ସତ୍ୟବାଦୀ ଓ ବ୍ରହ୍ମଗିରରେ ଇଭିଏମ ଭଙ୍ଗା ଘଟଣାରେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ପୁରୀର ସତ୍ୟବାଦୀ ଓ ବ୍ରହ୍ମଗିରିର ଦୁଇଟି ବୁଥରେ ଇଭିଏମ ଭଙ୍ଗାରୁଜା ଓ ଉତ୍ତେଜନା ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ନେଇ ନିର୍ବାଚନ ଅଧିକାରୀଙ୍କୁ ଜଣାଯାଇଥିବା କହିଛନ୍ତି ପୁରୀ ଜିଲ୍ଲାପାଳ।
ବ୍ରହ୍ମଗିରିର...
ବିଜେପିରେ ମିଶନ ଓଡ଼ିଶା – ଆଜି ଆସୁଛନ୍ତି ନୀତିନ ଗଡକରୀ
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ଶେଷ ତଥା ଚତୁର୍ଥ ପର୍ଯ୍ୟାୟ ମତଦାନ ଲାଗି ତିନି ପ୍ରମୁଖ ଦଳ ସେମାନଙ୍କ ପ୍ରଚାରକୁ ଜୋରସୋର କରିଛନ୍ତି। ଏ ସବୁ ଦଳଙ୍କ ଫୋକସରେ ଏବେ ଉତ୍ତର ଓଡ଼ିଶା।
ଆଜି ନିର୍ବାଚନ...
ଶେଷ ପର୍ଯ୍ୟାୟ ଭୋଟ ଲାଗି ନବୀନଙ୍କ ମାରାଥନ ପ୍ରଚାର
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ସରିଛି ୩ଟି ପର୍ଯ୍ୟାୟ ଲାଗି ମତଦାନ, ବାକି ରହିଛି ଗୋଟିଏ ପର୍ଯ୍ୟାୟ ମତଦାନ। ଶେଷ ପର୍ଯ୍ୟାୟ ଭୋଟ ଲାଗି ବିଜେଡି ସଭାପତି ନବୀନ ପଟ୍ଟନାୟକ ମାରାଥନ ପ୍ରଚାର କରୁଛନ୍ତି।
ଆଜି...
୨୫ରେ ରୋଡ ସୋ’, ୨୬ରେ ପ୍ରାର୍ଥିପତ୍ର ଦାଖଲ କରିବେ ମୋଦି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବାରଣାସୀ ଲୋକସଭା ଆସନ ପାଇଁ ଆସନ୍ତା ୨୬ରେ ପ୍ରାର୍ଥିପତ୍ର ଦାଖଲ କରିବେ ନରେନ୍ଦ୍ର ମୋଦି। ଏହା ପୂର୍ବରୁ ୨୫ ତାରିଖରେ ଏକ ବିଶାଳ ରୋଡ ସୋ’ କରିବେ ମୋଦି ବୋଲି...
କଟକରେ ୬୩ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କଟକର ବିଭିନ୍ନ ବୁଥରେ ଉତ୍ସାହର ସହ ଭୋଟର ଦେଲେ ଭୋଟ।
(କଟକରୁ ପ୍ରଣବ କୁମାର ନନ୍ଦୀ): ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆଜି ଶେଷ ହୋଇଛି।...
ଫଟୋରୋ ଫଟୋରେ ମତଦାନ – ନେତା ଦେଲେ, ଅଭିନେତା ବି ଦେଲେ ଭୋଟ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
[youtube https://www.youtube.com/watch?v=ViSz4eEahag]
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ହୋଇଛି ମତଦାନ। ଉପକୂଳ ଓଡ଼ିଶାରେ ଏହି ମତଦାନ ହୋଇଥିବାରୁ ନେତା, ଅଭିନେତା ଏବଂ ଭୋଟର ଉତ୍ସାହର ସହ ଦେଇଛନ୍ତି ଭୋଟ।
Election Update @10PM (୨୩ ଏପ୍ରିଲ ୨୦୧୯)
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପଢ଼ନ୍ତୁ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣର ପ୍ରମୁଖ ଖବର।
ଶେଷ ହେଲା ତୃତୀୟ ପର୍ଯ୍ୟାୟ ଭୋଟ – ୪୧୭ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଭୋଟ...
ସରିଲା ତୃତୀୟ ପର୍ଯ୍ୟାୟ ମତଦାନ, ଇଭିଏମ୍ରେ ସିଲ୍ ହେଭିୱେଟ୍ ନେତାଙ୍କ ଭାଗ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ତୃତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଏବଂ ୨ କେନ୍ଦ୍ର ଶାସିତ ଅଞ୍ଚଳ ସମେତ ୧୧୭ଟି ଲୋକସଭା ଆସନରେ ମତଦାନ ଶେଷ ହୋଇଛି। ଏହାଛଡ଼ା ଦେଶରେ ୩୦୩ ଲୋକସଭା ଆସନରେ ଭୋଟିଂ ହୋଇଛି।...
ପିପିଲିରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ଭୋଟ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଉପକୂଳ ଓଡ଼ିଶାର ସବୁଠୁ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ଭାବେ ପରିଚିତ ପିପିଲିରେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ଶେଷ ହୋଇଛି। ଭୋଟର ଶୃଙ୍ଖଳାର ସହ ବିଭିନ୍ନ ବୁଥରେ ଭୋଟ ଦେଇଛନ୍ତି। ମତଦାନର ଦିନକ...
ଗୁରୁଦାସପୁରରେ ବିନୋଦଙ୍କ ପରେ ସନ୍ନି ଦେୱଲ ଭରସା! ସଫଳ ହେବ କି ରଣନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପିରେ ସାମିଲ ହୋଇଛନ୍ତି ବଲିଉଡ୍ ଷ୍ଟାର ସନ୍ନି ଦେୱଲ। ପଞ୍ଜାବ ଗୁରୁଦାସପୁର ଆସନରେ ବିଜେପି ସନ୍ନିଙ୍କୁ ପ୍ରାର୍ଥୀ କରିବ ବୋଲି ଜଣାପଡ଼ିଛି। ଯାହା ଆକଳନ କରାଯାଉଛି ବିନୋଦ ଖାନ୍ନାଙ୍କ ପରେ ଏବେ...





















