ପ୍ରବଳ ଗରମରେ ବେହାଲ ହେଲେ ଅମିତାଭ ବଚ୍ଚନ

ଓଡ଼ିଶାଲାଇଭ ଏଣ୍ଟରଟେନମଣ୍ଟ ବ୍ୟୁରୋ ରାଜଧାନୀ ଦିଲ୍ଲୀ ସମେତ ଦେଶର ଅଧିକାଂଶ ସ୍ଥାନରେ ପ୍ରଚଣ୍ଡ ଖର ଜନଜୀବନକୁ ଅସ୍ତବ୍ୟସ୍ତ କରୁଛିା ଇଲାହାବାଦ, ଦିଲ୍ଲୀ, ଜୟପୁର, ମହାରାଷ୍ଟ୍ରରେ ସମେତ ଅନେକ ସହରର ତାପମାତ୍ରା ୪୫ ଡିଗ୍ରୀ ପାର...

ପରଦାକୁ ଆସିବ ହ୍ରିତିକଙ୍କ ଫିଲ୍ମ ‘ସୁପର ୩୦’, ଟୁଇଟ କରି କହିଲେ କେବେ ଆସିବ ଟ୍ରେଲର

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଅଭିନେତା ହ୍ରିତିକ ରୋଶନଙ୍କ ଫିଲ୍ମ ‘ସୁପର ୩୦’ ଅନେକ ବିବାଦ ପରେ ଏବେ ରିଲିଜ ହେବାକୁ ପ୍ରସ୍ତୁତ। ଫିଲ୍ମଟି ଜାନୁଆରୀରେ ରିଲିଜ ହେବାର ଥିଲା। ହେଲେ ସେହି ସମୟରେ ମଣିକର୍ଣ୍ଣିକା...

ଅଭିନେତ୍ରୀ ନୁସରତ ସାଂସଦ ହେବା ପରେ ଏବେ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ୨୦୧୯ ଲୋକସଭା ନିର୍ବାଚନରେ ଅନେକ ଭୋଟ ବ୍ୟବଧାନ ବିଜେପି ଐତିହାସିକ ବିଜୟ ହାସଲ କରିଛି। ଏଥର ମଇଦାନରେ ଅନେକ ସେଲିବ୍ରିଟି ବି ସାମିଲ ଥିଲେ। ସେମାନଙ୍କ ମଧ୍ୟରୁ ଅନେକ ସଫଳ...

ବଙ୍ଗଳା ଫିଲ୍ମରେ ଡେବ୍ୟୁ କରିବେ ଓଡ଼ିଆ ହିରୋଇନ ଏଲିନା

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଲିଉଡରେ ବେଶ ସଫଳତା ପାଇବା ପରେ ଏବେ ବଙ୍ଗଳା ଫିଲ୍ମ ମୁହାଁ ଓଡ଼ିଆ ହିରୋଇନ ଏଲିନା ସାମନ୍ତରାୟ। ପ୍ରଥମ ଥର ପାଇଁ ଏଲିନା ବଙ୍ଗଳା ଫିଲ୍ମରେ ନିଜର ଭାଗ୍ୟ ପରୀକ୍ଷା...

ଇଦରେ ରିଲିଜ ହେବ ଭାଇଜାନଙ୍କ ‘ଭାରତ’

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଇଦ ଅବସରରେ ପରଦାକୁ ଆସିବ ବହୁ ଚର୍ଚ୍ଚିତ ସଲମାନ ଖାନଙ୍କ ଅଭିନୀତ ଚର୍ଚ୍ଚିତ ଫିଲ୍ମ ‘ଭାରତ’। ଆକ୍ସନ ଡ୍ରାମାକୁ ନେଇ ନିର୍ମିତ ଏହି ଫିଲ୍ମକୁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।...

‘ବୋଲେ ଚୁଡ଼ିଆଁ’ରୁ ବାହାର ହେଲେ ମୌନି ରାୟ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଟିଭିରୁ ଯାଇ ବଲିଉଡରେ ଧୀରେଧୀରେ ପତିଆରା ବଢ଼ଉଛନ୍ତି ଅଭିନେତ୍ରୀ ମୌନି ରୟ। ହେଲେ ଏବେ ସେ ବିବାଦରେ ଅଛନ୍ତି। ମୌନି ଦାୟତ୍ୱହୀନ ବୋଲି 'ବୋଲେ ଚୁଡ଼ିଆଁ' ଫିଲ୍ମମେକର୍ସ ତାଙ୍କ ବିରୋଧରେ...

ହିଟ୍ ହେବା ପରେ ଅଚାନକ ବଲିଉଡରୁ ଗାଏବ ହେଲେ ଏହି ଅଭିନେତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ହଙ୍ଗାମା, ବାଗଓ୍ୱାନ, ଧୁମ୍, କିଉଁକି ଭଳି ସୁପରହିଟ ଫିଲ୍ମରେ ଅଭିନୟ କରିଥିଲେ ଅଭିନେତ୍ରୀ ରିମି ସେନ। ଆଜିକାଲି ଫିଲ୍ମରେ ଆଉ ତାଙ୍କ ଅଭିନୟ ଦେଖିବାକୁ ମିଳୁନିା ଶେଷ ଥର ପାଇଁ ସେ...

୩୪ତମ ଜନ୍ମଦିନ ପାଳନ କଲେ ଅଭିନେତ୍ରୀ ଜେନିଫର

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଟିଭିର ଖ୍ୟାତନାମା ଅଭିନେତ୍ରୀ ଜେନିଫର ଓ୍ୱିଙ୍ଗେଟ ୩୪ବର୍ଷ ବୟସରେ ପାଦ ଦେଇଛନ୍ତିା ଏହି ଅବସରରେ ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ଜନ୍ମ ଦିନରୁ ଶୁଭେଚ୍ଛା ଜଣାଇଛନ୍ତିା  ୧୯୮୧ ମସିହା ମେ’ ୩୦...

ପୁଣିଥରେ ପରଦାକୁ ଆସିବ ଅଭିଷେକ-ରାଣୀଙ୍କ ‘ବଣ୍ଟି ବବଲୀ’

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଅଭିଷେକ ବଚ୍ଚନ, ରାଣୀ ମୁଖର୍ଜୀଙ୍କ ଅଭିନୀତ ଫିଲ୍ମ 'ବଣ୍ଟି ବବଲୀ'ରୁ ସିକ୍ୱେଲ ଆସିବାକୁ ଯାଉଛିା ଫିଲ୍ମରେ ଅଭିଷେକ ଓ ରାଣୀଙ୍କ ଯୋଡ଼ିକୁ ପୁଣି ଥରେ ଦେଖିବାକୁ ପାଇବେ ଦର୍ଶକ। ଏହି...

କପିଲ ଶର୍ମା ସୋ’ରେ ଦୌଡ଼ରାଣୀ ଦୂତୀ ଚାନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ କମେଡି କିଙ୍ଗ କପିଲ ଶର୍ମାଙ୍କ କମେଡି ସୋ 'ଦ କପିଲ ଶର୍ମା ସୋ'ରେ ଓଡ଼ିଆ ସ୍ପିଣ୍ଟର ଦୂତୀ ଚାନ୍ଦ। ସେ ପ୍ରଥମ ଓଡ଼ିଆ ଝିଅ ଭାବେ କପିଲ ଶର୍ମା ସୋ'ରେ ଭାଗ...