ଅଯୋଧ୍ୟାରେ ଯୋଗୀଙ୍କ ଦୀପାବଳି: କହିଲେ, “ଦେଶରେ ପ୍ରତିଷ୍ଠା ହେବ ରାମ ରାଜ୍ୟ”

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତରପ୍ରଦେଶର ଅଯୋଧ୍ୟାରେ ପାଳନ ହୋଇଛି ନିଆରା ଦୀପାବଳି। ସରଜୁ ନଦୀ କୂଳରେ ୧ ଲକ୍ଷ ୮୭ ହଜାର ୨୧୩ ଦୀପ ପ୍ରଜ୍ବଳିତ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଶ୍ବ ରେକର୍ଡ କରିଛନ୍ତି।...

ବାଣ ତିଆରି ବେଳେ ବିସ୍ଫୋରଣ: ଚାଲିଗଲା ୬ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୀପାବଳି ପାଇଁ ସାରା ଦେଶ ରଙ୍ଗିନ୍ ଆଲୋକମାଳାରେ ସଜେଇ ହୋଇଥିବା ବେଳେ ବାଲେଶ୍ବର ଜିଲ୍ଲାରେ ଘଟିଛି ଅଘଟଣ। ବୁଧବାର ଅପରାହ୍ନରେ ବାଣ ଫ୍ୟାକ୍ଟ୍ରିରେ ବଡ଼ ଧରଣର ବିସ୍ଫୋରଣ ଘଟିବାରୁ ୬ ଜଣ...

ଗୁଜୁରାଟ ଭୋଟ: ରାହୁଲ ଗାନ୍ଧିଙ୍କ ନୂଆ ଅବତାର

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଦେଖିବାକୁ ମିଳିଛି ନୂଆ ଅବତାରରେ। ଗୁଜୁରାଟ ବିଧାନସଭା ଭୋଟରେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ହ୍ରାସ କରିବା ପାଇଁ କଂଗ୍ରେସ ଯୁବରାଜ ଏହି ରଣନୀତି ଆପଣାଇଥିବା ଚର୍ଚ୍ଚା...

କୁନ୍ଦୁଲି ଗଣଦୁଷ୍କର୍ମ ମାମଲା: ଜଣକର ଲାଇ ଡିଟେକ୍ସନ୍ ଟେଷ୍ଟ କଲା ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା ସପ୍ତାହେ ବିତିଥିଲେ ମଧ୍ୟ ପୋଲିସ ଅନ୍ଧାରରେ ବାଡ଼ି ବୁଲାଉଛି। ଏପର୍ଯ୍ୟନ୍ତ ପ୍ରକୃତ ଅଭିଯୁକ୍ତ କିଏ ତାହା ଜଣାପଡ଼ିନି। ପୀଡ଼ିତାଙ୍କ ଗାଁର ଅଟକ ରହିଥିବା ୪ ଜଣ ଯୁବକଙ୍କ...

ଭଲ ସିନେମାରେ ଅର୍ଥ ବିନିଯୋଗ କରିବା ମନୋଭାବ ଓଡ଼ିଶାରେ ବିରଳ: ଡଲି ଜେନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘ମୁଁ ତୁମ ମଇନା ମୁଁ ତୁମ ଆଇନା ମୁଁ ତୁମରି ଛାଇ’…‘ହାକିମ ବାବୁ’ ସିନେମାର ଏହି ଗୀତ ମନେପଡ଼ିଲେ ଅଶୀ ଦଶକର ଓଡ଼ିଆ ସିନେତାରକା ବିଜୟା ଜେନା ବନାମ ଡଲି ଜେନାଙ୍କ...

ଅଙ୍ଗନବାଡ଼ି ପଲିଟିକ୍ସ: ନବୀନ ନିବାସ ଗଲେ ଗୋଟିଏ ଗୋଷ୍ଠୀ, ଅନ୍ୟ ଗୋଷ୍ଠୀର ଧାରଣା ଜାରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଙ୍ଗନବାଡ଼ି ସଂଘରେ ପଲିଟିକ୍ସ। ବିଜେଡି ଓ ବିଜେପିର କାଦୁଅଫିଙ୍ଗା ରାଜନୀତି ଯୋଗୁଁ ସଂଘର ଏକତା ଭାଙ୍ଗି ଯାଇଛି। ଦରମା ବୃଦ୍ଧିକୁ ନେଇ ବିଜେଡି ସମର୍ଥିତ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିବା ବେଳେ...

ତେଜିଲା ଅଙ୍ଗନବାଡ଼ି ରାଜନୀତି: ବିଜେଡି ଘେରିଲା କେନ୍ଦ୍ରକୁ, ବିଜେଡିକୁ ବାଣ ମାରିଲା ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାଙ୍କ ଦରମା ବୃଦ୍ଧି ପରେ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି। ବିଜେଡି କେନ୍ଦ୍ରର ବିଜେପି ସରକାରକୁ ଟାର୍ଗଟେ କରିଥିବା ବେଳେ ବିଜେପି ବିଜେଡିକୁ ବାଣ ମାରିଛି। ବିଜେପି,...

ଭୁବନେଶ୍ୱରରେ ଆରମ୍ଭ ହେବ ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରେ ପାଇପ୍‌ ଲାଇନ୍‌ ଯୋଗେ ହେବ ଗ୍ୟାସ୍‌ ଯୋଗାଣ। ଅକ୍ଟୋବର ୨୦ ତାରିଖରେ ଏହାର ଶୁଭାରମ୍ଭ ହେବ। କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିବେ। ପ୍ରଥମ ପର୍ଯ୍ୟାୟରେ...

ବିଦେଶରେ ଚାକିରି ମୋହ ତୁଟୁଛି: ଦେଶମୁହାଁ ଭାରତୀୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଦେଶରେ ଚାକିରି କରୁଥିବା ଭାରତୀୟମାନଙ୍କ ଲାଳସା କମିବାରେ ଲାଗିଛି। ନିକଟରେ ପ୍ରକାଶ ପାଇଥିବା ଏକ ସର୍ଭେ ଅନୁସାରେ ଆମେରିକା ସମେତ ବିଭିନ୍ନ ଦେଶରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା କାରଣରୁ  ପ୍ରବାସୀ...

ଘରୋଇ କ୍ଷେତ୍ରରେ ସଂରକ୍ଷଣକୁ ନୀତି ଆୟୋଗର ବିରୋଧ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ ଚାକିରୀ କ୍ଷେତ୍ରରେ ସଂରକ୍ଷଣକୁ ନେଇ ବିବାଦ ଓ ଆଲୋଚନା ଚାଲିଥିବା ବେଳେ ନୀତି ଆୟୋଗ ଅଧ୍ୟକ୍ଷ ରାଜୀବ କୁମାର କହିଛନ୍ତି ଯେ ଘରୋଇ କ୍ଷେତ୍ର ବା ପ୍ରାଇଭେଟ ସେକ୍ଟରରେ ସଂରକ୍ଷଣକୁ...