ଓଡ଼ିଆ ଦର୍ଶକଙ୍କୁ ସିନେମା ହଲ୍କୁ ଟାଣିବ କି ବାବୁସାନଙ୍କ ‘ଦମନ’?
ଓଡ଼ିଶାଲାଇଭ୍ ଏଣ୍ଟରଟନମେଣ୍ଟ ବ୍ୟୁରୋ
ଏଠି କମେଡିର ଛୁଙ୍କ ନାହିଁ, ଅଛି ବାସ୍ତବବାଦୀ ଡାଇଲଗ୍। ଏଠି ଚକାଚକ୍ ପୋଷାକ କି ଗାଡ଼ି ନାହିଁ, କେବଳ ଅଛି ଅଭିନୟ। ଏମିତି ଏକ ନିଆରା ଅବତାରରେ ଖୁବଶୀଘ୍ର ଆପଣଙ୍କ...
‘ସହରୀ ବାଘ’ଙ୍କୁ ଝୁରୁଛି ଓଲିଉଡ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କିମ୍ଵଦନ୍ତୀ କଳାକାର ସ୍ଵର୍ଗତ ବିଜୟ ମହାନ୍ତିଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀରେ ଓଡ଼ିଶାଲାଇଭ୍ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି।
ନାୟକ, ଖଳନାୟକ, ହାସ୍ୟ ଅଭିନେତା ସବୁପ୍ରକାର ଭୂମିକାରେ ଫିଟ୍ ହୋଇପାରୁଥିବା ଅଭିନେତା ଥିଲେ ବିଜୟ ମହାନ୍ତି।...
ଅଜିତ ଦାସଙ୍କଠାରୁ ସମରେଶ – ପରଦା ଉପରେ କେବେ ନାୟକ ତ କେବେ ଖଳନାୟକ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଓଲିଉଡର ଏମିତି କିଛି ଅଭିନେତା, ଯେଉଁମାନେ ନାୟକ, ଖଳନାୟକ ଉଭୟ ଭୂମିକାରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି।
ଓଡ଼ିଆ ଫିଲ୍ମ ଜଗତର ଏମିତି କିଛି କଳାକାର, ଯେଉଁମାନେ କେତେବେଳେ ନାୟକ ତ କେତେବେଳେ...
୧୮ ବର୍ଷ ପୁରୁଣା ମାନବ ଚାଲାଣ ମାମଲା: ଦଲେର ମେହନ୍ଦିଙ୍କୁ ୨ ବର୍ଷ ଜେଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପଞ୍ଜାବର ପ୍ରସିଦ୍ଧ ଗାୟକ ଦଲେର ମେହନ୍ଦିଙ୍କୁ ଝଟକ୍। ୧୮ ବର୍ଷ ତଳର ମାନବ ଚାଲାଣ ମାମଲାରେ ଦଲେର ମେହନ୍ଦିଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ପଞ୍ଜାବ ପଟିଆଲା କୋର୍ଟ। କୋର୍ଟଙ୍କ...
ଅଭିନୟ ମତେ ବଞ୍ଚିବା ଶିଖେଇଛି: ବ୍ରଜ ସିଂ
ବିଶ୍ଵଜିତ ସାହୁ
ବ୍ରଜ ସିଂ। ଓଡ଼ିଆ ସିନେ ଜଗତର ଜଣେ ଜଣାଶୁଣା ଚେହେରା। ନିଜ ଅଭିନୟରେ କେତେବେଳେ ସେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରାଇଛନ୍ତି ତ, ଆଉ କେତେବେଳେ କନ୍ଦାଇଛନ୍ତି। ମଞ୍ଚ, ସିନେମା...
ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଢ଼ିଲା ରିୟା ଚକ୍ରବର୍ତ୍ତୀଙ୍କ ଅଡ଼ୁଆ: ଚର୍ଜସିଟ୍ ଦାଖଲ କଲା ଏନସିବି
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କର ଅଡ଼ୁଆ ବଢ଼ିଛି। ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଚାର୍ଜସିଟ୍ ଦାଲଖ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ...
ଓଲିଉଡରେ ଖଳ ଅଭିନେତାଙ୍କ କମାଲ – ଝୁରୁଛନ୍ତି ଦର୍ଶକ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଯେକୌଣସି ଫିଲ୍ମରେ ଖଳନାୟକଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥାଏ। କାରଣ ଯେତେବେଳେ କାହାଣୀର ନାୟକଙ୍କ ଆଗରେ ଖଳନାୟକ ବି ଦମଦାର ଥାଆନ୍ତି ସେତେବେଳେ ଫିଲ୍ମଟି ଦର୍ଶକଙ୍କୁ ଅଧିକ ଛୁଇଁଥାଏ। ଭିଲେନର...
କର୍ଣ୍ଣାଟକ ସୁନ୍ଦରୀ ସିନି ସେଟ୍ଟୀଙ୍କ ମୁଣ୍ଡରେ ମିସ୍ ଇଣ୍ଡିଆ ମୁକୁଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶକୁ ଚଳିତ ବର୍ଷର ମିସ୍ ଇଣ୍ଡିଆ ମିଳିଯାଇଛି। କର୍ଣ୍ଣାଟକର ସିନି ସେଟ୍ଟୀ ମିସ୍ ଇଣ୍ଡିଆ ୨୦୨୨ ଟାଇଟଲ ଜିତିଛନ୍ତି। ସିନିଙ୍କ ମସ୍ତକରେ ଏବେ ଶୋଭା ପାଇଛି ମିସ୍ ଇଣ୍ଡିଆର ଆକର୍ଷଣୀୟ ମୁକୁଟ। ମିସ୍...
ଆସିଲା ଅଭିନେତା ରାଈମୋହନ ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ: ଶ୍ଵାସରୁଦ୍ଧ କାରଣରୁ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଭିନେତା ରାଈମୋହନ ପରିଡ଼ାଙ୍କ ପୋର୍ଷ୍ଟମର୍ଟମ ରିପୋର୍ଟ ଆସିଛି। ମଙ୍ଗଳବାର ଦିନ ଆସିଥିବା ରିପୋର୍ଟରେ ଶ୍ଵାସରୁଦ୍ଧ କାରଣରୁ ରାଈମୋହନଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି। କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ କମିଶନରେଟ ପୋଲିସକୁ ପୋଷ୍ଟମର୍ଟମ...
ପଞ୍ଚଭୂତରେ ଲୀନ ହେଲେ ଅଭିନେତା ରାଈମୋହନ ପରିଡ଼ା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ଦେଖିବାକୁ ମିଳିବନି ସେ ଦମଦାର ଅଭିନୟ, ଶୁଭିବନି ଦର୍ଶକଙ୍କୁ ଥରହର କରିବା ଭଳି ସ୍ଵର। ସବୁ ଦିନ ପାଇଁ ନୀରବୀ ଗଲେ ଓଡ଼ିଆ ସିନେ ଜଗତର ସୁପରିଚିତ ଅଭିନେତା ରାଈମୋହନ...




















