ବିଳମ୍ବରେ ଖୋଲିପାରେ କଲେଜ ଓ ୟୁନିଭର୍ସିଟି
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଯୋଗୁ ରାଜ୍ୟରେ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାରେ ବିଳମ୍ବ ହେବ। ଏହା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ସେ କହିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡ୍ଲାଇନ୍ ଅନୁସାରେ...
ବିଳମ୍ବରେ ହେବ ମାଟ୍ରିକ, ଯୁକ୍ତ ୨ ପରୀକ୍ଷା – ଗଣଶିକ୍ଷା ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ପାଇଁ ଏଥର ରାଜ୍ୟରେ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ବିଳମ୍ବରେ ହେବ। ଅତିକମ୍ରେ ୩ ମାସ କ୍ଲାସରେ ପାଠପଢ଼ା ହେବା ପରେ ଯାଇ ପରୀକ୍ଷା ହେବ। ଏନେଇ ସ୍କୁଲ...
ନଭେମ୍ବର ୨୩ରୁ ଉତ୍ତରପ୍ରଦେଶରେ ଖୋଲୁଛି କଲେଜ, ବିଶ୍ୱବିଦ୍ୟାଳୟ – ଓଡ଼ିଶାରେ କେବେ?
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରାୟ ୮ ମାସ କାଳ ବନ୍ଦ ରହିବା ପରେ ନଭେମ୍ବର ୨୩ ତାରିଖରୁ ଉତ୍ତରପ୍ରଦେଶରେ ଖୋଲିବାକୁ ଯାଉଛି ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ। ଏନେଇ ଉତ୍ତରପ୍ରଦେଶର ସରକାର ଗାଇଡଲାଇନ୍ ଧାର୍ଯ୍ୟ କରିଛନ୍ତି।...
ସୈନିକ ସ୍କୁଲରେ ନାମଲେଖା ସୁଯୋଗ, ଡିସେମ୍ବର ୩ ସୁଦ୍ଧା କରନ୍ତୁ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=ke9iJpLjz84]
୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସୈନିକ ସ୍କୁଲରେ ନାମଲେଖା ସୁଯୋଗ
ପ୍ରବେଶିକା ପରୀକ୍ଷା ପାଇଁ ଡିସେମ୍ବର ୩ ସୁଦ୍ଧା କରନ୍ତୁ ଆବେଦନ
ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ନାମ ଲେଖାଇବାକୁ...
ଅନଲାଇନ ଶିକ୍ଷାକୁ ଉନ୍ନତ କରିବା ପାଇଁ ଟାଟା କନ୍ସଲଟାନ୍ସି ସର୍ଭିସର ସାହାଯ୍ୟ ନେବେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଅନଲାଇନ ଶିକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ଟାଟା କନ୍ସଲଟାନ୍ସି ସର୍ଭିସ (ଟିସିଏସ୍)ର ସାହାଯ୍ୟ ନେବେ। ରାଜ୍ୟର ୨୧୪ଟି ମଡେଲ ସ୍କୁଲ ଓ ୧୦୧ଟି ଆଦର୍ଶ ସ୍କୁଲରେ ଏହି...
‘ମୋ ସ୍କୁଲ’ ଅଭିଯାନରେ ୧୬୧୦ ସ୍କୁଲ ସାମିଲ
ଓଡ଼ିଶାଲାଇଭ୍ ବ୍ୟୁରୋ
'ମୋ ସ୍କୁଲ' ଅଭିଯାନରେ ସାମିଲ ହେବ ରାଜ୍ୟର ୨୫ଟି ଜିଲ୍ଲାର ୧୬୧୦ଟି ସ୍କୁଲ। ଶୁକ୍ରବାର ଅପରାହ୍ଣରେ 'ମୋ ସ୍କୁଲ' ପରିଚାଳନା ସଂଗଠନର ୧୮ତମ କାର୍ଯ୍ୟକାରୀ କାଉନ୍ସିଲର ଭର୍ଚୁଆଲ ବୈଠକରେ ଏହି ନିଷ୍ପତ୍ତି...
ନବମ ଓ ଦଶମ ଶ୍ରେଣୀ ପିଲା ପଢ଼ିବେ ‘ବନ୍ଦେ ଉତ୍କଳ ଜନନୀ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ସ୍କୁଲ୍ ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’। ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଏହି କାଳଜୟୀ କୃତୀ ପଢ଼ିବାର ସୁଯୋଗ...
ଜାତୀୟ ଶିକ୍ଷା ଦିବସ – ପ୍ରଥମ ଶିକ୍ଷାମନ୍ତ୍ରୀଙ୍କ ଚାରୋଟି ପଦକ୍ଷେପ
ଡକ୍ଟର ମୃଣାଳ ଚାଟାର୍ଜୀ
ସ୍ୱାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ଥିଲେ ମୌଲାନା ଅବୁଲ କଲାମ ଆଜାଦ। ୧୯୮୮, ନଭେମ୍ବର ୧୧ରେ ସେ ଜନ୍ମ ହୋଇଥିଲେ। ତାଙ୍କ ଜନ୍ମଦିନକୁ ଜାତୀୟ ଶିକ୍ଷା ଦିବସ ଭାବେ ପାଳନ କରାଯାଏ। ସେ...
ବଦଳିବନି ଏସ୍ସି/ଏସ୍ଟି ପିଲାଙ୍କ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତିରେ କୌଣସି ପରିବର୍ତ୍ତନ ହେବନାହିଁ। ପିଲାମାନେ ପ୍ରଚଳିତ ହାରରେ ଛାତ୍ରବୃତ୍ତି ପାଇବେ। ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍...
ସ୍ଥଗିତ ରହିଲା ମାଟ୍ରିକ୍ ଫର୍ମ ପୂରଣ ବିଜ୍ଞପ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ସରକାରଙ୍କ ନିର୍ଦ୍ଦେଶ ପରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ବିଜ୍ଞପ୍ତିକୁ ସ୍ଥଗିତ ରଖିଛି। ଗଣଶିକ୍ଷା ବିଭାଗର ପରାମର୍ଶ କ୍ରମେ ଫର୍ମ ପୂରଣ ସମ୍ପର୍କରେ ପରବର୍ତ୍ତୀ ଘୋଷଣା...





















