OSSCରେ ସବ୍‌-ଇନ୍ସପେକ୍ଟର ଓ ଷ୍ଟେସନ ଅଫିସର ପଦ ପାଇଁ ବାହାରିଲା ବିଜ୍ଞପ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ OSSCରେ ଚାକିରି ସୁଯୋଗ, ସବ୍‌-ଇନ୍ସପେକ୍ଟର ଓ ଷ୍ଟେସନ ଅଫିସର ପଦ ପାଇଁ ବାହାରିଲା ନିଯୁକ୍ତି। କମ୍ଵାଇନ୍‌ଡ ପୋଲିସ ସର୍ଭିସରେ ସବ୍‌-ଇନ୍ସପେକ୍ଟର ଓ ଷ୍ଟେସନ ମାଷ୍ଟର ପଦବୀ ପାଇଁ ବାହାରିଲା ନିଯୁକ୍ତି। ଏନେଇ ଓଏସ୍‌ଏସ୍‌ସି...
ossc

OSSCରେ ୪୮ଟି ଇଣ୍ଡଷ୍ଟ୍ରିଜ୍ ପ୍ରମୋସନ୍ ଅଫିସର ପଦବୀ ପାଇଁ ବାହାରିଲା ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ OSSCରେ ଇଣ୍ଡଷ୍ଟ୍ରିଜ୍ ପ୍ରମୋସନ୍ ଅଫିସର ପଦବୀ ପାଇଁ ବାହାରିଲା ନିଯୁକ୍ତି। ରାଜ୍ୟ ସରକାରଙ୍କ ଶିଳ୍ପ ନିର୍ଦେଶାଳୟ ଅଧୀନରେ ୪୮ଟି ଇଣ୍ଡଷ୍ଟ୍ରିଜ୍ ପ୍ରମୋସନ୍ ଅଫିସର ପଦବୀରେ ନିଯୁକ୍ତି ବହାରିଛି। ଏନେଇ ଓଡ଼ିଶା ଷ୍ଟାଫ୍...
ossc

OSSCରେ ଚାକିରି ସୁଯୋଗ, ଜାନୁଆରି ୧୮ ତାରିଖ ଯାଏଁ କରିପାରିବେ ଆବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାକିରି ପାଇଁ OSSCରେ ବିଜ୍ଞାପନ ପ୍ରକାଶ ପାଇଛି। ଆବେଦନ କରିବାର ଶେଷ ତାରିଖ ଜାନୁଆରି ୧୮।  ଓଏସ୍‌ଏସ୍‌ସିରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ହ୍ୟାଣ୍ଡରାଇଟିଂ ବ୍ୟୁରୋ, କ୍ରାଇମ୍ ଇନଭେଷ୍ଟିଗେସନ...

MGNREGSରେ ୫୫ ପଦବୀ ପାଇଁ ନିଯୁକ୍ତି, ଜାନୁଆରି ୫ ଯାଏଁ କରିପାରିବେ ଆବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏମ୍‌ଜିଆର୍‌ଇଜିଏରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଆବେଦନ କରିବାର ଶେଷ ତାରିଖ ୫ ଜାନୁଆରି ୨୦୨୦। ମହାତ୍ମା ଗାନ୍ଧୀ ନ୍ୟାସନାଲ ରୁରାଲ ଏମ୍ପୋଲୟମେଣ୍ଟ ଆକ୍ଟ(ଏମ୍‌ଜିଆର୍‌ଇଜିଏ) ଯୋଜନା ମାଧ୍ୟମରେ ନିଯୁକ୍ତି ସୁଯୋଗ। ଏନେଇ...

ପାର୍ଲିଆମେଣ୍ଟରେ ୨୧ ପଦବୀରେ ନିଯୁକ୍ତି ସୁଯୋଗ, ଜାନୁଆରି ୨୮ ଯାଏଁ କରିପାରିବେ ଆବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାର୍ଲିଆମେଣ୍ଟରେ ନିଯୁକ୍ତି ସୁଯୋଗ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୧ଟି ପାର୍ଲିଆମେଣ୍ଟାରୀ ରିପୋର୍ଟର ପଦବୀ ପାଇଁ ଏହି ନିଯୁକ୍ତି ଦିଆଯିବ। ଇଚ୍ଛୁକ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ଆବେଦନ କରିବାର ଶେଷ...

RBIରେ ୯୨୬ ଆସିଷ୍ଟାଣ୍ଟ ପଦବୀ ପାଇଁ ନିଯୁକ୍ତି, ଜାନୁଆରି ୧୬ ଯାଏଁ କରିପାରିବେ ଆବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ରିଜର୍ଭ ବ୍ୟାଙ୍କରେ ୯୨୬ ପଦବୀ ପାଇଁ ଆବେଦନ କରିପାରିବେ। ଭୁବନେଶ୍ଵର ପାଇଁ ରହିଛି ୨୮ ପଦବୀ। ସରକାରୀ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଖୁସି ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ରେ ଆସିଷ୍ଟାଣ୍ଟ...

ଦିଲ୍ଲୀ ପୋଲିସରେ ୬୪୯ଟି ହେଡ୍ କନଷ୍ଟେବଲ ପଦବୀ ପାଇଁ ନିଯୁକ୍ତି ବାହାରିଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀ ପୋଲିସରେ ହେଡ୍‌ କନଷ୍ଟେବଲ୍‌ ପଦବୀ ପାଇଁ ନିଯୁକ୍ତି। ୨୮ ଡିସେମ୍ଵର ୨୦୧୯ରୁ ୨୭ ଜାନୁଆରି ୨୦୨୦ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଦିଲ୍ଲୀ ପୋଲିସରେ ଚାକିରି ସୁଯୋଗ। ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ...

ରେଲୱେ ଆପ୍ରେଣ୍ଟିସ୍ ପାଇଁ ନିଯୁକ୍ତି ସୁଯୋଗ, ଦଶମ ପାସ୍ କରିଥିଲେ କରିପାରିବେ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବତଟ ରେଳପଥର ୧୨୧୬ଟି ଆପ୍ରେଣ୍ଟିସ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।   ଆବେଦନ କରିବାର ଶେଷ ତାରିଖ - ଜାନୁଆରୀ ୬ ତାରିଖ ୨୦୨୦ ଯୋଗ୍ୟତା ପ୍ରାର୍ଥୀଙ୍କର ବୟସ ୧୫ରୁ ୨୪ ବର୍ଷ ମଧ୍ୟରେ...

ଭାରତୀୟ ଡାକରେ ଚାକିରି ସୁଯୋଗ, ଓଡ଼ିଶା ସର୍କଲରେ ୩୦ ପଦବୀ ପାଇଁ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ଡାକରେ ଓଡ଼ିଶା ସର୍କଲ ପାଇଁ ୩୦ଟି ପଦବୀରେ ଚାକିରି ସୁଯୋଗ। ୨୦୨୦ଜାନୁଆରି ୬ ତାରିଖ ଯାଏଁ କରିପାରିବେ ଆବେଦନ। ଭାରତୀୟ ଡାକରେ ଓଡ଼ିଶା ସର୍କଲ ପାଇଁ ୩୦ଟି ପଦବୀରେ ନିଯୁକ୍ତି ଦିଆଯିବ।...

ଅନୁଗୁଳର ବିଭିନ୍ନ ଥାନାରେ ୨୨ଟି ହୋମଗାର୍ଡ ପଦବୀ ପାଇଁ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ   ଓଡ଼ିଶାରେ ୨୨ଟି ହୋମଗାର୍ଡ ପଦବୀରେ ଚାକିରି ସୁଯୋଗ। ଆବେଦନ କରିବାର ଶେଷ ତାରିଖ ଜାନୁଆରି ୨୦। ଅନୁଗୁଳ ଜିଲ୍ଲାରେ ୨୨ଟି ହୋମଗାର୍ଡ ପଦବୀ ପାଇଁ ନିଯୁକ୍ତି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।...