ଗିରଫ ହେଲେ ରେମୁଣା ତହସିଲଦାର ବିଦ୍ୟାଧର ପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଗିରଫ ହେଲେ ବାଲେଶ୍ଵର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବିଦ୍ୟାଧର ପତିଙ୍କୁ ଗିରଫ କରିଛି ଭିଜିଲାନ୍ସ। ମଙ୍ଗଳବାର ଦିନ ବିଦ୍ୟାଧର ପତିଙ୍କ...

ଆଗେ କୁକୁଡ଼ା ଆସିଥିଲା ନା ଅଣ୍ଡା: ନୂଆ ଆବିଷ୍କାରରୁ ହେବ ପ୍ରାଚୀନ ରହସ୍ୟର ସମାଧାନ!

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗେ କୁକୁଡ଼ା ଆସିଥିଲା ନା ଅଣ୍ଡା? ଏହା ଏକ ବହୁ ପ୍ରାଚୀନ ରହସ୍ୟ। ଯାହା ଏବେବି ରହିଛି ଅନ୍ଧାରରେ ଓ ସମାଧାନ ଅପେକ୍ଷାରେ। ତେବେ ନିକଟରେ ହୋଇଥିବା ଏକ ସଫଳ ଅଧ୍ୟୟନ...

ଓଡ଼ିଶାରେ ଉପରମୁହାଁ ପାରଦ: ଆଜି ଭୁବନେଶ୍ୱରରେ ତାପମାତ୍ରା ୩୫ ଡିଗ୍ରୀ ପାର୍

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ ଶୀତ କମିବା ସହ ଧୀରେ ଧୀରେ ତାତି ବଢ଼ିବାରେ ଲାଗିଛି। ରାଜ୍ୟରେ ହାରାହାରି ତାପମାତ୍ରା ଏବେ ଅଧିକ ରହୁଛି। ଚଳିତବର୍ଷ ପ୍ରଥମ ଥର ପାଇଁ ଗୁରୁବାର ଦିନ ରାଜଧାନୀ...

“ବିଜେପିକୁ ଯାଉଛନ୍ତି କି” – ସନାତନ ମହାକୁଡ଼ଙ୍କୁ କାହିଁକି ଏମିତି କହିଲେ ନବୀନ?

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁଶୁଡ଼ୁଛି କି ବିଜେଡି ଗଡ଼, କାହିଁକି ଛାନିଆ ହେଲେଣି ଦଳର ମୁଖିଆ? ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଏବେ ଧୀରେ ଧୀରେ ଭାଙ୍ଗିବାକୁ ଲାଗିଛି ଦଳୀୟ ସଂଗଠନ। ବିଜେଡି...

ସଂସଦରେ ଉପସ୍ଥାପିତ ହେଲା ନୂଆ ଆୟକର ବିଲ୍: ଆସନ୍ତୁ ଜାଣିବା

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ସଂସଦର ବଜେଟ୍ ଅଧିବେଶନ ଜାରି ରହିଛି। ଏହାରି ଭିତରେ ଗୁରୁବାର ସଂସଦରେ ଆଗତ ହୋଇଛି ନୂଆ ଆୟକର ବିଲ୍। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବିଲକୁ ଆଗତ କରିଥିଲେ। ଏହି...
Radio

ଆଜି ବିଶ୍ୱ ରେଡିଓ ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ ଟେଲିଭିଜନ ଆସିବା ପୂର୍ବରୁ ଲୋକମାନଙ୍କ ଲାଗି ଖବର ସହ ମନୋରଞ୍ଜନର ଏକମାତ୍ର ମାଧ୍ୟମ ଥିଲା ରେଡିଓ। ରେଡିଓ ମାଧ୍ୟମରେ ଲୋକେ ଦେଶବିଦେଶର ଖବର ଜାଣିବା ସହିତ ବାତ୍ୟା, ବନ୍ୟା ଓ ବିଭିନ୍ନ...

ଟେନସନ୍ ଯୋଗୁଁ ମୁଣ୍ଡ ବିନ୍ଧା ହେଉଥିଲେ କେମିତି ଜାଣିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=-jEJAJJCiJE ଆଜିକାଲି ମୁଣ୍ଡ ବିନ୍ଧିବା ସାଧାରଣ ସମସ୍ୟା। ମାନସିକ ଚାପ ବା ଟେନସନ୍ ଯୋଗୁଁ ମୁଣ୍ଡବିନ୍ଧା ସମସ୍ତେ କେବେନା କେବେ ଜୀବନରେ ଅନୁଭବ କରିଥାଆନ୍ତି। ତେବେ ଟେନସନ୍ ଯୋଗୁଁ ମୁଣ୍ଡ ବିନ୍ଧା ହେଉଛି...

ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ଆଜି ଡୋନାଲ୍ଡ ଟ୍ରମ୍ପଙ୍କ ସହ କରିବେ ସାକ୍ଷାତ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଫ୍ରାନ୍ସ ଗସ୍ତ ସାରି ଆମେରିକାରେ ପହଞ୍ଚିଛନ୍ତି। ୱାସିଂଟନ୍ ଡିସିରେ ପହଞ୍ଚିବାପରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। ଗୁରୁବାର ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ...

ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ। ଗୁରୁବାର ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଡକ୍ଟର ହରିବାବୁ ଖମ୍ଭମପତି ବିଧାନସଭାକୁ ସମ୍ବୋଧିତ କରିଛନ୍ତି। ଏହା ଅଧିବେଶନରେ ଫେବ୍ରୁଆରି ୧୭ ତାରିଖରେ ଆର୍ଥିକ...

ହାର୍ଟରେ କାହିଁକି ପାଣି ଜମେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=NRo13Y9KoDk ହାର୍ଟ ଚାରିପଟେ ପାଣି ଜମିବାକୁ ମେଡିକାଲ ଭାଷାରେ ପେରିକାର୍ଡିଆଲ ଇଫ୍ୟୁଜନ୍‌ ବୋଲି କୁହାଯାଏ। ଏହି ପାଣି ଯଦି ଅଧିକ ମାତ୍ରାରେ ବଢ଼ିଯାଏ, ତେବେ ହାର୍ଟ ଠିକ୍‌ ଭାବରେ ପମ୍ପ କରିପାରେ...