ଜୟପୁର: ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ଓ ପିଜି ପରୀକ୍ଷା ଫଳ ପ୍ରକାଶିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। କୋଭିଡ୍ ଯୋଗୁ ବିଳମ୍ବରେ ପରୀକ୍ଷା ହୋଇଥିବା ବେଳେ ରେଜଲ୍ଟ ମଧ୍ୟ ବିଳମ୍ବରେ ବାହାରିଛି। ଚଳିତବର୍ଷ...

ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନିଲମ୍ବନ କଲେ ରାଷ୍ଟ୍ରପତି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଯୋଗେଶ ତ୍ୟାଗୀଙ୍କୁ ତାଙ୍କ ପଦରୁ ନିଲମ୍ବିତ କରିଛନ୍ତି। ଏଥିସହ ପ୍ରଶାସନିକ ଅନିୟମିତତା ଅଭିଯୋଗରେ ରାଷ୍ଟ୍ରପତି ତାଙ୍କ ବିରୋଧରେ ଯାଞ୍ଚ କରିବା...

ପ୍ରକାଶ ପାଇଲା କେନ୍ଦ୍ରାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ଯୁକ୍ତ ତିନି ରେଜଲ୍ଟ, ପାସ୍ ହାର ୯୬.୪ ପ୍ରତିଶତ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି। କରୋନା କଟକଣା ମଧ୍ୟରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ଭଲ ନମ୍ବର ରଖି...

ଏକ ଲିଟର ଇନ୍ଧନରେ କେତେ ବାଟ ଉଡ଼ିଥାଏ ଗୋଟିଏ ବିମାନ?

ଓଡ଼ିଶାଲାଇଭ୍ ବ୍ୟୁରୋ ଆପଣ ଆକାଶମାର୍ଗରେ ବିମାନ ଉଡୁଥିବା ନିଶ୍ଚୟ ଦେଖିଥିବେ। ଏହାଦ୍ୱାରା ଗୋଟିଏ ଦେଶରୁ ଅନ୍ୟ ଦେଶକୁ କିମ୍ବା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଲୋକମାନେ ଅତି ସହଜରେ ଓ କମ ସମୟରେ ଯାତ୍ରା...

ବିନା ଡକ୍ୟୁମେଣ୍ଟରେ କରିପାରିବେ ଆଧାର କାର୍ଡ, ଜାଣନ୍ତୁ କେମିତି?

ଓଡ଼ିଶାଲାଇଭ୍ ବ୍ୟୁରୋ ସାଧାରଣ ଜୀବନରେ ଆଧାର କାର୍ଡର ଆବଶ୍ୟକତା ବିଷୟରେ ଆପଣ ଜାଣିଥିବେ। ଏହାକୁ ଏକ ପ୍ରକାରର ପରିଚୟ ପତ୍ର ବୋଲି ମଧ୍ୟ କୁହାଯାଉଛି। ତେବେ ଏପରି କିଛି ଲୋକ ଅଛନ୍ତି ଯାହାଙ୍କ ପାଖରେ...

ନିଟ୍ ପରୀକ୍ଷାରେ ସଫଳ ହେଲେ ସୋଆ ଆଇଏଚ୍ଏସ୍‌ଇର ୮ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ ଦ୍ଵାରା ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହାୟର୍ ସେକେଣ୍ଡାରୀ ଏଜୁକେସନ୍(‌ଆଇଏଚ୍ଏସ୍‌ଇ)ର ୮ ଜଣ ଛାତ୍ରଛାତ୍ରୀ ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷା (ନିଟ୍‌)ରେ ସମ୍ମାନଜନକ ରାଙ୍କ୍ ରଖି କୃତିତ୍ୱର ସହ...

ଏଣିକି ମିଳିବ ସ୍କୁଲ୍ ଓ କଲେଜ ଲିଭିଙ୍ଗ ସାର୍ଟିଫିକେଟର ନକଲ, ଦେବାକୁ ପଡ଼ିବ ଆଫିଡେଭିଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ଏବଂ କଲେଜର ଛାତ୍ରଛାତ୍ରୀଙ୍କୁ ମିଳିବ ନକଲ ସ୍କୁଲ ଓ କଲେଜ ଲିଭିଙ୍ଗ ପ୍ରମାଣପତ୍ର। ଯଦି କୌଣସି କାରଣରୁ...

ବାହାରିଲା ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷାଫଳ – ୭୧% ପାସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଏ-୧ ଗ୍ରେଡ୍‌ରେ ଜଣେ କେହି ନାହାନ୍ତି ଏସ୍ଓଏସ୍‌ସିରେ ୭୬% ପାସ୍, ଜଣେ ଏ-୧ ମାଟ୍ରିକ୍ ସପ୍ଲିମେଣ୍ଟାରି ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ (ଏସ୍ଓଏସ୍‌ସି) ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ମାଟ୍ରିକ୍...

ବାହାରିଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ, ଜଣେ ବି ପାଇନାହାନ୍ତି ‘ଏ-୧’ ଗ୍ରେଡ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁରୁବାର ପ୍ରକାଶ ପାଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ। ଚଳିତ ବର୍ଷ ମୋଟ୍ ୧୫, ୨୪୪ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ୍ କରିଛନ୍ତି। ସେଥିମଧ୍ୟରୁ 'ଏ-୨'ରେ ୧୦, 'ବି-୧'ରେ ୧୯୫, 'ବି-୨'ରେ ୯୩୦,...

ଅକ୍ଟୋବର ଶେଷ ସୁଦ୍ଧା ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅକ୍ଟୋବର ଶେଷ ସୁଦ୍ଧା ବାହାରିବ ଓଜେଇଇ (ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ଫଳ। ଏନେଇ ଓଜେଇଇ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଫଳ ପ୍ରକାଶ ପାଇବା ପରେ ସରକାରୀ ଏବଂ ବେସରକାରୀ...