ, ରାୟଗଡ଼ା, ବୌଦ୍ଧ ଏବଂ ଜଗତ୍‌ସିଂହପୁରରେ ଏହି କୋର୍ଟ ଖୋଲାଯିବ। ଚଳିତ...

ଚୌଦ୍ଵାର ପୋଲିସ ଏନ୍‌କାଉଣ୍ଟରରେ ଡକାୟତ ବବ୍‌ଲୁ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକସ୍ଥିତ ନରାଜ ବଜାର ଅଞ୍ଚଳରେ ଚୌଦ୍ଵାର ପୋଲିସ ଓ ସ୍ପେଶିଆଲ ସ୍କ୍ୱାର୍ଡର ଏନ୍‌କାଉଣ୍ଟରରେ ଡକାୟତ ସଚିନ୍‌ ପାଓ୍ଵାର ଓରଫ ବବ୍‌ଲୁ ଆହତ ହୋଇଛି। ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଥିବାରୁ ତାକୁ...