କହ୍ନୈୟା କୁମାରଙ୍କ ସମ୍ପତ୍ତି କେତେ?

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ ପ୍ରାର୍ଥୀପତ୍ର ଦାଖଲ କଲେ କହ୍ନୈୟା ଜବାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟ ଛାତ୍ର ସଙ୍ଘର ପୂର୍ବତନ ଅଧ୍ୟକ୍ଷ କହ୍ନୈୟା କୁମାର ବେଗୁସରାଇ ଲୋକସଭା ଆସନ ପାଇଁ ସିପିଆଇ ଟିକେଟରୁ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ...

ମତଦାନ ସମୟରେ କାହିଁକି ଲଗାଯାଏ ଭୋଟରଙ୍କ ହାତରେ କାଳି?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ମତଦାନ ସମୟରେ ଭୋଟରଙ୍କ ହାତରେ କାଳି ଲାଗିଥାଏ। ଜାଣନ୍ତୁ କ’ଣ ଏହି କାଳିର କାହାଣୀ। ଯେତେବେଳେ ନିର୍ବାଚନ ପାଖେଇ ଆସେ ସେତେବେଳେ ସମସ୍ତଙ୍କ ନିକଟରେ ନିର୍ବାଚନକୁ ନେଇ ଉତ୍କଣ୍ଠା ଦେଖାଯାଇଥାଏ। ଅନେକ...

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ, ମତଦାନ ପୂର୍ବରୁ ହେବ ‘ମକ୍‌ ପୋଲ୍‌’

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ସାଧାରଣ ନିର୍ବାଚନ ପୂର୍ବରୁ ହେବ ମକ୍‌ ପୋଲ। ମତଦାନ ପୂର୍ବରୁ ମତଦାନ କେନ୍ଦ୍ରଗୁଡ଼ିକରେ ‘ମକ୍‌ ପୋଲ’ ଆୟୋଜିତ ହେବ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ନିର୍ବାଚନ ଅଧିକାରୀଙ୍କୁ...

ବାରଣାସୀରେ ୨୫ରେ ମୋଦିଙ୍କ ରୋଡ ସୋ, ୨୬ରେ ପ୍ରାର୍ଥିପତ୍ର ଦାଖଲ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଆଜି ଆମେଠି ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଅନ୍ୟପଟେ ବାରଣାସୀ ଲୋକସଭା ଆସନ ଲାଗି ଆସନ୍ତା ୨୬ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ ମୋଦି।...

ଆମେଥି ଲାଗି ପ୍ରାର୍ଥିପତ୍ର ଦାଖଲ କଲେ ରାହୁଲ, ମା’ ସୋନିଆଙ୍କ ସହ ପୂରା ପରିବାର ଥିଲେ ସାଙ୍ଗରେ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବୁଧବାର ଆମେଥି ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ସମୟରେ ମା ସୋନିଆଙ୍କ ସହ ତାଙ୍କର ପୂରା ପରିବାର ରାହୁଲଙ୍କ...

ଲାଲୁଙ୍କ ଜାମିନ ଆବେଦନ ଖାରଜ : ଲାଲୁଙ୍କ ବିନା ପ୍ରଥମଥର ନିର୍ବାଚନ ଲଢିବ ଆରଜେଡି

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଚାରା ଘୋଟାଲା ମାମଲାରେ ଫସିଥିବା ଲାଲୁପ୍ରସାଦ ଯାଦବଙ୍କୁ ସୁପ୍ରିମକୋର୍ଟରୁ ଆଜି ବଡ ଝଟକା ମିଳିଛି। ସୁପ୍ରିମକୋର୍ଟ ଲାଲୁ କରିଥିବା ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଲାଲୁ...

କେନ୍ଦ୍ରପଡ଼ା ରାଜନୀତି : ସିପ୍ରାଙ୍କୁ ମନାଇଲା ବିଜେଡି, ପ୍ରାର୍ଥିପତ୍ର କଲେ ପ୍ରତ୍ୟାହାର

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଦେଶରେ ଏବେ ସବୁଠି ନିର୍ବାଚନୀ ହାୱା। ମତଦାନ ତାରିଖ ଯେତିକି ପାଖଉଛି ରାଜ୍ୟ ରାଜନୀତି ସେତିକି ସରଗରମ ହେଉଛି। ମୋଟ ୭ଟି ପର୍ଯ୍ୟାୟରେ ଦେଶରେ ନିର୍ବାଚନ ହେବ। ଆମ ରାଜ୍ୟରେ...

CEO ଅଫିସ ଆଗରେ ପୋଲିସ-ଚାଷୀ ମୁହାଁମୁହିଁ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ କୃଷକଙ୍କ ଆନ୍ଦୋଳନ। ବହୁ ସଂଖ୍ୟାରେ ଚାଷୀ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଧସେଇ ପସିବାକୁ ଉଦ୍ୟମ କରିଛନ୍ତି। ଏହି ସମୟରେ ଉଭୟ ପୋଲିସ ଓ...

ଆଜି ଆମେଠୀ ଲାଗି ପ୍ରାର୍ଥିପତ୍ର ଭରିବେ ରାହୁଲ ଗାନ୍ଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁରୁବାର ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ନେତା ପ୍ରଚାର ଜୋର କରିଛନ୍ତି। ଏହି ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଆମେଠୀ ଲୋକସଭା ଆସନ...
Election Update 11am

Election Update @11AM (୧୦ ଏପ୍ରିଲ ୨୦୧୯)

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ। ପ୍ରଥମ ପର୍ଯ୍ୟାୟ ଲାଗି ମାରାଥନ ପ୍ରଚାର ଶେଷ ପରେ ଆଜିଠୁ ଦ୍ଵିତୀୟ ପର୍ଯ୍ୟୟ ଲାଗି ପ୍ରଚାର ଆରମ୍ଭ କରିବେ ନବୀନ ଆସନ୍ତାକାଲି ସାଧାରଣ ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ...