ସେପ୍ଟେମ୍ବର ୨୪କୁ ଘୁଞ୍ଚିଲା ୟୁଜିସି ନେଟ୍ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଘୁଞ୍ଚିଲା ୟୁଜିସି ନେଟ ପରୀକ୍ଷା। ଆସନ୍ତା ୧୬ ତାରିଖରେ ହେବାକୁ ଥିବା ୟୁଜିସି ନେଟ ପରୀକ୍ଷାକୁ ୨୪କୁ ଘୁଞ୍ଚାଇ ଦିଆଯାଇଛି।
ସେହି ତାରିଖରେ ଅର୍ଥାତ ୧୬, ୧୭, ୨୨, ଓ ୨୩ ତାରିଖରେ...
ଆରମ୍ଭ ହେଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟର ସାର୍ଟିଫିକେଟ୍ ପରୀକ୍ଷା। ତେବେ ଚଳିତବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ପରୀକ୍ଷା ଢାଞ୍ଚାରେ ଅନେକ ପରିବର୍ତ୍ତନ କରାଯାଇଛି। ଏଥିସହ...
କଡ଼ା ନିୟମ ଭିତରେ ୧୫ ଲକ୍ଷ ପିଲା ମେଡ଼ିକାଲ ପରୀକ୍ଷା ଦେବେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି ସମଗ୍ର ଦେଶରେ ୧୫ ଲକ୍ଷରୁ ଅଧିକ ପିଲା ମେଡିକାଲ ଏଣ୍ଟ୍ରାନ୍ସରେ ବସିବେ। କରୋନା ମହାମାରୀ ଯୋଗୁଁ କଡ଼ା ନିୟମ ଓ କଟକଣା ଭିତରେ ଏବର୍ଷର ନିଟ ପରୀକ୍ଷା ହେବାକୁ ଯାଉଛି।...
କରୋନା ମୃତକଙ୍କ ପିଲାଙ୍କୁ କିଟ୍ ବିଶ୍ୱବିଦ୍ୟାଳୟରେ ମାଗଣା ଶିକ୍ଷା – ୮ ଛାତ୍ରଛାତ୍ରୀ ମନୋନୀତ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ମୃତକଙ୍କ ପିଲାଙ୍କୁ ମାଗଣା ପାଠ ପଢ଼ାଇବାକୁ ନିକଟରେ କିଟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଘୋଷଣା ହୋଇଥିଲା। ଏହି ଘୋଷଣା କ୍ରମେ କିଟ୍ରେ ପାଠ ପଢ଼ିବା ପାଇଁ ୮ ଜଣ ଛାତ୍ରଛାତ୍ରୀ...
ସେପ୍ଟେମ୍ବର ୨୧ରୁ ଖୋଲିବ ସ୍କୁଲ୍, ଗାଇଡଲାଇନ୍ ଜାରି କଲେ କେନ୍ଦ୍ର ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ସେପ୍ଟେମ୍ବର ୨୧ ତାରିଖରୁ ଖୋଲିବ ସ୍କୁଲ। କେନ୍ଦ୍ର ସରକାରଙ୍କ ଅନଲକ ଗାଇଡଲାଇନ୍ ମୁତାବକ ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ସ୍କୁଲ ଯାଇପାରିବେ। ପାଠପଢ଼ା ସମ୍ଭନ୍ଧୀୟ କୌଣସି ଅସୁବିଧା ଥିଲେ...
କରୋନା ପାଇଁ ଘୁଞ୍ଚିଲା ଓଜେଇଇ ଅନଲାଇନ୍ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ପାଇଁ ଘୁଞ୍ଚିଲା ଓଜେଇଇ ଅନଲାଇନ୍ ପରୀକ୍ଷା। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।
ସେପ୍ଟେମ୍ବର ୯ ତାରିଖରୁ ୧୫ ତାରିଖ ମଧ୍ୟରେ ଓଜେଇଇ ପରୀକ୍ଷା...
ଏମିତି ଏକ ସ୍କୁଲ ଯେଉଁଠି କିନ୍ନରମାନେ ପଢ଼ାଉଛନ୍ତି ପାଠ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ରର ବସାଇ ଅଞ୍ଚଳରେ ରହିଛି ତାରପଡ଼ା ଗାଁ। ଏଠାରେ ବସ୍ତି ଅଞ୍ଚଳର ପିଲାମାନେ ପାଠ ପଢ଼ିବାକୁ ଆସନ୍ତି। କିନ୍ତୁ କେଉଁମାନେ ଏଠି ପିଲାଙ୍କୁ ପଢ଼ାନ୍ତି, ତାହା ଜାଣିଲେ ଆପଣ ମଧ୍ୟ ଚକିତ...
ଓଡ଼ିଶାର ୨ ଶିକ୍ଷକଙ୍କୁ ମିଳିଲା ରାଷ୍ଟ୍ରପତି ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ ହେଲେ ଓଡ଼ିଶାର ଦୁଇ ଶିକ୍ଷକ। ଗୁରୁଦିବସ ଅବସରରେ ଶିକ୍ଷକ ବସନ୍ତ କୁମାର ସାହୁ ଏବଂ ତାପସ କୁମାର ମହାନ୍ତିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ମିଳିଛି। ଏଥିସହ ଦେଶର...
ପ୍ରକାଶ ପାଇଲା +୨ କଳା ରେଜଲ୍ଟ, ପୁଅଙ୍କୁ ପଛରେ ପକାଇ ଆଗରେ ଝିଅ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ବର୍ଷର ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାଶ ଚଳିତ ବର୍ଷର ପରୀକ୍ଷା...
ଅନ୍ଲାଇନ ଶିକ୍ଷା, ଅଫ୍ଲାଇନ ଶିକ୍ଷାର୍ଥୀ
ସୌମ୍ୟ ରଞ୍ଜନ ବିହାରା
କୋଭିଡ୍ ପରିସ୍ଥିତିରେ ଅନଲାଇନ୍ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ଏହା କେତେ ଉପଯୋଗୀ?
ବର୍ତ୍ତମାନର କୋଭିଡ୍-୧୯ ପରିସ୍ଥିତିରେ ଶିକ୍ଷାକୁ ନେଇ ସବୁଠି ଚର୍ଚ୍ଚା। ସ୍କୁଲ, କଲେଜ ବନ୍ଦ; ପାଠପଢ଼ା କେମିତି ହେବ?...





















