ସଂକ୍ଷେପରେ ଓଲିଉଡ ଦୁନିଆର ପ୍ରିୟ ଅଭିନେତା ଦେବୁ ବୋଷ

ଓଡ଼ିଶାଲାଇଭ ବ୍ୟୁରୋ ବର୍ଷୀଆନ ଅଭିନେତା ଦେବୁ ବୋଷଙ୍କ ସ୍ମୃତିରେ... ଦେବୁ ବୋଷ ଓଡ଼ିଆ ଚଳଚ୍ଚିତ୍ର ଓ ଟେଲିଜଗତର ଜଣେ ଲୋକପ୍ରିୟ ଅଭିନେତା। ଦେବୁଙ୍କ ପ୍ରକୃତ ନାମ ହେଉଛି ରବୀନ୍ଦ୍ର ନାଥ ବୋଷ। ସେ  ‘ମନ ଆକାଶ’...

ସଲମାନଙ୍କଠାରୁ ରଣବୀରଙ୍କ ପର୍ଯ୍ୟନ୍ତ ନାୟକଙ୍କର ରହିଛନ୍ତି ଡୁପ୍ଲିକେଟ!

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡରେ ନାମୀ କଳାକାରଙ୍କ ସମରୂପୀ ବା ଡୁପ୍ଲିକେଟଙ୍କୁ ଦେଖିଛନ୍ତି କି? ଆସନ୍ତୁ ଜାଣିବା ସେମାନେ କିଏ ଓ କ’ଣ କରନ୍ତି? ସଲମାନ ଖାନ୍‌ ବଲିଉଡ୍ ସୁପରଷ୍ଟାର ସଲମାନ୍‌ ଖାନଙ୍କ ଡୁପ୍ଲିକେଟ୍ ଭାବେ ପରିଚିତ...

ସାଉଥର ବୋଲ୍‌ଡ ଆକ୍ଟ୍ରେସ ଶକିଲାଙ୍କ ବାୟୋପିକ୍ ଆସୁଛି, ଜାଣନ୍ତୁ କିଏ ଏହି ଶକିଲା

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ସାଉଥର ବୋଲ୍‌ଡ ଆକ୍ଟ୍ରେସ ଶକିଲାଙ୍କ ଉପରେ ବାୟୋପିକ୍ ତିଆରି ହେଉଛି। ଆସନ୍ତୁ ଜାଣିବା ଶକିଲାଙ୍କ ସମ୍ପର୍କରେ.... ଏବେ ଚାଲିଛି ବାୟୋପିକ୍‌ର ଜମାନା। ଚଳିତ ବର୍ଷ ସଞ୍ଜୟ ଦତ୍ତଙ୍କ ବାୟୋପିକ୍ ଫିଲ୍ମ...

ଓଲିଉଡର ଗ୍ଲାମରସ୍ ନାୟିକା ଏଲସାଙ୍କ ବିଷୟରେ କିଛି ଜଣାଅଜଣା କଥା

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ରଚନା ଓ ଝିଲିକଙ୍କ ପରେ ଏବେ ପୁଣି ଜଣେ ବଙ୍ଗୀୟ ନାୟିକା ବେଶ୍ ସକ୍ରିୟ ଅଛନ୍ତି ଓଲିଉଡରେ। ଆସନ୍ତୁ ଜାଣିବା ଏହି ଗ୍ଲାମରସ୍ ଓଲିଉଡ୍ ନାୟିକା ଏଲସାଙ୍କ ସମ୍ପର୍କରେ କିଛି...

କମଲ୍ ହାସନଙ୍କ ‘ବିଶ୍ୱରୂପମ୍-୨’ ବିଷୟରେ କିଛି ରୋଚକ ତଥ୍ୟ

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ସାଉଥ୍‌ ସୁପରଷ୍ଟାର୍‌ କମଲ ହାସନଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ବିଶ୍ୱରୂପମ୍-୨’ ବିଷୟରେ ଆସନ୍ତୁ ଜାଣିବା  କିଛି ରୋଚକ ତଥ୍ୟ। ସାଉଥର ପପୁଲାର ଆକ୍ଟର କମଲ ହାସନଙ୍କ ‘ବିଶ୍ୱରୂପମ୍‌-୨’ ରିଲିଜ୍‌ ହୋ‍ଇଛି ଏଇ...

ଅପକମିଂ ମୁଭି ‘ହାପି ଫିର୍ ଭାଗ୍ ଜାୟେଗି’ ବିଷୟରେ କିଛି ରୋଚକ କଥା

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଅନେକ ଦିନ ବ୍ୟବଧାନରେ ସୋନାକ୍ଷୀ ସିହ୍ନା ପରଦାକୁ ଆସୁଛନ୍ତି ନୂଆ ସିନେମା ‘ହାପି ଫିର୍‌ ଭାଗ୍‌ ଜାୟେଗି’ରେ। ଏହି ଫିଲ୍ମ ପାଇଁ ସୋନାକ୍ଷୀ ଟ୍ରକ୍‌ ଚଳାଇଛନ୍ତି। ଜାଣନ୍ତୁ ଏହି ଫିଲ୍ମ...

ମା’ ହେବେ ଓଲିଉଡ ଅଭିନେତ୍ରୀ ପ୍ରିୟା ଚୌଧୁରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମା’ ହେବେ ଓଲିଉଡ ଅଭିନେତ୍ରୀ ପ୍ରିୟା ଚୌଧୁରୀ। ଏହି ଖୁସି ଖବର ନିଜ ଇନ୍‌ଷ୍ଟାଗ୍ରାମ୍ ପେଜ୍‌ରେ ସେୟାର୍‌ କରିଛନ୍ତି ପ୍ରିୟା। ମା’ ହେବାକୁ ଯାଉଛନ୍ତି ଓଲିଉଡର ଚୁଲବୁଲି ନାୟିକା ପ୍ରିୟା ଚୌଧୁରୀ। ରିଲ୍‌ ନୁହେଁ...

ଅଜୟ-କାଜୋଲଙ୍କ ପ୍ରେମକାହାଣୀ ଏକଦମ୍ ଫିଲ୍ମି

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ କାଜୋଲ୍‌ ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ। ସେ ଅଭିନେତା ଅଜୟ ଦେବଗନଙ୍କୁ ବିବାହ କରିଛନ୍ତି। କାଜୋଲ୍‌ ଓ ଅଜୟ ଦେବଗନଙ୍କ ପ୍ରେମକାହାଣୀ ଫିଲ୍ମର କାହାଣୀଠୁ କିଛି କମ୍‌ ନୁହେଁ। କାଜୋଲ୍‌ ଅଜୟ...

ଦଶହରାରେ ଧୂମ୍ ମଚାଇବ ବାବୁସାନଙ୍କ ସିନେମା ‘ଶ୍ରୀମାନ୍ ସୁରଦାସ’

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ଦଶହରା ଅବସରରେ ଦୁଇଟି ନୂଆ ଓଡ଼ିଆ ସିନେମା ରିଲିଜ୍‌ ହେବା ଥୟ। ଗତଥର ଭଳି ଏଥର ମଧ୍ୟ ସୁପରଷ୍ଟାର୍‌ ବାବୁସାନ୍‌ ‘ଶ୍ରୀମାନ୍‌ ସୁରଦାସ’ ବନି ଆସୁଛନ୍ତି ପରଦାକୁ। ୨୦୧୮ ପୂଜା ବଜାରକୁ...

କେବଳ ପ୍ରିୟଙ୍କା ଚୋପ୍ରା ନୁହଁନ୍ତି, ଆଗରୁ ଏହି ନାୟିକାମାନେ ବି ବିଦେଶୀଙ୍କ ପ୍ରେମରେ ପଡ଼ିଥିଲେ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ କେବଳ ପ୍ରିୟଙ୍କା ଚୋପ୍ରା ନୁହଁନ୍ତି, ଅନ୍ୟ ବଲିଉଡ ନାୟିକାମାନେ ମଧ୍ୟ ବିଦେଶୀ ଯୁବକଙ୍କ ପ୍ରେମରେ ପଡ଼ିଥିଲେ। ବରଂ କେତେକ ନାୟିକା ବିବାହ ମଧ୍ୟ କରିଥିଲେ। ଆସନ୍ତୁ ନଜର ପକାଇବା ସେମାନଙ୍କ...