ଫେବ୍ରୁଆରି ୧ରୁ ରାଜ୍ୟରେ ଖୋଲିବ ଅଙ୍ଗନବାଡି କେନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ସୋମବାରଠାରୁ ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ର ସବୁ ପୁଣି ଖୋଲିବ। ସେହିଭଳି ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ କେବେ ଖୋଲାଯିବ ଗଣଶିକ୍ଷା ବିଭାଗ ସେହି ନିଷ୍ପତ୍ତି ନେବ। ଫେବ୍ରୁଆରି...
ଉନ୍ମୋଚନ ହେଲା ‘ପରୀକ୍ଷା ଦର୍ପଣ’, ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦିଆଯିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ସହାୟକ ହେବ ‘ପରୀକ୍ଷା ଦର୍ପଣ’। ବୁଧବାର ‘ପରୀକ୍ଷା ଦର୍ପଣ’ ପୁସ୍ତକର ଉନ୍ମୋଚନ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମାଟ୍ରିକ ପରୀକ୍ଷାର ସମ୍ଭାବ୍ୟ ପ୍ରଶ୍ନ...
ପ୍ରଫେସର ସଞ୍ଜୟ କୁମାର ନାୟକ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ରେଭେନ୍ସା ବିଶ୍ୱ ବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି ପ୍ରଫେସର ସଞ୍ଜୟ କୁମାର ନାୟକ। ଶୁକ୍ରବାର ତାଙ୍କୁ ୪ ବର୍ଷ ପାଇଁ ଏହି ନିଯୁକ୍ତି ଦେଇଛନ୍ତି କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର...
ଏଥର ନିଜ ସ୍କୁଲରେ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଥର ନିଜ ସ୍କୁଲରେ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଅନ୍ୟ ସ୍କୁଲର ଶିକ୍ଷକ ରହିବେ ପରୀକ୍ଷା ନିରୀକ୍ଷକ। ମହାମାରୀ କରୋନା ଯୋଗୁଁ ଯେପରି ଯାତାୟତରେ ପିଲାମାନେ ଅସୁବିଧା ନଭୋଗିବେ ସେଥିପାଇଁ ଏଭଳି...
ଆଜିଠୁ ଖୋଲିବ କଲେଜ, ବିଶ୍ଵବିଦ୍ୟାଳୟ, କୋଭିଡ କଟକଣାରେ ହେବ ପାଠପଢ଼ା
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା କଟକଣା ପାଇଁ ଦୀର୍ଘ ୧୦ ମାସର ବ୍ୟବଧାନ ପରେ ଆଜି ରାଜ୍ୟର ସମସ୍ତ କଲେଜ, ବିଶ୍ଵବିଦ୍ୟାଳୟ ଖୋଲିବ। କୋଭିଡ କଟକଣା ମଧ୍ୟରେ କେବଳ ଶେଷ ସେମିଷ୍ଟାର ପରୀକ୍ଷା ଦେବାକୁ ଥିବା...
ସରକାରୀ ସ୍କୁଲ ପିଲାଙ୍କ ସଂରକ୍ଷଣ ପାଇଁ ହାଇପାୱାର କମିଟି ଗଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ସରକାରୀ ସ୍କୁଲରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଂଜିନିୟରିଂରେ ସଂରକ୍ଷଣ କେମିତି କରାଯିବ ସେନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ହାଇପାୱାର କମିଟି ଗଠନ କରାଯାଇଛି। ଏହି...
ଜୁଲାଇ ୩ରେ ହେବ ଜେଇଇ ଆଡଭାନ୍ସଡ୍, ଆଇଆଇଟିରେ ନାମଲେଖା ନିୟମ କୋହଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୁଲାଇ ୩ ତାରିଖରେ ଆଇଆଇଟି ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ଆଡଭାନ୍ସଡ୍) ହେବ। ଖଡ଼ଗପୁରସ୍ଥିତ ଆଇଆଇଟି ଏହାକୁ ପରିଚାଳନା କରିବ। ଏନେଇ ଗୁରୁବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ...
କାଲିଠୁ ଶ୍ରେଣୀଗୃହରେ ପାଠପଢ଼ା – ବିଭିନ୍ନ ସ୍କୁଲ ଯାଇ ସ୍ଥିତି ପରଖିଲେ ଗଣଶିକ୍ଷା ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୁକ୍ରବାରଠାରୁ ସାରା ରାଜ୍ୟରେ ସ୍କୁଲ ଖୋଲିବ। କୋଭିଡ ଗାଇଡଲାଇନ ଅନୁସାରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାମାନେ ସ୍କୁଲ ଆସିବେ। ଏଥିପାଇଁ ଶିକ୍ଷକ, ଛାତ୍ରଛାତ୍ରୀ, ଅଭିଭାବକ ବେଶ ଉତ୍ସାହିତ ଅଛନ୍ତି। ସ୍କୁଲ...
ବିଶ୍ଵସ୍ତରୀୟ ଏମଟିଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ବଲାଙ୍ଗିରର ୭ ବର୍ଷର ବାଳକ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଇକ୍ରୋସଫ୍ଟ ଟେକ୍ନୋଲୋଜି ଆସୋସିଏଟ (ଏମଟିଏ) ପରୀକ୍ଷାରେ ବିରଳ କୃତିତ୍ଵ ହାସଲ କରିଛନ୍ତି ବଲାଙ୍ଗିରର ବାଳକ ଭେଙ୍କଟ ରମଣ ପଟ୍ଟନାୟକ। ମାତ୍ର ୭ ବର୍ଷ ବୟସରେ ଏହି ବିଶ୍ଵସ୍ତରୀୟ ପରୀକ୍ଷାରେ ପ୍ରମାଣପତ୍ର ଅର୍ଜନ...
ସରକାରୀ ସ୍କୁଲ ପିଲାଙ୍କ ଲାଗି ଉଚ୍ଚଶିକ୍ଷାରେ ସଂରକ୍ଷଣ – କମିଟି ଗଠନ କଲେ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ସରକାରୀ ସ୍କୁଲରେ ପାଠ ପଢ଼ିଲେ ଉଚ୍ଚଶିକ୍ଷାରେ ସଂରକ୍ଷଣ ନେଇ କ୍ୟାବିନେଟ ନିଷ୍ପତ୍ତି ପରେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଅବସର ପ୍ରାପ୍ତ ହାଇକୋର୍ଟ ଜଜ୍ ଜଷ୍ଟିସ ଏକେ...





















