ଜେଲ୍ ଗଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ଥରେ ଗିରଫ ହେଲା ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଓରଫ ସନ୍ଦୀପ ଆଚାର୍ଯ୍ୟ। କଟକ ମାଲଗୋଦାମ ପୋଲିସ ବୁଧବାର ରାଜା ଆଚାର୍ଯ୍ୟଙ୍କୁ ଗିରଫ କରିଥିଲା।
୨୦୧୪ରେ ଜୁଡୋ କୋଚ୍ ବିରଞ୍ଚି ଦାସ ହତ୍ୟା...
୬ ବର୍ଷର ସଂପର୍କୀୟ ଝିଆରୀକୁ ଦୁଷ୍କର୍ମ, ଦାଦା ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
୬ ବର୍ଷର ସଂପର୍କୀୟ ଝିଆରୀକୁ ଦାଦାର ଦୁଷ୍କର୍ମ ଅଭିଯୋଗ। ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରେ। ଅଭିଯୋଗ ପରେ ଅଭିଯୁକ୍ତ ଦାଦାକୁ ଗିରଫ କରିଛି ବୋରିଗୁମ୍ମା ପୋଲିସ। ଅନ୍ୟପଟେ...
ବାଇକ୍ ଲୁଟେରା ଗ୍ୟାଙ୍ଗ୍ର ପର୍ଦ୍ଦାଫାସ କଲା ରାୟଗଡ଼ା ପୋଲିସ୍ – ୧୫ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାରେ ଏକ ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ରାୟଗଡ଼ା ପୋଲିସ। ଏହି ରାକେଟ୍ର ପୋଲିସ୧୫ ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହ ୧୫ଟି ବାଇକ୍...
ଶିକ୍ଷୟତ୍ରୀଙ୍କୁ ପ୍ରପୋଜ୍ କରି ଅଡୁଆରେ ପ୍ରଧାନଶିକ୍ଷକ, ମନ୍ତ୍ରୀ କହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଦାରେ ପଡ଼ିଲା ପ୍ରଧାନଶିକ୍ଷକଙ୍କ ପ୍ରେମ ଲୀଳା। ଜଣେ ଶିକ୍ଷୟତ୍ରୀଙ୍କୁ ସ୍କୁଲରେ ପ୍ରପୋଜ୍ କରି ଅଡୁଆରେ ପଡ଼ିଛନ୍ତି ପ୍ରଧାନ ଶିକ୍ଷକ। ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ...
ଗୋପ-କୋଣାର୍କ ରାସ୍ତାରେ ଠିକାଦାରଙ୍କୁ ଗୁଳିମାଡ଼, ଦୁର୍ବୃତ୍ତଙ୍କୁ କାବୁ କରି ଛେଚିଲେ ଲୋକେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ପୁରୀର ଆଇନ ଶୃଙ୍ଖଳା ବ୍ୟବସ୍ଥା। କୋଣାର୍କ ଗୋପ ଛକ ନିକଟରେ ଜଣେ ଠିକାଦାରଙ୍କୁ ୨ ଜଣ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର ହେବା ବେଳେ ସ୍ଥାନୀୟ...
ମହିଳା କର୍ମଚାରୀଙ୍କୁ ଅସଦାଚରଣ ମାମଲାରେ କୋର୍ଟରେ ହାଜର ହେଲେ ପ୍ରମୋଦ ସାହୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହୋଇଥିବା କେନ୍ଦ୍ରାପଡ଼ା କୋଅପରେଟିଭ୍ ସୋସାଇଟିର ସଭାପତି ପ୍ରମୋଦ ସାହୁଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ପୋଲିସ୍ ତାଙ୍କୁ ଆଜି କେନ୍ଦ୍ରାପଡ଼ା କୋର୍ଟରେ ହାଜର କରିଛି।
ଗତକାଲି...
ରାୟଗଡ଼ାରେ ନିଶା ଦେଇ ବୃଦ୍ଧାଙ୍କଠାରୁ ଲୁଟି ନେଲେ ଦୁର୍ବୃତ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଲୁଟ୍ କରିବାର ନୂଆ ତରିକା ଆପଣେଇଛନ୍ତି ଲୁଟେରା। ନିଶା ଦ୍ରବ୍ୟ ଦେଇ ଜଣେ ବୃଦ୍ଧାଙ୍କଠାରୁ ତିନୋଟି ମୁଦି ଓ ନଗଦ ୧୫ ହଜାର ଟଙ୍କା ଲୁଟି...
ସଇତାନ ସାଜିଲା ବାପା – ରୋଗୀଣା ଝିଅକୁ ପନିକିରେ କାଟି କଲା ହତ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ନୃଂଶସତାର ସବୁ ସୀମା ଟପିଲା ବାପା। ନିଜର ୮ବର୍ଷ ବୟସର ରୋଗୀଣା ଝିଅଙ୍କୁ ପନିକିରେ ଅତି ନିର୍ମମ ଭାବେ ହାଣି ହତ୍ୟା କଲା। ଶୁକ୍ରବାର ଏମିତି ଏକ ଅଭାବନୀୟ ଘଟଣା ଘଟିଥିଲା...
ରାଜଧାନୀରେ ଯୁବକଙ୍କୁ ପିଟି ପିଟି ହତ୍ୟା ଘଟଣା – ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଅମରେଶ ନାୟକ ହତ୍ୟାକାଣ୍ଡରେ କମିସନରେଟ୍ ପୋଲିସକୁ ସଫଳତା ମିଳଛି। ରାଜ୍ୟ ବାହାରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସେମାନେ ହେଲେ ରାଘବ ଏବଂ ଜଗଦ୍ଦୀଶ। ଏହି ଦୁଇ...
୪ ବର୍ଷ ପରେ ଆସିଲା ଲହଣ୍ଡା ଗଣହତ୍ୟା ମାମଲା ରାୟ – ୬ ଜଣଙ୍କୁ ଆଜୀବନ କାରାଦଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
୪ ବର୍ଷର ଦୀର୍ଘ ବ୍ୟବଧାନ ପରେ ଆସିଲା ଲହଣ୍ଡା ଗଣହତ୍ୟା ମାମଲାର ରାୟ। ଗୁରୁବାର ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏହି ମାମଲାର ଶୁଣାଣି କରି ୬ ଜଣ ଅଭିଯୁକ୍ତଙ୍କୁ ଆଜୀବନ...




















