ଜଗତସିଂହପୁରରେ ଆଜି ପ୍ରଚାର କରୁଛନ୍ତି ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ଦୁଇ ଦିନ ପରେ ଚତୁର୍ଥ ପର୍ଯ୍ୟାୟ ମତଦାନା ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ଜୋର କରିଛନ୍ତିା ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଆଜି ଜଗତସିଂହପୁରରେ ପ୍ରଚାର...
ପାଟକୁରାରେ କିଏ ହେବ ବିଜେଡି ପ୍ରାର୍ଥୀ?
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ମେ’୧୯ରେ ପାଟକୁରା ବିଧାନସଭା ଆସନ ପାଇଁ ହେବ ଭୋଟ। ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏହି ତାରିଖ ଘୋଷଣା ହେବା ପରେ ବିଜେଡି ଟିକେଟ କିଏ ନେବେ ତାକୁ ନେଇ ଚର୍ଚ୍ଚା...
ମୋଦିଙ୍କ ସହ ଲଢ଼ିବାକୁ ଅଜୟ ରାୟଙ୍କୁ କାହିଁକି କଂଗ୍ରେସ ଦେଲା ଟିକେଟ୍?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ଅଜୟ ରାୟ। ସମସ୍ତ ଚର୍ଚ୍ଚାର ଅବସାନ ଘଟାଇ କଂଗ୍ରେସ ଆଜି ଅଜୟ ରାୟଙ୍କ ନାମ ଘୋଷଣା କରିଛି। ତେବେ କିଏ...
ବାରଣାସୀ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ମୋଦି
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ବାରଣାସୀ ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ନରେନ୍ଦ୍ର ମୋଦି। କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରି ମୋଦି ପ୍ରାର୍ଥିପତ୍ର ଦାଖଲ କରିବେ। ମୋଦି ଦ୍ୱିତୀୟ ଥର ପାଇଁ...
ଆଜି ଜଗତସିଂହପୁର, ବାଲେଶ୍ୱରରେ ପ୍ରଚାର କରିବେ ରାହୁଲ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଓଡ଼ିଶା ଆସୁଛନ୍ତି। ଆସନ୍ତା ୨୯ରେ ଶେଷ ପର୍ଯ୍ୟାୟ ଭୋଟ ଥିବାରୁ ରାହୁଲ ବାଲେଶ୍ୱର ଏବଂ ଜଗତସିଂହପୁରରେ ନିର୍ବାଚନୀ ପ୍ରଚାର କରିବେ। ଦଳୀୟ ପ୍ରାର୍ଥୀଙ୍କ...
ଏଥର କ’ଣ ହେବ ସିମୁଳିଆର ଚିତ୍ର?
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ସିମୁଳିଆ ବିଧାନସଭା ଆସନରେ ତ୍ରିମୁଖୀ ଲଢ଼େଇ।
ଭଦ୍ରକ ଲୋକସଭା ଆସନ ଅଧିନରେ ଆସୁଥିବା ସିମୁଳିଆରେ ଚାଲିଛି ଜୋରଦାର ଟକ୍କର। ବିଜେଡି-ବିଜେପି-କଂଗ୍ରେସର ପ୍ରାର୍ଥୀଙ୍କ ପ୍ରଚାରରେ ସିମୁଳିଆ ପ୍ରଚାର ମଇଦାନ କମ୍ପୁଥିବା ବେଳେ ଏଠାକର...
୨୭ରେ ଓଡ଼ିଶା ଆସିବେ ଅମିତ ଶାହ, ମୋରଡ଼ା ଓ ସୁକିନ୍ଦାରେ କରିବେ ପ୍ରଚାର
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଆସନ୍ତା ୨୭ ତାରିଖରେ ଓଡ଼ିଶା ଆସିବେ। ଏହି ଦିନ ସେ ଯାଜପୁର ଜିଲ୍ଲାର ସୁକିନ୍ଦା ଏବଂ ମୟୂରଭଞ୍ଜ ଜିଲ୍ଲାର ମୋରଡ଼ାଠାରେ ନିର୍ବାଚନୀ ପ୍ରଚାର...
୯ଟି ବୁଥରେ ସରିଲା ସାନି ମତଦାନ, ଇଭିଏମ୍ରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ୯ ଟି ବୁଥରେ ଆଜି ଶାନ୍ତିଶୃଙ୍ଖଳାର ସହ ସାନି ମତଦାନ ସରିଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନା ମୂତାବିକ, ସୁନ୍ଦରଗଡ଼ ବିଧାନସଭାମଣ୍ଡଳୀର ବୁଥ୍ ନଂ-୨୧୩ ଏବଂ...
Election Update@10PM (୨୫ ଏପ୍ରିଲ ୨୦୧୯)
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।
୭ କିଲୋମିଟର ରୋଡ ସୋ’ : ମୋଦି-ମୋଦି ନାରାରେ କମ୍ପିଲା କାଶୀ
ବାରଣାସୀ ଲୋକସଭା ଆସନ ପାଇଁ ବିଜେପି ନରେନ୍ଦ୍ର ମୋଦିଙ୍କୁ ପ୍ରାର୍ଥୀ କରିଛି। ସପ୍ତମ...
ଏଥର ଓଡ଼ିଶାର ଭାଗ୍ୟ ବଦଳିବ, ବିଜେପି ଆସିବ – ପ୍ରତାପ ଷଡ଼ଙ୍ଗୀ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
[youtube https://www.youtube.com/watch?v=t3ij0NgNlE8]
ବିଜେପିର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ ମିଶନ ୧୨୦ ଆଦୌ ଅବାସ୍ତବ ନୁହେଁ।
‘‘ଓଡ଼ିଶାବାସୀ ଏଥର ମନ ସ୍ଥିର କରିଛନ୍ତି। ଖଣି ମାଫିଆ ଏବଂ ଚିଟଫଣ୍ଡ ଲୁଟେରାଙ୍କ...





















