ଓଡ଼ିଶୀ ନୃତ୍ୟ ଉତ୍ସବର ଚତୁର୍ଥ ଦିନ: ଅଭିନୟ – ନୃତ୍ୟରେ ବିଭୋର ହେଲେ ଦର୍ଶକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ଚତୁର୍ଥ ଦିବସ। ପୂର୍ବାହ୍ନ...

ଗୋପୀଙ୍କ ଦହିବିକା

ଅଶୋକ ବହିଦାର ଶୀତ ବଢ଼ି ଚାଲିଛି। ସେ ଭିତରେ ବରଗଡ଼ ଧନୁଯାତ୍ରାର ଉଷ୍ମତା ଦର୍ଶକମାନଙ୍କୁ ନାଟକୀୟତା ଭିତରେ ବାନ୍ଧି ରଖିଛି। ଏଇ ଅବସରରେ ଗୋପପୁରରେ ଅଭିନୀତ ହୋଇ ଚାଲିଛି ଗୋଟିଏ ପରେ ଗୋଟିଏ ଦୃଶ୍ୟ। ଗୋପାଙ୍ଗନାମାନେ ଗୋପଦାଣ୍ଡରେ...
mental peace

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ: ଚିନ୍ତା ମୁକ୍ତ ରହିବା, ସୁନ୍ଦର ଜୀବନ ଜିଇବା

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=kuaPwk3ccD8?list=PLI0zWE2pkn8D8CuprZOqPZWswEbPavamP] ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖରେ ପାଳନ କରାଯାଏ ‘ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ’। ଆସନ୍ତୁ ଆଜିର ଦିନରେ କିଛି ନୂଆ ଚିନ୍ତା କରିବା। ଚାପ ମୁକ୍ତ ରହି ସୁନ୍ଦର...

କୃଷି ପାଇଁ ପ୍ରତି ବ୍ଲକରେ ହେବ ସ୍ୱତନ୍ତ୍ର ବୈଠକ: ପଞ୍ଚାୟତିରାଜ ମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘କୃଷି ଓଡ଼ିଶା-୨୦୨୦’ର ତୃତୀୟ ଦିନ ‘କୃଷି ଓଡ଼ିଶା’ ରେ ବୁଧବାର ଥିଲା ପଞ୍ଚାୟତିରାଜ ଜନପ୍ରତିନିଧି ଦିବସ ଯୋଗଦେଲେ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଚାଷୀଙ୍କୁ ସଚେତନ କରିବାର ଦାୟିତ୍ୱ ପଞ୍ଚାୟତ...

ନାଲକୋ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=zcfPFBc84z8] ଗାନ୍ଧିଜୟନ୍ତୀ ଅବସରରେ ନାଲକୋ ପକ୍ଷରୁ ସୋମବାର ସକାଳେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ନାଲକୋ ଛକରୁ ମହାନଦୀ ନିବାସ ଯାଏଁ ରାସ୍ତାକୁ ସଫେଇ କରାଯାଇଛି। ନାଲକୋ...

ଭିଜନ-୨୦୨୫ ଉପରେ ଫୋକସ୍: ୧୫ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭିଜନ-୨୦୨୫ ଉପରେ ଫୋକସ୍‌ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାରେ ଶିଳ୍ପର ବିକାଶ କରିବା ଲକ୍ଷ୍ୟ ନେଇ ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ୧୫ଟି ପ୍ରକଳ୍ପର କରିଛନ୍ତି ଶିଳାନ୍ୟାସ। ୧୫ଟି...

ପିରିୟଡସ୍ ସମୟରେ ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରିବା ଆବଶ୍ୟକ – ଡାକ୍ତର ଅଲକ୍ତା ଦାସ

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=SPif6SF5ihE ପ୍ରତିବର୍ଷ ମେ’ ମାସ ୨୮ ତାରିଖରେ ପିରିୟଡସ୍ ବା ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯାଏ। ପରିୟଡସ୍ ସମୟରେ ମହିଳାମାନେ କିଭଳି ସ୍ୱଚ୍ଛତା ଉପରେ ଧ୍ୟାନ ଦେବେ ସେନେଇ ସଚେତନ କରିବାକୁ ପିରିୟଡସ୍ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ପିରିୟଡସ୍ ଦିବସର...

ଘର ବାହୁଡ଼ା: ପୁଣି ବିଜେଡିକୁ ଫେରିଲେ ପୂର୍ବତନ ବିଧାୟକ ମନୋରଞ୍ଜନ ସେଠୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ପାଖେଇ ଆସୁଛି ନିର୍ବାଚନ ସମୟ। ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳଗୁଡ଼ିକରେ ଚାଲିଛି ମିଶ୍ରଣର ମହାନ ପର୍ବ। ଏହାରି ମଧ୍ୟରେ ଶୁକ୍ରବାର ଦିନ ବିଜେଡିରେ ଯୋଗ ଦେଇଛନ୍ତି ମୟୂରଭଞ୍ଜ...

ପୁଷ୍ଟିଶସ୍ୟକୁ ପ୍ରୋତ୍ସାହନ ଦେବାରେ ଆଗରେ ଓଡ଼ିଶା – ରାଜ୍ୟପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଶେଷ ହେଲା ମିଲେଟସ୍ ମହାକୁମ୍ଭ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ଉଦଯାପିତ ସାରା ବିଶ୍ଵ ଦେଖିଲା ଓଡ଼ିଶାର ମିଲେଟସ୍‌ର ସଫଳତା କାହାଣୀ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଭୁବନେଶ୍ଵର ଜନତା ମଇଦାନଠାରେ ଆୟୋଜିତ ଦୁଇଦିନିଆ...

ଜୟଦେବ ଭବନରେ ‘ହେ ଚକାନୟନ – ଜଗନ୍ନାଥଙ୍କ ଭଜନରେ ଝୁମିଲେ ଦର୍ଶକ

ଓଡ଼ିଶାଲାଇଭ୍ ବ୍ୟୁରୋ ଶାନ୍ତିଲତା ବାରିକ ଛୋଟରାୟ କଲଚରାଲ ଟ୍ରଷ୍ଟ ତରଫରୁ ଭୁବନେଶ୍ୱର ଜୟଦେବ ଭବନରେ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ‘ହେ ଚକାନୟନ’। ସବୁ ବନ୍ଧନ ମୋ ଖୋଲିଦେଇ ପ୍ରଭୁ…, ତୋ ଦେହେ କଳା କି ବଳିଲା...