ଅଧାରୁ ପାଠ ଛାଡ଼ିଥିବା ସବୁ ଛାତ୍ରଛାତ୍ରୀଙ୍କୁ ପୁଣି ସ୍କୁଲ ପଠାଇବାକୁ ବ୍ୟବସ୍ଥା କର – ଓସେପା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରରେ ଅଧାରୁ ପାଠପଢ଼ା ଛାଡ଼ିଥିବା ଛାତ୍ରଛାତ୍ରୀଙ୍କୁ ପୁଣିଥରେ ସ୍କୁଲକୁ ପଠାଇବା ପାଇଁ ଅଣ୍ଟା ଭିଡ଼ିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ (ଓସେପା)। ଏହି ପରିପ୍ରେକ୍ଷୀରେ ଅଧାରୁ ପଢ଼ା ଛାଡ଼ିଥିବା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ...

ବାହାରିଲା ଯୁକ୍ତ ୨ ପ୍ରଥମ କଟଅଫ୍ ମାର୍କ: କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଆଗରେ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଯୁକ୍ତ ୨ ନାମଲେଖା ପାଇଁ ପ୍ରଥମ କଟଅଫ୍ ମାର୍କ ତାଲିକା ଗୁରୁବାର ପ୍ରକାଶ ପାଇଛି। ଚଳିତବର୍ଷ ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ...

ଆଜି ବାହାରିବ ଯୁକ୍ତ ୨ ପ୍ରଥମ କଟଅଫ୍ ମାର୍କ ତାଲିକା, ଆସନ୍ତାକାଲିଠୁ ନାମଲେଖା

ଓଡ଼ିଶାଲାଇଭ୍ ବ୍ୟୁରୋ   ଓଡ଼ିଶାରେ ଯୁକ୍ତ ୨ ନାମଲେଖା ପାଇଁ ପ୍ରଥମ କଟଅଫ୍ ମାର୍କ ତାଲିକା ଗୁରୁବାର ପ୍ରକାଶ ପାଇବ। ଏହି ତାଲିକା ଅନୁସାରେ ଛାତ୍ରଛାତ୍ରୀମାନେ ଶୁକ୍ରବାରରୁ କଲେଜରେ ନାମ ଲେଖାଇ ପାରିବେ। ଜୁଲାଇ...

ଆଜିଠୁ ମାଟ୍ରିକ ସାର୍ଟିଫିକେଟ ତ୍ରୁଟି ସଂଶୋଧନ ପ୍ରକ୍ରିୟା ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବୁଧବାରଠାରୁ ମାଟ୍ରିକ ସାର୍ଟିଫିକେଟ ତ୍ରୁଟି ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାସ କରିଥିବା ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟରେ ଯଦି କୌଣସି...

ଚଳିତ ବର୍ଷରୁ ଓଡ଼ିଆ ବିଶ୍ଵବିଦ୍ୟାଳୟରେ ନାମଲେଖା, ସେପ୍ଟେମ୍ବରରୁ ପାଠପଢ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଜିଲ୍ଲା ସତ୍ୟବାଦୀରେ ନିର୍ମାଣାଧୀନ ଓଡ଼ିଆ ବିଶ୍ଵବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ନାମଲେଖା ଆରମ୍ଭ ହେବ। ଏଠାରେ ସେପ୍ଟେମ୍ବର ମାସରୁ ପାଠପଢ଼ା ଆରମ୍ଭ ହେବ। ପ୍ରଥମ ବର୍ଷ ଏହି ବିଶ୍ଵବିଦ୍ୟାଳୟରେ ୩ଟି ବିଭାଗରେ...

ଓଡ଼ିଶାରେ ୫୫୫ଟି ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ଜାରି ରହିଛି ଆବେଦନ, ଜୁଲାଇ ୧୭ ଶେଷ...

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୫୫୫ଟି ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ (ପିଜିଟି) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏହା ମାଧ୍ୟମରେ ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ...

ଆଜିଠୁ ଆରମ୍ଭ ହେଲା ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ସୋମବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା। ଏହାସହ ଓଡ଼ିଶା ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା (ଏସଓଏସସି) ପରୀକ୍ଷା ମଧ୍ୟ ଆରମ୍ଭ ହୋଇଛି। ଚଳିତବର୍ଷ ସପ୍ଲିମେଣ୍ଟାରି ପରୀକ୍ଷାରେ ୧,୩୧୧ ଜଣ...

ପୁଣି ବଢ଼ିଲା ଯୁକ୍ତ ୨ ଆବେଦନ ଅବଧି, ଜୁଲାଇ ୭ରୁ ପ୍ରଥମ ପର୍ଯ୍ୟାୟ ନାମଲେଖା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଯୁକ୍ତ ୨ ନାମଲେଖା ପାଇଁ ଆବେଦନର ଅବଧି ପୁଣି ବଢ଼ିଛି। ନାମଲେଖା ପାଇଁ ଆବେଦନର ସମୟକୁ ଜୁନ୍‌ ୨୬ ପରିବର୍ତ୍ତେ ଜୁନ୍‌ ୩୦କୁ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ...

ଆଇଏଏସ୍ ପ୍ରଣିତାଙ୍କ ସଫଳତା ମନ୍ତ୍ର – ହାର୍ଡ ଓ୍ୱର୍କ, ସ୍ମାର୍ଟ ୱର୍କ, ପଜିଟିଭିଟି

ଶୁଭଶ୍ରୀ ନାୟକ[youtube https://www.youtube.com/watch?v=p6AYYLMXl0g] ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାରରେ ନିଜ ୟପିଏସ୍‌ସି ଯାତ୍ରା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ପ୍ରଣିତା ଦାଶ। ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ବାରିପଦାର ଝିଅ ପ୍ରଣିତା...

ଖରା ଛୁଟି ପରେ ଖୋଲିଲା ସ୍କୁଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଖରାଛୁଟି ପରେ ଜୁନ ୨୧ ତାରିଖରୁ ଖୋଲିଛି ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସ୍କୁଲ। ରାଜ୍ୟର ୭ଟି ଜିଲ୍ଲାକୁ ଛାଡ଼ି ଅନ୍ୟ ସବୁ ଜିଲ୍ଲାରେ ବୁଧବାରଠାରୁ ପାଠପଢ଼ା ଆରମ୍ଭ ହୋଇଛି। ସମ୍ବଲପୁର, ଝାରସୁଗୁଡ଼ା ଏବଂ...