ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଏଆଇପିଏଚ ବିଶ୍ୱବିଦ୍ୟାଳୟ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଏବଂ ଚାରା ରୋପଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ୱଚ୍ଛତା ଦିବସ ପାଳନ କରାଯାଇଛି। ରବିବାର ଦିନ ଫୁଲନଖରାସ୍ଥିତ ବମ୍ଫକୁଦ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ...

ଅକ୍ଟୋବର ୨୮ ତାରିଖରେ ଧଉଳି ଶାନ୍ତିସ୍ତୁପ ପାଳିବ ସୁବର୍ଣ୍ଣ ଜୟନ୍ତୀ  

ଓଡ଼ିଶାଲାଇଭ୍ ବ୍ୟୁରୋ ୧୯୭୨ ମସିହାରେ ଧଉଳି ପାହାଡରେ ପ୍ରତିଷ୍ଠିତ ଶାନ୍ତିସ୍ତୁପ ଏବଂ ବୌଦ୍ଧ ପୁଣ୍ୟପୀଠ ଚଳିତ ବର୍ଷ ୫୦ ବର୍ଷ ପୂରଣ କରୁଛି । ଏହାକୁ ସ୍ମରଣୀୟ କରିବା ପାଇଁ ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ...

ନୟାଗଡ଼: ଓଡ଼ଗାଁ ଶ୍ରୀରଘୁନାଥ ଦେବଙ୍କ ବନବାସ ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ଶ୍ରୀରାମଙ୍କ ଜନ୍ମ ତିଥିରୁ ଅରମ୍ଭ ଓଡ଼ଗାଁ ଶ୍ରୀରଘୁନାଥ ଦେବଙ୍କ ନବଦିନାତ୍ମକ ଯାତ୍ରା ମହୋତ୍ସବ ନୟାଗଡ଼ ଜିଲ୍ଲା ଓଡ଼ଗାଁଠାରେ ପାଳନ କରାଯାଉଛି। ଠାକୁରଙ୍କ ଜନ୍ମ ନାରାୟଣ ବେଶରୁ ଗଙ୍ଗା...

କେମିତି କରାଯାଏ ପାଇରିଆ ରୋଗର ଚିକିତ୍ସା?

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=spjzUQprUY0 ପାଟିରେ ଦାନ୍ତ ମାଢ଼ିରୁ ରକ୍ତ ବାହାରିବା ସହ ମାଢ଼ି ସଂକ୍ରମଣ ହେବାକୁ ପାଇରିଆ ରୋଗ କୁହାଯାଏ। ଏହା ଏକ ସାଧାରଣ ପାଟି ରୋଗ, ଯାହା ଅଧିକାଂଶ ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳେ।...

ପ୍ରଥମ ପ୍ରବାସୀ ସାଂସଦ ସମ୍ମିଳନୀ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ୧୨୪ଜଣ ସାଂସଦ ଓ ୧୭ଜଣ ମେୟର୍ ଏହି ସମ୍ମିଳନୀରେ ସାମିଲ୍ ବିଗତ ତିନି ବର୍ଷ ମଧ୍ୟରେ ଭାରତକୁ ଏକ ନୂଆ ପରିଚୟ ମଳିଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ...

‘ଉପକୂଳ ଏବଂ ଅନ୍ତର୍ଦେଶୀୟ ପରିବହନରେ ପ୍ରାକୃତିକ ଗ୍ୟାସ’ ଶୀର୍ଷକ ସେମିନାର

ଓଡ଼ିଶଲାଇଭ୍ ବ୍ୟୁରୋ ଭୁବନେଶ୍ବରସ୍ଥିତ ଇନଷ୍ଟଚ୍ୟୁଟ ଅଫ୍ ଇଞ୍ଜିନିୟର୍ସ ପରିସରରେ ‘ଉପକୂଳ ଏବଂ ଅନ୍ତର୍ଦେଶୀୟ ପରିବହନରେ ପ୍ରାକୃତିକ ଗ୍ୟାସ' ଶୀର୍ଷକ ସେମିନାର ଅନୁଷ୍ଠିତ ହୋଇଛି। ମେରାଇନ ଇଞ୍ଜିନିୟର ଡିଭିଜନର ଅଧ୍ୟକ୍ଷ ଅତନୁ ମୁଖର୍ଜୀ ଏହି ଦୁଇ...

ଓଡ଼ିଶା ଉତ୍କର୍ଷ ସମ୍ମାନ ୨୦୧୯ – ସମ୍ମାନିତ ହେଲେ ୨୦ ପ୍ରତିଭା

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଭୁବନେଶ୍ୱରସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ରବିବାର ଆୟୋଜିତ ହୋଇଯାଇଛି ୨ୟ ଓଡ଼ିଶା ଉତ୍କର୍ଷ ସମ୍ମାନ-୨୦୧୯। ଖବର ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ହୋଇଥିବା ଏହି ଉତ୍ସବରେ ଓଡ଼ିଶାର...

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ କଣ୍ଟିଲୋ ନୀଳମାଧବ ମନ୍ଦିରକୁ ନିମନ୍ତ୍ରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକର୍ପଣ ଉତ୍ସବ। ଏହି ଭବ୍ୟ ସମାରୋହରେ ସାମିଲ ହେବା ଲାଗି ପୁରୀ ଶ୍ରୀମନ୍ଦିରରୁ ନୟାଗଡ଼ ଜିଲ୍ଲା କଣ୍ଟିଲୋ ନୀଳମାଧବ ମନ୍ଦିରକୁ ଆସିଛି ନିୟନ୍ତ୍ରଣ।...

ବରଗଡ଼ ଧନୁଯାତ୍ରାର ସାହିତ୍ୟିକ ଦିଗ

ଅଶୋକ ବହିଦାର ବରଗଡ଼ ଧନୁଯାତ୍ରା କେବଳ ଏକ ମହାନ୍ ନାଟକୋତ୍ସବ ନୁହେଁ, ଏହାର ଅନେକଗୁଡ଼ିଏ ଦିଗ ରହିଛି। ସେ ଭିତରୁ ଏହାର ସାହିତ୍ୟିକ ମୂଲ୍ୟବୋଧ ଏକ ବିଶେଷ ଦିଗ। ପୌରାଣିକ ସାହିତ୍ୟ ‘ମଥୁରାମଙ୍ଗଳ’ର ନାଟ୍ୟରୂପ ହେଉଛି...

‘ତୋଷାଳି’ ଜାତୀୟ ହସ୍ତଶିଳ୍ପ ମେଳା ଉଦଯାପିତ – ୩୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ଆକଳନ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଭୁବନେଶ୍ୱର ଜନତା ମଇଦାନରେ ଚାଲିଥିବା ୧୮ତମ ‘ତୋଷାଳି’ ଜାତୀୟ ହସ୍ତଶିଳ୍ପ ମେଳା ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି। ଡିସେମ୍ବର ୧୫ରୁ ଆରମ୍ଭ ହୋଇଥିବା ଏହି ଜାତୀୟ ସ୍ତରୀୟ ମେଳାରେ ୩୦...