ପୁଅକୁ ଧରି ୪୦ ଫୁଟ ଉଚ୍ଚରୁ ଡେଇଁଲେ କଂଗନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାନ୍ସୀ ରାଣି ଲକ୍ଷ୍ମୀବାଇଙ୍କ ଭୁମିକାରେ ଅଭିନୟ କରୁଥିବା ବଲିଉଡ ଅଭିନେତ୍ରୀ କଂଗନା ରାଣାୱତ ପୁଅକୁ ଧରି ୪୦ ଫୁଟ ଉଚ୍ଚ କାନ୍ଥରୁ ଡେଇଁଛନ୍ତି, ଯାହାଫଳରେ କଂଗନାଙ୍କ ପାଦରେ ଆଘାତ ଲାଗିଛି।
କଂଗନାଙ୍କ ଆଗାମି...
ଜଳବାୟୁ ପରିବର୍ତ୍ତନର ଭୟାଭୟତା କହିବ ‘କଡୱି ହୱା’, ନଭେମ୍ବର ୨୪ରେ ରିଲିଜ୍
ଜଳବାୟୁ ପରିବର୍ତ୍ତନର ଭୟାଭୟତା ମାନବ ସମାଜ ପାଇଁ କେତେ ମାତ୍ରାରେ କ୍ଷତିକାରକ ହୋଇପାରେ, ସେ ସର୍ମ୍ପକରେ ଲୋକଙ୍କୁ ସଚେତନ କରାଇବା ପାଇଁ ନିର୍ମିତ ହିନ୍ଦୀ ଚଳଚ୍ଚିତ୍ର 'କଡ଼ୱି ହୱା'ର ଏକ ସାମ୍ବାଦିକ ସମ୍ମିଳନୀ...
ଅନିଶ୍ଚିତତାରେ ‘ପଦ୍ମାବତୀ’: ଡିସେମ୍ବର ୧ରେ ରିଲିଜ ହେବନି ଫିଲ୍ମ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଫିଲ୍ମ ପଦ୍ମାବତୀକୁ ନେଇ ଦେଖାଦେଇଛି ଅନିଶ୍ଚିତତା। ଦେଶବ୍ୟାପୀ ବିରୋଧ କରାଯାଉଥିବାରୁ ଏବଂ ସେନସର ବୋର୍ଡରୁ ଗ୍ରୀନ ସିଗନାଲ ମିଳି ନଥିବାରୁ ଫିଲ୍ମର ରିଲିଜ ଡେଟ ଘୁଞ୍ଚିପାରେ ବୋଲି କୁହାଯାଉଛି।
ହିଷ୍ଟୋରିକାଲ ଫିଲ୍ମ ପଦ୍ମାବତୀକୁ...
‘ପଦ୍ମାବତୀ’ ନାୟିକାଙ୍କୁ ନାଲିଆଖି: ‘ଫିଲ୍ମ ରିଲିଜ୍ ହେଲେ ନାକ କାଟିଦେବୁ’
ଓଡ଼ିଶାଲାଇଭ୍ ବ୍ୟୁରୋ
‘ପଦ୍ମାବତୀ’ ଫିଲ୍ମକୁ ନେଇ ବିବାଦ ତେଜୁଛି। ଫିଲ୍ମକୁ ରିଲିଜ କରାଇ ନଦେବା ପାଇଁ ବିଭିନ୍ନ ସଙ୍ଗଠନ ଦାବି କରୁଥିବା ବେଳେ ଆଜି ଫିଲ୍ମ ନାୟିକା ଦୀପିକାଙ୍କୁ ସିଧାସଳଖ ଧମକ ଦିଆଯାଇଛି।
ହିଷ୍ଟୋରିକାଲ ଫିଲ୍ମ...
ଏଥର ଗୋଆରେ ଓଡ଼ିଆ ସିନେନିର୍ମାତାଙ୍କ ତିନୋଟି ସିନେମା
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋଆରେ ହେବାକୁ ଥିବା ୪୮ତମ ଇଣ୍ଟରନ୍ୟାସନାଲ୍ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ (ଆଇଆଇଏଫ୍ଆଇ)ଠାରେ ଓଡ଼ିଆ ସିନେନିର୍ମାତାଙ୍କର ତିନୋଟି ସିନେମା ପ୍ରଦର୍ଶିତ ହେବା ଓଡ଼ିଶା ପାଇଁ ଗୌରବର ବିଷୟ। ଏହି ଫେଷ୍ଟିଭାଲ୍ ଆସନ୍ତା ନଭେମ୍ବର...
ବଲିଉଡରେ ଧୁମ୍ ମଚାଇଥିବା ୮ ବିଦେଶୀ ଆଇଟମ୍ ଡ୍ୟାନ୍ସର
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡରେ ଧୁମ୍ ମଚାଇଛନ୍ତି ବିଦେଶୀ ଆଇଟମ୍ ଡ୍ୟାନ୍ସର। ଦରିଆପାରିରୁ ଆସି ବଲିଉଡ ଇଣ୍ଡଷ୍ଟ୍ରୀରେ ଚମକ ସୃଷ୍ଟି କରିଥିବା କିଛି ବଛାବଛା ଆଇଟମ୍ ଡ୍ୟାନ୍ସରଙ୍କୁ ନେଇ ବିଶେଷ ରିପୋର୍ଟ।
ସାଧାରଣତଃ ବିଦେଶିନୀମାନେ ବଲିଉଡରେ ଆଇଟମ୍...
“ସିନେମାଟିଏ ତିଆରି କରିବା ଆଇଏଏସ୍ ବା ଇଞ୍ଜିନିୟରିଂ ପାଇବା ପରି କଷ୍ଟସାଧ୍ୟ ବ୍ୟାପାର” – ସାତ୍ତ୍ୱିକ ମହାନ୍ତି
“ସିନେମାଟିଏ ତିଆରି କରିବା ଆଇଏଏସ୍ ବା ଇଞ୍ଜିନିୟରିଂ ପାଇବା ପରି କଷ୍ଟସାଧ୍ୟ ବ୍ୟାପାର। ଏଥିରେ ମଧ୍ୟ ଅନେକଗୁଡ଼ିଏ ଦିଗ ପ୍ରତି ଧ୍ୟାନଦେବାକୁ ହୁଏ। ଭଲ ସିନେମା ପୁଣି ତିଆରି ହେବ ଯେତେବେଳେ ସିନେନିର୍ମାତାଙ୍କ...
ମୁଣ୍ଡ ଉପରେ ମାଟ୍ରିକ ପରୀକ୍ଷା, କିଛିଦିନ ପାଇଁ ପରଦାରୁ ଦୂରେଇ ରହିବେ ଭୂମିକା
[youtube https://www.youtube.com/watch?v=TVESJBqPKjA]
ଶିଶୁ କଳାକାରରୁ ଲିଡ୍ ରୋଲ୍ରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି ଭୂମିକା ଦାଶ। ତୁ ମୋ ଲଭ୍ ଷ୍ଟୋରୀ ଏବଂ ହିରୋ ନଂ-୧ରେ ଲିଡ୍ ଆକ୍ଟ୍ରେସ୍ ଭାବେ ଅଭିନୟ କରି ଜଲୱା...
ଅନୁଭା ଓ ଅମ୍ଳାନଙ୍କ ‘ବଜରଙ୍ଗୀ’ ଆସନ୍ତା କାଲି ପରଦା ଉପରେ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁନ୍ ମୁଭିସ୍ ବ୍ୟାନର ଓ ସାର୍ଥକ ମ୍ୟୁଜିକର ମିଳିତ ଆନୁକୁଲ୍ୟରେ ନିର୍ମିତ ସିନେମା ‘ବଜରଙ୍ଗୀ’ର ଅଡ଼ିଓ ନିକଟରେ ରିଲିଜ୍ ହୋଇଛି। ଷ୍ଟାର୍ କିଡ୍ ଅନୁଭା ଓ ଅମ୍ଳାନଙ୍କ ପୋଲିସ୍-ଚୋର ଚରିତ୍ର ଦର୍ଶକଙ୍କୁ...
ନୀଳମାଧବ ପଣ୍ଡାଙ୍କ ‘କଡ଼ୱି ହୱା’ ନଭେମ୍ବର ୨୪ରେ ପରଦା ଉପରେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ନୀଳମାଧବ ପଣ୍ଡାଙ୍କ ହିନ୍ଦୀ ଚଳଚ୍ଚିତ୍ର ‘କଡ଼ୱି ହୱା’ର ଟ୍ରେଲର ନିକଟରେ ରିଲିଜ ହୋଇଛି। ଭାରତୀୟ ସିନେଜଗତ ପାଇଁ ବଦଳୁଥିବା ଜଳବାୟୁ ଉପରେ ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର।...



















