ତୃତୀୟ ପର୍ଯ୍ୟାୟ ନିର୍ବାଚନ – ପ୍ରାର୍ଥିପତ୍ର ଦାଖଲ କଲେ ୪୬୮ ପ୍ରାର୍ଥିୀ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମାର୍ଚ୍ଚ ୨୮ରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ୪୨ଟି ବିଧାନସଭା ଆସନରେ...
ଆଜି କୋରାପୁଟ, ମାଲକାନଗିରିରେ ନିର୍ବାଚନ ପ୍ରଚାର କରିବେ ନବୀନ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୧୯ ନିର୍ବାଚନ ପାଇଁ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହାଇଟେକ୍ ପ୍ରଚାର କରିବେ। ହାଇଟେକ୍ ବସ୍ରେ ଯାଇ କୋରାପୁଟରେ କରିବେ ପ୍ରଚାର। ଅବିଭକ୍ତ କୋରାପୁଟ ଯାଇ ନବୀନ ୪ଟି...
ଖଣ୍ଡପଡ଼ାରେ ଏଥର ଖାତା ଖୋଲି ପାରିବେ କି ସୌମ୍ୟରଞ୍ଜନ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପ୍ରାର୍ଥିପତ୍ର ଦାଖଲ କଲେ ସୌମ୍ୟରଞ୍ଜନ
ପ୍ରସ୍ତାବକ ରହିଲେ ଅନୁଭବ ପଟ୍ଟନାୟକ
ଗୟାଧର ପରିଡ଼ା ବି ଥିଲେ ଉପସ୍ଥିତ
ଦୁଇ ଥର ପରାଜିତ ହୋଇଥିଲେ ସୌମ୍ୟ...
ମୋଦିଙ୍କ ’ଡବଲ ଇଞ୍ଜିନ’ ଥିଓରିକୁ ଟାର୍ଗେଟ – ନବୀନ କହିଲେ, ‘‘ମହିଳାଙ୍କ ବିକାଶ ହିଁ ପ୍ରକୃତ ଡବଲ ଇଞ୍ଜିନ’’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମହିଳା ସଶକ୍ତିକରଣରେ ବିଜେଡି ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି।
‘‘ମହିଳାଙ୍କ ବିକାଶ ହେଉଛି ଦେଶର ପ୍ରକୃତ ଡବଲ ଇଞ୍ଜିନ। ଯେଉଁ ଦେଶରେ ମହିଳାଙ୍କ ବିକାଶ ଉପରେ ଫୋକସ୍ କରାଯାଇ ନଥାଏ...
ଭୁବନେଶ୍ୱର ଲୋକସଭା ସିଟ୍ – ପ୍ରାର୍ଥିପତ୍ର ଦାଖଲ କଲେ ଅପରାଜିତା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
[youtube https://www.youtube.com/watch?v=MVO8LzxQTKs]
ଭୁବନେଶ୍ୱର ଲୋକସଭା ଆସନ ପାଇଁ ଗୁରୁବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ। ଶହ ଶହ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଆସି ଅପରାଜିତା ଖୋର୍ଦ୍ଧା ଜିଲ୍ଲାପାଳଙ୍କ...
Election Update @10PM
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।
ଭୁବନେଶ୍ୱର ଲୋକସଭା ସିଟ୍ – ପ୍ରାର୍ଥିପତ୍ର ଦାଖଲ କଲେ ଅପରାଜିତା
ଭୁବନେଶ୍ୱର ଲୋକସଭା ଆସନ ପାଇଁ ଗୁରୁବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଅପରାଜିତା...
ଦିଲ୍ଲୀପ ରାୟ କୌଣସି ଦଳରେ ଯୋଗ ଦେବେ ନାହିଁ କାହିଁକି?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଦୀର୍ଘ ଦିନର ନୀରବତା ପରେ କର୍ମକ୍ଷେତ୍ର ରାଉରକେଲାରେ ଆଜି ଦେଖିବାକୁ ମିଳିଥିଲା ଦିଲ୍ଲୀପ ରାୟଙ୍କୁ। ନିର୍ବାଚନ ସମୟରେ ଦିଲ୍ଲୀପ ହଠାତ୍ ରାଉରକେଲା ଯିବା ଏବଂ ସମର୍ଥକଙ୍କ ସହ ମିଶିବା ଘଟଣାକୁ...
Election Update @7PM
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।
କେରଳର ୱାଇନାଡ ପାଇଁ ପ୍ରାର୍ଥିପତ୍ର ଭରିଲେ ରାହୁଲ
କେରଳର ୱାଇନାଡ ଆସନ ପାଇଁ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଗୁରୁବାର ଦିନ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।...
ରେଢାଖୋଲରେ ତ୍ରିମୁଖୀ ଲଢେଇ, ଫାଇଦାରେ ବିଜେଡି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ରେଢାଖୋଲ ବିଧାନସଭା ଆସନରୁ ଏଥର କିଏ ମାରିବ ବାଜି? ଏହାକୁ ନେଇ ବିଜେଡି, ବିଜେପି ଏବଂ କଂଗ୍ରେସ ଶିବିରରେ ଚାଲିଛି ଅଙ୍କ କଷା। ରେଢ଼ାଖୋଲ ହାତେଇବା...
ବିଶାଳ ଶୋଭାଯାତ୍ରାରେ ଆସି ପୁରୀ ଲାଗି ପ୍ରାର୍ଥିପତ୍ର ଭରିଲେ ଜୟନ୍ତ ଷଡ଼ଙ୍ଗୀ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପୁରୀ ବିଧାନସଭା ଆସନ ଲାଗି ବିଜେପି ପ୍ରାର୍ଥୀ ଜୟନ୍ତ କୁମାର ଷଡ଼ଙ୍ଗୀ ଗୁରୁବାର ଦିନ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ଶହ ଶହ ସମର୍ଥକ ଓ ମହିଳା କର୍ମୀଙ୍କ ସହ ପୁରୀ ଗୁଣ୍ଡିଚା...





















