ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉଚ୍ଚ ମାଧ୍ୟମିକ ଶିକ୍ଷା ଦ୍ଵାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଆଜି ସନ୍ଧ୍ୟାରେ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ ଓ୍ଵେବସାଇଟ୍ www.orissaresults.nic.in ରେ ନିଜର ଫଳ ଜାଣିପାରିବେ।...
ରାଜ୍ୟର ୬୩ ହଜାରରୁ ଅଧିକ ପ୍ରାଥମିକ ଶିକ୍ଷକଙ୍କ ହେବ ପଦୋନ୍ନତି
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡିକର ଶିକ୍ଷକମାନଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିୟଡକୁ କମ୍ କରାଯାଇଛି। ଏହା ଦ୍ୱାରା ରାଜ୍ୟର ୬୩ହଜାର ୩୦୩ ଜଣ ପ୍ରାଥମିକ ଶିକ୍ଷକ...
ପ୍ରକାଶ ପାଇଲା ସିବିଏସ୍ଇ ଦ୍ଵାଦଶ ପରୀକ୍ଷା ଫଳ, ବାଜିମାରିଲେ ଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ଵାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତବର୍ଷ ମୋଟ ୯୯.୩୭ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ୍ କରିଛନ୍ତି। ତେବେ ଏବର୍ଷ ବାଜିମାରିଛନ୍ତି ଛାତ୍ରୀ। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ...
ଆଜି ଦିନ ୨ଟାରେ ପ୍ରକାଶ ପାଇବ ସିବିଏସଇ ଦ୍ଵାଦଶ ବୋର୍ଡ ପରୀକ୍ଷା ଫଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ସିବିଏସଇ ଦ୍ଵାଦଶ ବୋର୍ଡ ପରୀକ୍ଷା ଫଳ ଆଜି ଅପରାହ୍ଣ ୨ଟାରେ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ ବୋର୍ଡ ଓ୍ଵେବସାଇଟ୍ cbseresults.nic.in କିମ୍ଵା cbse.gov.in ରେ ନିଜର ଫଳ ଜାଣିପାରିବେ। ଏନେଇ ବୋର୍ଡ ପକ୍ଷରୁ...
ମେଡିକାଲ ଶିକ୍ଷାରେ ସଂରକ୍ଷଣ – ଓବିସିଙ୍କୁ ୨୭ ଓ ଇଡବ୍ଳ୍ୟୁଏସଙ୍କ ପାଇଁ ୧୦ ପ୍ରତିଶତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ବର୍ଷ ମେଡିକାଲ ପଢ଼ିବାକୁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଓବିସି କାଟାଗୋରୀ ଏବଂ ଆର୍ଥିକ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ...
ଓଜେଇଇ ପାଇଁ ଜୁଲାଇ ୩୦ ଯାଏଁ ବଢ଼ିଲା ଦରଖାସ୍ତ ଆବେଦନ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୧ ନିମନ୍ତେ ଦରଖାସ୍ତ ଆବେଦନର ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏଣିକି ଜୁଲାଇ ୩୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଓଜେଇ ପାଇଁ ଅନଲାଇନ୍ ଯୋଗେ ଆବେଦନ କରିପାରିବେ।...
ରାଉରକେଲାରେ ‘ହାଇସ୍କୁଲ ଟ୍ରାନ୍ସଫର୍ମେସନ’ କାର୍ଯ୍ୟକ୍ରମ: ୫ଟି ସଚିବଙ୍କ ଆଗରେ ଛାତ୍ରଛାତ୍ରୀ ବଖାଣିଲେ ନିଜ ନିଜର ଭବିଷ୍ୟତର ସ୍ୱପ୍ନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା ଉଦିତ ନଗର ସରକାରୀ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ବିଜୟେନ୍ଦ୍ରୀ ମହାନ୍ତି। ତାଙ୍କର ଲକ୍ଷ୍ୟ ହେଉଛି ଆଇଏଏସ୍ ଅଫିସର ହୋଇ ପ୍ରଶାସନିକ ସେବାରେ ସାମିଲ ହେବା। ଆଚାର୍ଯ୍ୟ ହରିହର ସରକାରୀ...
‘ମୋ କଲେଜ ଅଭିଯାନ’ ଅଧୀନରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀଙ୍କ ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
ନବଗଠିତ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ବିକାଶର ରୂପରେଖରେ ପୁରାତନ ଛାତ୍ରଛାତ୍ରୀମାନେ ବିଶେଷ ଭୂମିକା ଗ୍ରହଣ କରିବେ। ରବିବାର ଦିନ ଆୟୋଜିତ ପୁରାତନ ଛାତ୍ରଛାତ୍ରୀଙ୍କ ପ୍ରଥମ ବୈଠକରେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି।
୧୮...
ରେଡିଓ ଚକଲେଟ୍ରେ ‘ଷ୍ଟାର୍ଟଅପ୍ ଷ୍ଟୋରି’ – ଆଜି ଦିନ ୧ଟାରେ ଶୁଣନ୍ତୁ ଓଡ଼ିଆ ମହିଳା ଉଦ୍ୟୋଗୀ ନୁସରତ୍ ସଂଘମିତ୍ରାଙ୍କ...
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=vg2xtJ8KOsM]
‘ଓଡ଼ିଶାଲାଇଭ’ ପ୍ରସ୍ତୁତ ମାସିକ ଓ୍ୱେବ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’ ରେଡିଓ ଚକଲେଟ୍ ୧୦୪ ଏଫଏମ୍ରେ ପ୍ରାସାରିତ ହେବ। ଆଜି ଦିନ ୧ଟାରେ ଶ୍ରୋତାବନ୍ଧୁ ଶୁଣିବାକୁ ପାଇବେ ଯୁବ ଓଡ଼ିଆ ଷ୍ଟାର୍ଟଅପ୍...
ରେଡିଓ ଚକଲେଟ୍ରେ ‘ଷ୍ଟାର୍ଟଅପ୍ ଷ୍ଟୋରି’ – ଆସନ୍ତାକାଲି ଦିନ ୧ଟାରେ ଶୁଣନ୍ତୁ ଓଡ଼ିଆ ମହିଳା ଉଦ୍ୟୋଗୀ ନୁସରତ୍ ସଂଘମିତ୍ରାଙ୍କ...
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=vg2xtJ8KOsM]
‘ଓଡ଼ିଶାଲାଇଭ’ ପ୍ରସ୍ତୁତ ମାସିକ ଓ୍ୱେବ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’ ରେଡିଓ ଚକଲେଟ୍ ୧୦୪ ଏଫଏମ୍ରେ ପ୍ରାସାରିତ ହେବ। ୧୧ ଜୁଲାଇ, ରବିବାର ଦିନ ୧ଟାରେ ଶ୍ରୋତାବନ୍ଧୁ ଶୁଣିବାକୁ ପାଇବେ ଯୁବ...




















