ସରିଲା ନିର୍ବାଚନ ପ୍ରଚାର, ମହାମେଣ୍ଟ ଗଠନ ପାଇଁ ସଜବାଜ ହେଲେ ନେତା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଛି। ଶେଷ ଦିନରେ ବିଜେପି ଏବଂ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ମାହୋଲକୁ ସରଗରମ କରିଥିବା ବେଳେ କିଛି ନେତା...
ଅମିତ ଶାହଙ୍କ ଦାବି – ‘‘ଓଡ଼ିଶାରେ ବିଜେପି ଭଲ କରିବ, ୩୦୦ ଆସନରେ ଜିତିବୁ’’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
‘‘ଉତ୍ତର ପୂର୍ବ ରାଜ୍ୟ ସମେତ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପରେ ଆମର ଫୋକସ୍ ରହିଥିଲା। ଏହିସବୁ ରାଜ୍ୟରେ ଏଥର ବିଜେପି ଭଲ ଆସନ ପାଇବ। ବିଶେଷକରି ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ...
ମେ’ ୧୯ରେ ଭୁବନେଶ୍ୱର ମଧ୍ୟ ଆସନର ୧୨୭ ନମ୍ବର ବୁଥରେ ସାନି ମତଦାନ
ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ
ଆସନ୍ତା ୧୯ ତାରିଖରେ ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀର ୧୨୭ ନମ୍ବର ବୁଥରେ ହେବ ସାନି ମତଦାନ। ସହିଦନଗର ହାଇସ୍କୁଲଠାରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ...
କେନ୍ଦ୍ରରେ ପୁଣି ସରକାର ଗଢ଼ିବ ବିଜେପି – ମୋଦି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମିଳିତ ସାମ୍ବାଦିକ ସମ୍ମିଳନୀରେ ଦୃଢ଼ୋକ୍ତି ଦେଖାଇଲେ ମୋଦି ଏବଂ ଶାହ।
‘‘କେନ୍ଦ୍ରରେ ପୁଣିଥରେ ସରକାର ଗଢ଼ିବ ବିଜେପି। ଆମ ଦଳ ପୁଣି ଥରେ ପୂର୍ଣ୍ଣ ବହୁମତ ପାଇବ। ଦୀର୍ଘ ବର୍ଷ ପରେ...
ଶେଷ ପର୍ଯ୍ୟାୟ ନିର୍ବାଚନରେ କେଉଁ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ଗଣତନ୍ତ୍ରର ସବୁଠୁ ବଡ଼ ମହାପର୍ବର ଶେଷ ପର୍ଯ୍ୟାୟ ଲାଗି ମତଦାନ ମେ ୧୯ରେ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୮ରାଜ୍ୟରେ ୫୯ ଆସନ ଲାଗି ମତଦାନ ହେବ। ଶେଷ ପର୍ଯ୍ୟାୟରେ...
ରାଜ୍ୟରେ ଭୋଟ ଗଣତି ପାଇଁ ଅଧିକ ସମୟ ଲାଗିପାରେ – ସିଇଓ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ବର୍ଷ ଓଡ଼ିଶାରେ ଭୋଟ ଗଣତି ପାଇଁ ଅଧିକ ସମୟ ଲାଗିପାରେ। ମେ' ୨୩ରେ ହେବ ଭୋଟ୍ ଗଣତି ହେବାକୁ ଥିବା ବେଳେ ସୋମବାର ଏଥିପାଇଁ ତାଲିମ୍ ଦେବା କାର୍ଯ୍ୟକ୍ରମ ଆରମ୍ଭ...
ଭୋଟ ଦେଲେ ବିରାଟ କୋହଲି, ଗୌତମ ଗମ୍ଭୀର
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି। ଷଷ୍ଠ ପର୍ଯ୍ୟାୟ ମତଦାନରେ ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ବିରାଟ କୋହଲି ଏବଂ ପୂର୍ବତନ କ୍ରିକେଟର...
ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଜାରି- ରାହୁଲ, ରାଜନାଥ, ସୋନିଆ, ସ୍ମୃତିଙ୍କ ଭାଗ୍ୟ ପରୀକ୍ଷା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୧୯ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ମେ ୬ ଅର୍ଥାତ ଆଜି ଅନୁଷ୍ଠିତ ହେଉଛି। ଏହି ପର୍ଯ୍ୟାୟରେ ୭ଟି ରାଜ୍ୟର ୫୧ଟି ଆସନରେ ଭୋଟ ଗ୍ରହଣ ଜାରି ରହିଛି।...
ସରିଲା ଭୋଟ – ଓଡ଼ିଶାରେ କିଏ ଗଢ଼ିବ ସରକାର?
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଶେଷ ହୋଇଛି ଲଢ଼େଇ। କିଏ ଗଢ଼ିବ ସରକାର ଏବଂ କିଏ ବସିବ ବିରୋଧୀ ଆସନରେ ତାକୁ ନେଇ ଚାଲିଛି କାଉଣ୍ଟ ଡାଉନ।
ବହୁ ଛକାପଞ୍ଝା ଓ ତୁମ୍ବିତୋଫାନ ଭିତରେ ଓଡ଼ିଶାରେ...
ଭାଇ ରାହୁଲଙ୍କ ପାଇଁ ବାହାରିଲେ ଭଉଣୀ ପ୍ରିୟଙ୍କା – ବିରୋଧୀଙ୍କୁ ଦେଲେ କଡ଼ା ଟିପ୍ପଣୀ
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନାଗରିକତାକୁ ନେଇ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ପ୍ରଶ୍ନ ଉପରେ ଭଉଣୀ ପ୍ରିୟଙ୍କା ଗାନ୍ଧି ଆଜି ପ୍ରତିକ୍ରିୟା ଦେଇଛନ୍ତି। ପ୍ରିୟଙ୍କା ଆଜି ଆମେଥିରେ ନିର୍ବାଚନ...





















