ସୁନ୍ଦରଗଡ଼ ଜିଲ୍ଲାରେ ଶିଶୁଙ୍କ ପୋଷଣ ଲାଗି ଚାଲିଥିବା ମାଣ୍ଡିଆ ଲଡୁ କାର୍ଯ୍ୟକ୍ରମକୁ ନୀତି ଆୟୋଗଙ୍କ ପ୍ରଶଂସା

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାରେ ସାନ ସାନ ପିଲାଙ୍କ ପୋଷଣ ପାଇଁ ସରକାରଙ୍କ ପକ୍ଷରୁ ଚାଲିଥିବା ମାଣ୍ଡିଆ ଲଡୁ କାର୍ଯ୍ୟକ୍ରମକୁ ନୀତି ଆୟୋଗ ପ୍ରଶଂସା କରିଛନ୍ତି। ପିଲାଙ୍କ ପୋଷଣ ସହ ଏହା ସ୍ଥାନୀୟ ଚାଷୀ...

ସଡ଼କ ଦୁର୍ଘଟଣାର କାରଣ ବିଶ୍ଳେଷଣ କରିବେ ଅବସରପ୍ରାପ୍ତ ଇଞ୍ଜିନିୟର ଓ ପୋଲିସ୍ ଅଧିକାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଘଟୁଥିବା ପ୍ରତ୍ୟେକ ସଡ଼କ ଦୁର୍ଘଟଣାର ପ୍ରକୃତ କାରଣ ବିଶ୍ଳେଷଣ କରିବା ପାଇଁ ଅବସରପ୍ରାପ୍ତ ଇଞ୍ଜିନିୟର ଏବଂ ପୋଲିସ୍ ଅଧିକାରୀମାନଙ୍କୁ ନିଯୁକ୍ତ କରାଯିବ। ରାଜ୍ୟ ପରିବହନ ପ୍ରାଧିକରଣ ଅଧୀନରେ ଥିବା ଓଡିଶା...

ଶନିବାର ବନ୍ଦ ରହିବ ଖୋର୍ଦ୍ଧାର ୧୩୯ ଶିକ୍ଷାନୁଷ୍ଠାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୃହ ବିଭାଗ ଅଧିନରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦବୀ ପାଇଁ ଲିଖିତ ପରୀକ୍ଷା ଅଗଷ୍ଟ ୨୭ ତାରିଖ ଅନୁଷ୍ଠିତ ହେବ। ଏହି ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ଖୋର୍ଦ୍ଧା ଜିଲ୍ଲାର...

ଅଗଷ୍ଟ ୨୭ରେ ଏଏସଓ ଲିଖିତ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଗୃହ ବିଭାଗ ଅଧୀନରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦବୀ ପାଇଁ ଲିଖିତ ପରୀକ୍ଷା ଅଗଷ୍ଟ ୨୭ ତାରିଖରେ ଅନୁଷ୍ଠିତ ହେବ। ଏନେଇ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ପକ୍ଷରୁ ବିଜ୍ଞପ୍ତି...

ସରକାରୀ କର୍ମଚାରୀଙ୍କ ପାଇଁ ବଢ଼ିଲା ଗୃହ ନିର୍ମାଣ ଋଣ ସହାୟତା

ଓଡ଼ିଶାଲାଇଭ୍ ବ୍ୟୁରୋ ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କ ପାଇଁ ଗୃହ ନିର୍ମାଣ ଋଣ ସହାୟତା ରାଶି ବୃଦ୍ଧି କରିଛନ୍ତି। ଏବେ ଗୃହ ନିର୍ମାଣ ସହାୟତା ରାଶି ୨୫...

୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ୬୬୩ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ 

ଓଡ଼ିଶାଲାଇଭ୍ ବ୍ୟୁରୋ ଇଣ୍ଡିଆ ରିଜର୍ଭ ବାଟାଲିଅନରେ ନିଯୁକ୍ତି ସୁଯୋଗ ପାଇଁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏବେ ଓଡ଼ିଆ ସେନା ଆଶାୟୀଙ୍କୁ ମିଳିବ ନିଯୁକ୍ତି ସୁଯୋଗ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩ଟି...

ଆର୍ମି ଯବାନଙ୍କଠାରୁ ଭିନ୍ନ ରହିବ ‘ଅଗ୍ନିବୀର’ଙ୍କ ପରିଚୟ: ପ୍ରତିରକ୍ଷା ମନ୍ତ୍ରାଳୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗାମୀ ଦିନରେ ଇଣ୍ଡିଆନ ଆର୍ମିର ପ୍ରମୁଖ ଅଂଶ ହେବାକୁ ଯାଉଛନ୍ତି ‘ଅଗ୍ନିବୀର’। ଅଗ୍ନିବୀରଙ୍କୁ ମିଳିବାକୁ ଥିବା ସୁବିଧା ଏବଂ ସର୍ତ୍ତ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ମନ୍ତ୍ରାଳୟ ପକ୍ଷରୁ...

ପ୍ରତ୍ୟାହାର ହେବନି ‘ଅଗ୍ନିପଥ’ ଯୋଜନା

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ଜୋର ଧରିଛି। ଅଗ୍ନିପଥ ବିରୋଧି ବିକ୍ଷୋଭ ଏବଂ ହିଂସା ଲାଗି ରହିଥିବାବେଳେ ଏହାକୁ ପ୍ରତ୍ୟାହର କରିବାକୁ ପାଇଁ...

ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା: ୪ ବର୍ଷର ଚାକିରି ପୂରଣ ପରେ ଅଗ୍ନିବୀରଙ୍କୁ ମିଳିବ ସିଏପିଏଫ୍ ଏବଂ ଆସାମ...

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ଜୋର ଧରିଥିବାବେଳେ ଏହାରି ମଧ୍ୟରେ ଶନିବାର ଗୃହମନ୍ତ୍ରାଳୟ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଗୃହମନ୍ତ୍ରାଳୟ ପକ୍ଷରୁ ହୋଇଥିବା...

‘ଅଗ୍ନିପଥ’ ଯୋଜନାକୁ ଦେଶବ୍ୟାପୀ ବିରୋଧ, ତେଜୁଛି ଆନ୍ଦୋଳନ

ଓଡ଼ିଶାଲାଇଭ୍ ବ୍ୟୁରୋ ‘ଅଗ୍ନିପଥ’ ଯୋଜନାକୁ ନେଇ ଦେଶବ୍ୟାପୀ ପ୍ରତିବାଦର ନିଆଁ ଜଳୁଛି। କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ତେଜିବାରେ ଲାଗିଛି। ସେନା ବାହିନୀରେ ନଯୁକ୍ତି ପାଇଁ...