କିଏ ହାତେଇବ ଭୁବନେଶ୍ଵର ମେୟର ଗାଦି ?

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ମହାନଗର ନିଗମ(ବିଏମସି)ର ମେୟର ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ନେଇ ଗୃହ ଏବଂ ନଗର ଉନ୍ନୟନ ବିଭଗ ପକ୍ଷରୁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ନେଇ ଚୂଡ଼ାନ୍ତ...

ପଞ୍ଚାୟତ ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ନିର୍ବାଚନ କମିଶନ ପଞ୍ଚାୟତ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ପଞ୍ଚାୟତ ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ କୌଣସି ସରକାରୀ କର୍ମଚାରୀଙ୍କର ନିର୍ବାଚନୀ ହିଂସା, ଅସାମାଜିକ ଆକ୍ରମଣ...

ଫେବ୍ରୁଆରି ୨୦କୁ ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ପଞ୍ଜାବରେ ବିଧାନସଭା ନିର୍ବାଚନ ନିମନ୍ତେ ଘୋଷଣା କରାଯାଇଥିବା ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ମୋଟ ୧୧୭ଟି ବିଧାନସଭା ଆସନ ପାଇଁ ଆସନ୍ତା ଫେବ୍ରୁଆରି ୨୦ ତାରିଖ ନିର୍ବାଚନ କରାଯିବାକୁ ନୂଆ ତାରିଖ ଘୋଷଣା...

ପଞ୍ଚାୟତ ନିର୍ବାଚନ ପାଇଁ ନୂଆ ଗାଇଡଲାଇନ : କୋଭିଡ ପଜିଟିଭ ପ୍ରାର୍ଥୀ ସୋସିଆଲ ମିଡିଆରେ ହିଁ କରିପାରିବେ ପ୍ରଚାର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଲି ଓ ରୋଡ ସୋ’ ପ୍ରଚାର ଉପରେ କଟକଣା କୋଭିଡ ପଜିଟିଭ ପ୍ରାର୍ଥୀ କରିପାରିବେନି ପ୍ରତ୍ୟକ୍ଷ ପ୍ରଚାର ସର୍ବାଧିକ ୫ ଜଣଙ୍କ ସହ ପ୍ରଚାର କରିପାରିବେ ପ୍ରାର୍ଥୀ ରାଜ୍ୟରେ ଆଗାମୀ ତ୍ରିସ୍ତରୀୟ...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ୧୫ରେ ସମସ୍ତ ଜିଲ୍ଲାପାଳ ଏବଂ ଏସପିଙ୍କ ସହ ଆଲୋଚନା କରିବେ ରାଜ୍ୟ ନିର୍ବାଚନ...

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକିୟା ଆଉ ପାଦେ ଆଗକୁ ବଢ଼ିଛି। ଆସନ୍ତା ୧୫ ତାରିଖ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ପଞ୍ଚାୟତ ନିର୍ବାଚନ ପାଇଁ ସମୀକ୍ଷା...

ଆଜି ସାଢ଼େ ୩ଟାରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଶନିବାର ଅପରାହ୍ଣ ସାଢ଼େ ୩ଟାରେ ୫ଟି ରାଜ୍ୟର ନିର୍ବାଚନ ତାରଖ ଘୋଷଣା କରାଯିବ। ଭାରତ ନିର୍ବାଚନ ଆୟୋଗ ବିଧାନସଭା ନିର୍ବାଚନ ପାଇଁ ଏହି ଘୋଷଣା କରିବାକୁ ଯାଉଛନ୍ତି। ଆଗାମୀ କିଛି ଦିନ...

ଶେଷ ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି, ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ଚିହ୍ନ ଜାରି

ଓଡ଼ିଶାଲାଇଭ୍ ବ୍ୟୁରୋ ଭୋଟର ତାଲିକା ପ୍ରସ୍ତୁତି ଶେଷ ଅନ୍ୟ ରାଜ୍ୟରୁ ଆସିଛି ଆବଶ୍ୟକ ବାଲଟ ବକ୍ସ ରାଜ୍ୟରେ ବି ତିଆରି ଚାଲିଛି ବାଲଟ ବକ୍ସ କୋଭିଡ ପରିସ୍ଥିତିକୁ ଦେଖି ଗାଇଡଲାଇନ ଜାରି ହେବ ...

ମେ’୨ରେ ପ୍ରକାଶ ପାଇବ ଫଳାଫଳ – ବିଜୟ ଶୋଭାଯାତ୍ରାରେ ପ୍ରତିବନ୍ଧକ ଲଗାଇଲେ ନିର୍ବାଚନ ଆୟୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ନିର୍ବାଚନ ଜିତିବା ପରେ ବିଜୟ ଶୋଭାଯାତ୍ରା କରିପାରିବେ ନାହିଁ କୌଣସି ରାଜନୈତିକ ଦଳ। ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମଙ୍ଗଳବାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ।...

ପିପିଲି ଉପ-ନିର୍ବାଚନ ପାଇଁ ବାଜିଲା ବିଗୁଲ୍ – ଏପ୍ରିଲ୍ ୧୭ରେ ଭୋଟ୍, ମେ’ ୨ରେ ଫଳାଫଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପିପିଲି ଉପ-ନିର୍ବାଚନ ପାଇଁ ବିଗୁଲ ବାଜିଛି। ଏନେଇ ଭାରତୀୟ ନିର୍ବାଚନ କମିଶନ ଆଜି ତାରିଖ ଘୋଷଣା କରିଛନ୍ତି। ଏପ୍ରିଲ ୧୭ ତାରିଖରେ ଭୋଟ୍‌ ହେବାକୁ ଥିବା ବେଳେ ମେ’ ୨ ତାରିଖରେ...

ଭୋଟ ଦେଲେ ସ୍ଵାଧୀନ ପ୍ରାର୍ଥୀ ବେଣୁଧର ବାରିକ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵର ଏବଂ ତିର୍ତ୍ତୋଲ ୨ଟି ଆସନରେ ଉପନିର୍ବାଚନ ପାଇଁ ଆଜି ଚାଲିଛି ଭୋଟଗ୍ରହଣ। କୋଭିଡ କଟକଣା ମଧ୍ୟରେ ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜନତା ନିଜ ମତଦାନର...