ବିଜେପୁରରେ ‘ରୀତା’ ହେଲେ ବିଜେଡି ପ୍ରାର୍ଥୀ: ‘ଅନୁକମ୍ପା’ କାର୍ଡ ଖେଳିଲେ ନବୀନ, ଏବେ କର୍ମୀଙ୍କ ଉପରେ ନଜର

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପୁରକୁ ନେଇ କଳ୍ପନାଜଳ୍ପନାର ଅନ୍ତ ଘଟାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଶେଷରେ ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କ ନାଁ ବିଧିବଦ୍ଧ ଭାବେ ଘୋଷଣା କରି 'ଅନୁକମ୍ପା'...

କୋରାପୁଟ ଝିଅ ‘ଏନି ପ୍ରିନ୍ସ’ ଜିତିଲେ ‘ମିସ୍‌ ଇଣ୍ଡିଆ’ ଏଲିଗେଣ୍ଟ ଟାଇଟଲ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଜାତୀୟ ସ୍ତରରେ ଆଉ ଜଣେ ଓଡ଼ିଆ ଝିଅ କମାଲ୍‌ ଦେଖାଇଛନ୍ତି। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଏନି ପ୍ରିନ୍ସ ନାଗ 'ମିସ୍‌  ଇଣ୍ଡିଆ' ଏଲିଗେଣ୍ଟ ଟାଇଟଲ୍‌-୨୦୧୭ ହାସଲ କରିଛନ୍ତି। ମଡେଲ ଇଣ୍ଡଷ୍ଟ୍ରିରେ...

ରାଜ୍ୟ ଅର୍ଥ ମନ୍ତ୍ରୀ ଦେଲେ ସୂଚନା: ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଉପରୁ କମିଲା ଜିଏସ୍‌ଟି

ଓଡ଼ିଶାଲାଇଭ୍ ବ୍ୟୁରୋ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଉପରେ କମିଲା ଜିଏସ୍‌ଟି। ରାଜ୍ୟ ସଚିବାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଏନେଇ ସୂଚନା ଦେଇଛନ୍ତି। ଖଲିପତ୍ର ଉପରେ ଜିଏସ୍‌ଟି ୧୮...

ବିଜେପୁରରେ ରୀତାଙ୍କୁ ପ୍ରାର୍ଥୀ କଲା ବିଜେଡି, ଏଥର ଜମିବ ଲଢେଇ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପୁର ଉପ-ନିର୍ବାଚନ ପାଇଁ ବିଜେଡି ତା’ର ପ୍ରାର୍ଥୀ ଘୋଷଣା କରିଛି। କିଛିଦିନ ତଳେ ମୃତ୍ୟୁବରଣ କରିଥିବା କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ପ୍ରାର୍ଥୀ କରିବାକୁ ଦଳ ସ୍ଥିର...

‘ସୀତା ହରଣ’ ପୂର୍ବରୁ ରାବଣ କରିଥିଲା ‘କୌଶଲ୍ୟା ହରଣ’!

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାବଣକୁ ଶୂନ୍ୟବାଣୀ ହୋଇଥିଲା ଯେ, ଦଶରଥ-କୌଶଲ୍ୟାଙ୍କ ବଡ଼ ପୁଅ ହିଁ ତୋତେ ବଧ କରିବ, ଯେଉଁଥିପାଇଁ ରାବଣ ପ୍ରଥମେ ‘କୌଶଲ୍ୟା’ଙ୍କୁ ଅପହରଣ କରିନେଇଥିଲା। ଆଗକୁ ଆସୁଛି ବିଜୟା ଦଶମୀ। ଅଧର୍ମ ଉପରେ ଧର୍ମର...

ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ଚିନ୍ତା: ଦୁର୍ନୀତି, ଆତଙ୍କବାଦ ଓ ସାମ୍ପ୍ରଦାୟିକ ଅସହନଶୀଳତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୂଆଦିଲ୍ଲୀରେ ଚାଲିଥିବା ଦୁଇଦିନିଆ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଶେଷ ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି। ଦିଲ୍ଲୀର ତାଳକୋଟ୍ରା ଷ୍ଟାଡିଅମରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ପ୍ରେମ ଆନନ୍ଦଙ୍କ ‘ଏ ସୋନୁ…’ ଗୀତ ଇଣ୍ଟରନେଟ୍‌‍ରେ ଭାଇରାଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘ଏ ସୋନୁ ତୋର ମୋ ଉପରେ ଭରସା ନାଇଁ ନ କାଇଁ... ଦୁର୍ଗା ପୂଜା ଉପଲକ୍ଷେ ରିଲିଜ୍ ହେବାକୁ ଥିବା ‘ବାବୁଲା ବାରବୁଲା’ ସିନେମାର ଏହି ଗୀତ ଇଣ୍ଟରନେଟ୍‌ରେ ଧମାଲ ମଚାଇଛି। ମୂଳ...

ବୈଜୟନ୍ତଙ୍କ ‘ସମ୍ବଲପୁର ସେବା’ ମନ୍ତବ୍ୟ: ଟ୍ୱିଟ୍‌ରେ କହିଲେ “ମୁଁ କେଉଁଠୁ ଲଢ଼ିବି ତାହା ଦଳ ନେବ ନିଷ୍ପତ୍ତି”

ଓଡ଼ିଶାଲାଇଭ୍‌‍ ବ୍ୟୁରୋ ସମ୍ବଲପୁର ପ୍ରେସ୍ କ୍ଲବ୍‌‍ରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏକ ଗୁଗୁଲି ଛାଡ଼ିଛନ୍ତି। କହିଛନ୍ତି ‘ଯଦି ତାଙ୍କୁ ସୁଯୋଗ ମିଳେ ତାହାଲେ ସେ ସମ୍ବଲପୁରର ସେବା କରିବେ’। ଏହି ଧାଡିଏ କଥାକୁ ନେଇ...

ପାକ୍‌ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ: କହିଲେ,”ଆମେ ଡାକ୍ତର ତିଆରି କରୁଛୁ, ପାକିସ୍ତାନ ‘ଜିହାଦୀ’ ତିଆରି କରୁଛି”

ଓଡ଼ିଶାଲାଇଭ୍ ବ୍ୟୁରୋ ମିଳିତ ଜାତିସଂଘର ସାଧାରଣ ପରିଷଦରେ ପୁଣି ପାକିସ୍ତାନ ଉପରେ ବର୍ଷିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ଜାତିସଂଘ ମଞ୍ଚରେ ପାକିସ୍ତାନର କାର୍ଯ୍ୟକଳାପକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। କହିଛନ୍ତି, "ଭାରତ...

ସବୁଠି ବାଜି ମାରିନେଲା ଛାତ୍ର ବିଜେଡି: ବାଜା ବଜାଇ ସେଲିବ୍ରେସନ୍ ପାଳିଲେ ବିଜୟୀ ପ୍ରାର୍ଥୀ

ଓଡିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଛି ଛାତ୍ର ସଂସଦ ନିର୍ବାଚନ ଫଳାଫଳ। ଏହାକୁ ନେଇ ପ୍ରମୁଖ କ୍ୟାମ୍ପସରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ରମାଦେବୀ ବିଶ୍ୱବିଦ୍ୟାଳୟରୁ ଆରମ୍ଭ କରି କଟକ ଶୈଳବାଳା କଲେଜ, ସବୁଠି ଚାଲିଛି...