ଟ୍ରେନରେ ଡୋର୍‌ ପାଖରେ ଥିବା ଝରକା କାହିଁକି ହୋଇଥାଏ ଭିନ୍ନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତରେ ପ୍ରତିଦିନ ହଜାର ହଜାର ସଂଖ୍ୟକ ଲୋକ ଟ୍ରେନରେ ଯିବା ଆସିବା କରନ୍ତି। ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ଟ୍ରେନ ସବୁଠୁ ଭଲ ମାଧ୍ୟମ ବୋଲି ଅନେକ କହନ୍ତି। ଯଦି...

ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ପାଇଁ ନଭେମ୍ବର ୮ରୁ ଆବେଦନ ଆରମ୍ଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଞ୍ଚମ ଓ ନବମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବାହାରିଲା ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା - ୨୦୧୯। ଏଥିପାଇଁ ଆସନ୍ତା ନଭେମ୍ବର ୮ରୁ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।...

କେଉଁ କାମରେ ଖୋଜା ପଡ଼େ ପାନ୍ କାର୍ଡ?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଧାରକାର୍ଡ ଭଳି ପାନ୍‌କାର୍ଡ ବି ଏବେ ଗୋଟିଏ ଜରୁରୀ ପ୍ରମାଣପତ୍ର। ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାଠାରୁ ଆରମ୍ଭ କରି ବିଦେଶ ଯାତ୍ରା ଯାଏଁ, ଅନେକ ଜରୁରୀ କାମରେ ପାନ୍‌କାର୍ଡର ଆବଶ୍ୟକତା ରହୁଛି। ଆସନ୍ତୁ, ଜାଣିବା...

ଏଟିଏମ୍‌ କାର୍ଡରେ ଟଙ୍କା ନେଣଦେଣ ବେଳେ ରହନ୍ତୁ ସତର୍କ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକୁ ଦିନ ହଠାତ୍ ଆକାଉଣ୍ଟରୁ ଲୋକଙ୍କ ଟଙ୍କା ଶୂନ ହୋଇଯାଉଥିବା ଭଳି ଖବର ପ୍ରକାଶ ପାଉଛି। ଆପଣଙ୍କ ସାମାନ୍ୟ ଟିକେ ଅସାବଧାନତା ଆପଣଙ୍କ ଆକାଉଣ୍ଟ ବାଲାନ୍ସକୁ ଶୂନ୍ କରିଦେଇପାରେ। ଏଣୁ, ନିଜର...

ଆନ୍ଦୋଳନକୁ ଓହ୍ଲାଇଲେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ବିଏଡ୍‌ ଏମ୍‌ଏଡ୍‌ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଟିଇଟି ପରିକ୍ଷାର ବଞ୍ଚିତ ହେଉଛନ୍ତି। ଦୀର୍ଘଦିନ ଧରି ଦାବି ପରେ ଆନ୍ଦୋଳନକୁ ଓହ୍ଲାଇଲେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ବିଏଡ୍‌ ଏମ୍‌ଏଡ୍‌ ଛାତ୍ରଛାତ୍ରୀ। ବାରିପଦା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଦେଖାଦେଇଛି ଛାତ୍ର ଅଶାନ୍ତି। ଉତ୍ତର...

ଭାରତୀୟ ନୌସେନାରେ ଚାକିରି ସୁଯୋଗ, ୧୪୫ ପଦବୀ ପାଇଁ କରିପାରିବେ ଆବେଦନ

ଓଡ଼ିଶାଲାଇଭ ବ୍ୟୁରୋ ଭାରତୀୟ ନୌସେନାରେ ନାଭାଲ ସିପ୍‌ ରିପେୟାର ୟାର୍ଡ ପଦବୀ ପାଇଁ ବିଜ୍ଞପ୍ତି। ଡିସେମ୍ଵର ୧ ଯାଏଁ କରିପାରିବେ ଆବେଦନ। ନାଭାଲ ସିପ୍ ରିପେୟାର ୟାର୍ଡରେ ଏକାଧିକ ପଦବୀ ପାଇଁ ନିଯୁକ୍ତି ସୁଯୋଗ। ୧୪୫ଟି...

ଅନ୍‌ଲାଇନ୍‌ରେ କେମିତି କରିବେ ପାନ୍‌କାର୍ଡ ପାଇଁ ଆବେଦନ?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଧାରକାର୍ଡ ଭଳି ପାନ୍‌କାର୍ଡ ମଧ୍ୟ ଏକ ଜରୁରୀ ପ୍ରମାଣପତ୍ର। ବ୍ୟାଙ୍କରେ ଆକାଉଣ୍ଟ୍ ଖୋଲିବାଠାରୁ ଆରମ୍ଭ କରି ବିଦେଶ ଯାତ୍ରା ଯାଏଁ  ପାନ୍‌କାର୍ଡର ଆବଶ୍ୟକତା ରହିଛି। ତେବେ ପାନ୍‌କାର୍ଡ ପାଇଁ ଆପଣ ଅନ୍‌ଲାଇନ୍‌ରେ...
Samir Dash

ଷାଣ୍ମାସିକ ପରୀକ୍ଷା ତ୍ରୁଟି, ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଓଡ଼ିଶାଲାଇଭ ବ୍ୟୁରୋ ଏକକ ଷାଣ୍ମାସିକ ପରୀକ୍ଷାରେ ତ୍ରୁଟି ନେଇ ସମୀକ୍ଷା କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସମୀକ୍ଷା ପରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। ଏନେଇ ଗଣଶିକ୍ଷା...
Pathshala - each one teach one

ୟୁନିଟ୍‌-୯ରେ ଆରମ୍ଭ ହେଲା ‘ପାଠଶାଳା’ – ସପ୍ତାହରେ ଗୋଟିଏ ଦିନ ମାଗଣାରେ ଶିକ୍ଷାଦାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ   ଭୁବନେଶ୍ୱର: ବସ୍ତି ପିଲାଙ୍କୁ ମାଗଣାରେ ଶିକ୍ଷା ଯୋଗାଇବା ପାଇଁ ଆରମ୍ଭ ହେଲା 'ପାଠଶାଳା'। ସୋମବାର ଚଣ୍ଡୀପ୍ରସାଦ ଫାଉଣ୍ଡେସନ ଟ୍ରଷ୍ଟ ଓ ପିକ୍‌ ଟ୍ରେନ ସଂସ୍ଥାର ମିଳିତ ଉଦ୍ୟମରେ ୟୁନିଟ୍‌-୯ସ୍ଥିତ ମା' ମଙ୍ଗଳା...

ରାସ୍ତାରେ କାହିଁକି ରହିଥାଏ ବିଭିନ୍ନ ରଙ୍ଗର ମାଇଲଖୁଣ୍ଟ? ଜାଣନ୍ତୁ ଏହା ପଛର କାରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଆପଣ ରାସ୍ତାରେ ଯିବା ସମୟରେ ରାସ୍ତା କଡ଼ରେ ମାଇଲଖୁଣ୍ଟ ଦେଖିଥିବେ। ଯାହା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନର ଦୂରତା କେତେ ତାହା ଆପଣଙ୍କୁ ଜଣାଇଥାଏ। ତେବେ ଆପଣ ବିଭିନ୍ନ ସ୍ଥାନରେ ଭିନ୍ନ...