ମାୟାନଗରୀରେ ନିର୍ବାଚନ, ଭୋଟ ଦେଲା ବଲିଉଡ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ। ମହାରାଷ୍ଟ୍ରର ରାଜଧାନୀ ମାୟାନଗରୀ ମୁମ୍ବାଇରେ ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଲିଉଡ୍ର ବହୁ କଳାକାର ଆଜି ଭୋଟ ଦେଇଛନ୍ତି। ବଲିଉଡ୍ ଅଭିନେତା ଶାହାରୁଖ୍...
ବିଜେପୁର ଉପନିର୍ବାଚନ: ଅପରାହ୍ଣ ୩ଟା ସୁଦ୍ଧା ୫୬.୫ ପ୍ରତିଶତ ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଉପନିର୍ବାଚନ ପାଇଁ ଚାଲିଛି ମତଦାନ। ଅପରାହ୍ଣ ୩ଟା ସୁଦ୍ଧା ବିଜେପୁରରେ ୫୬.୫ ପ୍ରତିଶତ ମତଦାନ ରେକର୍ଡ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକରୀ ଏସ୍ କେ ଲୋହାନି ପ୍ରେସ୍...
ସାଇକେଲରେ ଆସି ଭୋଟ୍ ଦେଲେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର
ଓଡ଼ିଶାଲାଇଭ୍ ବ୍ୟୁରୋ
ହରିୟାଣାରେ ହେଉଥିବା ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟଦାନ ପକ୍ରିୟା ଜାରି ରହିଛି। ଆଜି ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ସାଇକେଲରେ ଆସି ନିଜର ମତଦାନ କରିଥିବା ଦେଖିବାକୁ...
ଭୋଟ ଦେଲେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୋଟ୍ ଦେଲେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ। ସେ ବିଜେପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଥିବା ୧୦୫ ନମ୍ବର ପୋଲିଂ ବୁଥରେ ନିଜ ମତ ଅଧିକାର ସାବ୍ୟସ୍ତ କରିଛନ୍ତି।
“ଏହା ହିଁ ଆମ...
ମହାରାଷ୍ଟ୍ର ନିର୍ବାଚନ: ଭୋଟ୍ ଦେଲେ ଠାକ୍ରେ, ଫଡନାବିସ୍, ଶରଦ ପାୱାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୋଟ ଦେଉଛି ମହାରାଷ୍ଟ୍ର ଓ ହରିୟାଣା। ବିଧାନସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରରେ ଭୋଟଦାନ ପ୍ରକ୍ରିୟା ଜାରି ରହିଛି। ବହୁ ନେତା ମନ୍ତ୍ରୀଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ଭୋଟ ଦେଇଛନ୍ତି। ମହାରାଷ୍ଟ୍ର...
ବିଜେପୁର ଉପନିର୍ବାଚନ: ଦିନ ୧ଟା ସୁଦ୍ଧା ୩୭.୧୦ ପ୍ରତିଶତ ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଲିଛି ବିଜେପୁର ଉପନିର୍ବାଚନ। ସକାଳ ୭ଟାରୁ ଭୋଟର ନିଜର ମତଦାନ ଆରମ୍ଭ କରିଛନ୍ତି। ଦିନ ୧ଟା ସୁଦ୍ଧା ବିଜେପୁରରେ ୩୭.୧୦ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ...
ବିଜେପୁରରେ ଶାନ୍ତି ଶୃଙ୍ଖଳା ସହ ଚାଲିଛି ମତଦାନ – ସିଇଓ
ଓଡ଼ିଶାଲାଇଭ୍ ବ୍ୟୁରୋ
"ଶାନ୍ତି ଶୃଙ୍ଖଳା ସହ ବିଜେପୁର ଉପନିର୍ବାଚନ ପାଇଁ ଚାଲିଛି ମତଦାନ। ମତଦାନରେ ଏପର୍ଯ୍ୟନ୍ତ କୌଣସି ଅସୁବିଧା ଦେଖାଯାଇନାହିଁ। ଆଶା କରାଯାଉଛି ଯେ, ଅଧିକ ପ୍ରତିଶତ ମତଦାନ ହେବ" ରାଜ୍ୟ ମୁଖ୍ୟ ନିର୍ବାଚନ...
ବିଜେପୁର ଉପନିର୍ବାଚନ: ଦିନ ୧୧ଟା ସୁଦ୍ଧା ୨୫.୭ ପ୍ରତିଶତ ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଲିଛି ବିଜେପୁର ଉପନିର୍ବାଚନ। ତେବେ ଦିନ ୧୧ଟା ସୁଦ୍ଧା ବିଜେପୁରରେ ୨୫.୭ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି।
ସକାଳ ୭ଟାରୁ ବିଜେପୁର ବିଧାନସଭା...
ବିଜେପୁର ଉପନିର୍ବାଚନ: ଭୋଟ ଦେଲେ ବିଜେଡି ପ୍ରାର୍ଥୀ ରୀତା ସାହୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁରୁଖୁରୁରେ ଚାଲିଛି ବିଜେପୁର ଉପନିର୍ବାଚନ ପାଇଁ ମତଦାନ। ବର୍ତ୍ତମାନ ବିଜେଡି ପ୍ରାର୍ଥୀ ରୀତା ସାହୁ ମତଦାନ କରିଛନ୍ତି। ନିଜ ସମର୍ଥକଙ୍କ ସହ ଆସି ରୀତା ନିଜ ଭୋଟ ଦେଇଥିବା ଦେଖିବାକୁ ମିଳିଛି।
ଏଥର...
ବିଜେପୁର ଉପନିର୍ବାଚନ: ସକାଳ ୯ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୋଟ ଦେଉଛି ବିଜେପୁର। ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ଚାଲିଛି ମତଦାନ। ତେବେ ସକାଳ ୯ଟା ସୁଦ୍ଧା ବିଜେପୁରରେ ୧୧ ପ୍ରତିଶତ ଭୋଟଦାନ ହୋଇଛି। ଏନେଇ ରାଜ୍ୟ ନର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳନ...




















