ଏଣିକି ସବୁ ଶିକ୍ଷାନୁଷ୍ଠାନରେ ରହିବ ଅଗ୍ନି ନିର୍ବାପକ ବ୍ୟବସ୍ଥା
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ସମସ୍ତ ଶିକ୍ଷାନୁଷ୍ଠାନରେ ରହିବ ଅଗ୍ନି ନିର୍ବାପକ ବ୍ୟବସ୍ଥା। ଏହାକୁ ଏବେ କଡ଼ାକଡ଼ି ଭାବେ ପାଳନ କରିବାକୁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ନିଆଯାଇଛି।
ଉଚ୍ଚଶିକ୍ଷା, ଗଣଶିକ୍ଷା, ଅନୁସୂଚିତ ଜାତି ଓ...
ରମାଦେବୀ ବିଶ୍ୱବିଦ୍ୟାଳୟରୁ ଅଲଗା ହେବ ଯୁକ୍ତ ୨ ଜୁନିୟର କଲେଜ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରମାଦେବୀ ବିଶ୍ଵବିଦ୍ୟାଳୟ ପରିସରରୁ ଅଲଗା ହେବ ଯୁକ୍ତ ୨ ଜୁନିୟର କଲେଜ୍। ଏନେଇ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ପଦ୍ମଜା ମିଶ୍ର ସୂଚନା ଦେଇଛନ୍ତି।
ରମାଦେବୀ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଯୁକ୍ତ ୨ କଲେଜ୍କୁ...
ସିଟିଟିସିରେ ଆଡମିସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ଓଡ଼ିଶାଲାଇଭ ବ୍ୟୁରୋ
ସେଣ୍ଟାରାଲ ଟୁଲ୍ ରୁମ୍ ଆଣ୍ଡ ଆଣ୍ଡ ଟ୍ରେନିଙ୍ଗ ସେଣ୍ଟର(ସିଟିଟିସି)ରେ ଆଡମିସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।
୧-ପୋଷ୍ଟ ଡିପ୍ଲୋମା ଇନ୍ କ୍ୟାଡ/କ୍ୟାମ(ପିଡିସିସି)
ପୋଷ୍ଟ ଡିପ୍ଲୋମା ଇନ୍ କ୍ୟାଡ/କ୍ୟାମ ପାଇଁ...
ଜବାହାରଲାଲ ନେହେରୁ ୟୁନିଭରସିର୍ଟିକୁ ମୋଦିଙ୍କ ନାଁରେ କରାଯାଉ : ବିଜେପି ସାଂସଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜବାହାରଲାଲ ନେହେରୁ ୟୁନିଭରସିର୍ଟି (ଜେଏନୟୁ)କୁ ମୋଦୀଙ୍କ ନାଁରେ ନାମକରଣ କରିବାକୁ କହିଛନ୍ତି ଜଣେ ବିଜେପି ସାଂସଦ। ଉତ୍ତର-ପଶ୍ଚିମ ଦିଲ୍ଲୀର ବିଜେପି ସାଂସଦ ହଂସରାଜ ହଂସ ଶନିବାର ଏପରି ବକ୍ତବ୍ୟ ରଖିଛନ୍ତି ।...
ସୈନିକ ସ୍କୁଲରେ ଆଡ଼ମିଶନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ସୈନିକ ସ୍କୁଲରେ ଆଡ଼ମିଶନ୍ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଷଷ୍ଠ ଓ ନବମ ଶ୍ରେଣୀରେ ଆଡ଼ମିଶନ୍ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଷଷ୍ଠ ଶ୍ରେଣୀର ୧୦୦ଟି ଓ ନବମ ଶ୍ରେଣୀର...
କଶ୍ମୀର ସମସ୍ୟାର ଉତ୍ପତ୍ତିକୁ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଲୋଚନାଚକ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
କଶ୍ମୀର ସମସ୍ୟାର ଉତ୍ପତ୍ତିକୁ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଶନିବାର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଏହି ଆଲୋଚନାଚକ୍ର ଅୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ...
ଡାକ୍ତରୀ ଛାତ୍ରଙ୍କ ପାଇଁ ନୂଆ ସର୍ତ୍ତ: ରାଜ୍ୟରେ କାମ ନକଲେ ସରକାରଙ୍କୁ ଗଣିବେ ଦେଢ଼ରୁ ୨ କୋଟି ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ସରକାରୀ ମେଡିକାଲ କଲେଜ୍ର ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଶା ସରକାରଙ୍କ ‘ମେଡିକାଲ ବଣ୍ଡ୍‘ ନିୟମ ହେଲା କଡ଼ାକଡ଼ି।
ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ନୂଆ ନିୟମ। ରାଜ୍ୟରେ ବଦଳିଲା ମେଡିକାଲ ବଣ୍ଡ୍ ପଲିସି। ମେଡିକାଲ...
ଆଜିଠୁ ଯୁକ୍ତ ୩ ସ୍ପଟ୍ ଆଡମିଶନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଯୁକ୍ତ ୩ କଲେଜଗୁଡ଼ିକରେ ଖାଲି ପଡ଼ିଥିବା ସିଟ୍ରେ ଆଜିଠୁ ସ୍ପଟ୍ ଆଡମିଶନ୍ ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରଛାତ୍ରୀମାନେ ଶୁକ୍ରବାର ଓ ଶନିବାର ଦୁଇ ଦିନ ମଧ୍ୟରେ କଲେଜ୍ ଯାଇ ସିଧାସଳଖ...
ସ୍କୁଲ୍ରେ ଇଂରାଜୀ-ଗଣିତ-ବିଜ୍ଞାନକୁ ଗୁରୁତ୍ୱ: ଏଣିକି ୪୫ ମିନିଟ୍ ପରିବର୍ତ୍ତେ ପଢ଼ା ହେବ ଦେଢ଼ ଘଣ୍ଟା
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି। ସମସ୍ତ ବିଦ୍ୟାଳୟରେ ଇଂରାଜୀ, ଗଣିତ ଓ ବିଜ୍ଞାନକୁ ଅଧିକ ଗୁରୁତ୍ଵ ଦିଆଯିବ। ଏହି ତିନୋଟି ବିଷୟକୁ ଅଧିକ ସମୟ ପଢ଼ାଯିବ। ଏନେଇ ସ୍କୁଲ...
ସିବିଏସ୍ଇ ଦଶମ-ଦ୍ୱାଦଶ ପରୀକ୍ଷା ଫି’ ବୃଦ୍ଧି ଅଭିଭାବକଙ୍କୁ ବାଧିବ: ଗଣଶିକ୍ଷା ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫ’ ବୃଦ୍ଧିକୁ ନାପସନ୍ଦ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫି’ ବୃଦ୍ଧି ପାଇଛି। ଫି...





















