ଯୁକ୍ତ ଦୁଇ ନାମଲେଖା ପକ୍ରିୟା ଆରମ୍ଭ – ଆଜିଠୁ ଅନଲାଇନରେ ଫର୍ମ ଫିଲଅପ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ସମସ୍ତ ଯୁକ୍ତ ଦୁଇ କଲେଜରେ ଆଡମିସନ ପାଇଁ ଆଜିଠୁ ଆରମ୍ଭ ହେଉଛି ନାମଲେଖା ପକ୍ରିୟା। ଛାତ୍ରଛାତ୍ରୀମାନେ ଦିନ ୧୧ଟାରୁ ନାମଲେଖା ପାଇଁ ଆବେଦନ କରିପାରିବେ। ଅଗଷ୍ଟ ୨୧ରୁ ଏହି ଆବେଦନ...
ଅନଲାଇନ କ୍ଲାସ ପାଇଁ ଚାଲିଛି ସଂଘର୍ଷ – ୨୮ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ନାହିଁ ଡିଜିଟାଲ ସୁବିଧା
ଓଡ଼ିଶାଲାଇଭ୍ ବ୍ୟୁରୋ
୨୭ ପ୍ରତିଶତ ଘରେ ନାହିଁ ବିଜୁଳି
ଏନସିଆରଟି ସର୍ଭେର ତଥ୍ୟ
ପିଲାଙ୍କ ଉପରେ ଅତିରିକ୍ତ ଚାପ
କରୋନା ପାଇଁ ସ୍କୁଲ ବନ୍ଦ। ପିଲାମାନେ ପଢ଼ିବାକୁ ଚାହୁଁଛନ୍ତି, ହେଲେ ସୁବିଧା ନାହିଁ।...
ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ – ଟପ୍ ୨୦ରେ କେନ୍ଦ୍ରାପଡ଼ାର ଦୁଇ ଛାତ୍ରଛାତ୍ରୀ
ଓଡିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ନିଷ୍ଠା ଓ ଏକାଗ୍ରତା ଜଣକୁ ସଫଳତାର ଶୀର୍ଷରେ ପହଞ୍ଚାଇବାର ଅନେକ ନଜିର ରହିଛି। ପୁଣି ସେମିତି ଉଦାହରଣ ସୃଷ୍ଟି କରିଛନ୍ତି କେନ୍ଦ୍ରାପଡ଼ାର ଦୁଇ ଛାତ୍ରଛାତ୍ରୀ। ଗରିବ ଚାଷୀ...
+୨ ବାଣିଜ୍ୟ ରେଜଲ୍ଟରେ ନୟାଗଡ଼ର ବାଜିମାତ୍ – ସିତୁ ବେହେରା ରାଜ୍ୟ ଟପ୍ପର
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ରାଜ୍ୟରେ ପ୍ରକାଶିତ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳରେ ବାଜିମାତ୍ କରିଛନ୍ତି ନୟାଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ। ଏଥର ଜିଲ୍ଲାରେ ପାସ୍ ହାର ୮୮.୧୭ ପ୍ରତିଶତ ରହିଥିବାବେଳେ, ରାଜ୍ୟରେ...
ନଭେମ୍ବର ମାସରେ ଖୋଲିବ ସ୍କୁଲ?
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କୋଭିଡ୍ ମହାମାରୀ ଲାଗି ରହିଥିବାରୁ ଚଳିତ ମାସରେ ସ୍କୁଲ ଖୋଲିବା ସମ୍ଭବ ନୁହେଁ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଇତି ମଧ୍ୟରେ ପାଠ ପଢ଼ା କାର୍ଯ୍ୟ...
+୨ ବାଣିଜ୍ୟ ପରୀକ୍ଷାରେ କିସ୍ର ଶତ ପ୍ରତିଶତ ସଫଳତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ପ୍ରକାଶ ପାଇଥିବା ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳରେ ଶତ ପ୍ରତିଶତ ରେଜଲ୍ଟ କରିଛି କିସ୍। କିସ୍ର ୩୫ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ...
+୨ ବାଣିଜ୍ୟ ରେଜଲ୍ଟ – ନୟାଗଡ଼ରେ ପାସହାର ସର୍ବାଧିକ, ଦେବଗଡ଼ରେ ସର୍ବନିମ୍ନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରକାଶ ପାଇଛି ଚଳିତବର୍ଷର +୨ ବାଣିଜ୍ୟ ଫଳ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଚଳିତବର୍ଷର ରେଜଲ୍ଟ ପ୍ରକାଶ କରିଛନ୍ତି। ଏବର୍ଷ ରେଜଲ୍ଟରେ ନୟାଗଡ଼ ଜିଲ୍ଲା ସବୁ ଜିଲ୍ଲାଠାରୁ...
ପ୍ରକାଶ ପାଇଲା +୨ ବାଣିଜ୍ୟ ପରୀକ୍ଷା ଫଳ, ପାସହାର ୭୪.୯୫%
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ପରିସ୍ଥିତି ମଧ୍ୟରେ ପ୍ରକାଶ ପାଇଛି ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦିନ ସାଢେ ୧୧ଟାରେ ରେଜଲ୍ଟ ପ୍ରକାଶ କରିଛନ୍ତି।...
ଅନଲାଇନରେ ପିଲାଙ୍କୁ ମାଗଣାରେ କେମେଷ୍ଟ୍ରି ପଢ଼ାଇବାକୁ ପ୍ରଫେସର ଆର୍ ଏନ୍ ପଣ୍ଡା ଖୋଲିଲେ ୟୁଟ୍ୟୁବ୍ ଚ୍ୟାନେଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଣାଶୁଣା ରସାୟନ ବିଜ୍ଞାନ ଅଧ୍ୟାପକ, ଅବସରପ୍ରାପ୍ତ ପ୍ରଫେସର ଆର୍ ଏନ୍ ପଣ୍ଡା କାହିଁକି କ୍ଲାସରୁମରୁ ଡିଜିଟାଲ୍ ଟିଚିଂ ଧାରାକୁ ଆଦରି ନେବାକୁ ଚାହିଁଲେ? ତାଙ୍କ ସହ ଏ ବିଷୟରେ କଥାବାର୍ତ୍ତା କରିଛନ୍ତି...
ଏଆର୍ଆଇଆଇଏ ରାଙ୍କିଂ ୨୦୨୦ : ଦେଶରେ ପ୍ରଥମ ସ୍ଥାନରେ କିଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ସଫଳତା ପରେ ସଫଳତା ସାଉଁଟି ଚାଲିଛି କିଟ୍ ବିଶ୍ଵବିଦ୍ୟାଳୟ। ଜାତୀୟ ସ୍ତରରେ କିଟ୍ ଲାଭ କରିଛି ସ୍ଵୀକୃତି। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ଅଟଳ ରାଙ୍କିଂ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସ ଅନ୍ ଇନୋଭେସନ୍...





















