ଅଢ଼େଇ ବର୍ଷ ପରେ ଭାରତୀୟ ଟିମ୍ରେ ସୁରେଶ ରାଇନା ସାମିଲ: ପୁଣି ଦିନିକିଆରେ ଦେଖାଇବେ ଜଲୱା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ଇଂଲଣ୍ଡ ଗସ୍ତ ଲାଗି ଭାରତୀୟ ଦିନିକିଆ କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି ସୁରେଶ ରାଇନା। ରାଇନା ଦୀର୍ଘ ୩୨ ମାସର ବ୍ୟବଧାନ ପରେ ଭାରତୀୟ ଦିନିକିଆ ଟିମ୍କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।
ଆଗାମୀ ଇଂଲଣ୍ଡ ଗସ୍ତ...
ଜାପାନରେ ୬.୧ ତୀବ୍ରତାର ଭୂମିକମ୍ପ: ୩ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଥରିଲା ଜାପାନ। ସୋମବାରଦିନ ସକାଳୁ ପଶ୍ଚିମ ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂମକମ୍ପର ତୀବ୍ରତା ୬.୧ ରହିଛି। ଏହି ଭୁମିକମ୍ପରେ ୩ଜଣଙ୍କ ମୃତ୍ୟୁ ହେବା ସହ...
ନିର୍ଦ୍ଦେଶକ ହେବା ପାଇଁ ନୁହେଁ, ଗାୟକ ହେବାକୁ ଆସିଥିଲେ ରାଜ୍ ଖୋସଲା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡରେ ବହୁ ସୁପରହିଟ୍ ଫିଲ୍ମ ନିର୍ମାଣ କରିଥିବା ରାଜ ଖୋସଲା ପ୍ରଥମେ ଗାୟକ ହେବା ପାଇଁ ବମ୍ବେ ଆସିଥିଲେ। କିନ୍ତୁ ସମୟକ୍ରମେ ସେ ଗାୟକ ପରିବର୍ତ୍ତେ ହୋଇଯାଇଥିଲେ ବଲିଉଡର ଜଣେ...
ଓଲିଉଡର ଦୁଇ ଲୋକପ୍ରିୟ ଖଳନାୟକ ଥିଲେ ଯାତ୍ରା ଦର୍ଶକଙ୍କ ଅତିପ୍ରିୟ ନିର୍ଦ୍ଦେଶକ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଓଲିଉଡର ଦୁଇ ଚର୍ଚ୍ଚିତ ଖଳନାୟକ ଥିଲେ ହର ପଟ୍ଟନାୟକ ଓ ମୀନକେତନ। ରୂପେଲି ପରଦା ଭଳି ଯଲିଉଡରେ ବି ଉଭୟ ବେଶ୍ ଲୋକପ୍ରିୟ ଥିଲେ।
ଓଲିଉଡର ବହୁ କଳାକାର ଯଲିଉଡକୁ ଯାଇଛନ୍ତି।...
ଚା’ ବିକାଳିରୁ ଶନିବାବା କେମିତି ହେଲେ ଦାତି ମହାରାଜ? ଜାଣନ୍ତୁ ଏହି ରିପୋର୍ଟରୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇ ଏବେ ଚର୍ଚ୍ଚାରେ ଅଛନ୍ତି ଶନିବାବା ଦାତି ମହାରାଜ। ଟିଭି ପରଦାରେ ଗ୍ରହ ନକ୍ଷତ୍ର, ରାଶିଫଳ ଏବଂ ଭାଗ୍ୟଫଳ କହୁଥିବା ଦାତି ମହାରାଜଙ୍କ ପିଲାଦିନ କେମିତି କଟିଥିଲା...
ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ତଦନ୍ତ କମିଶନର କାମ ଏତେ ସହଜ ନୁହେଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ରତ୍ନଭଣ୍ଡାର ଚାବି ସମ୍ପର୍କରେ ଖୋଳତାଡ଼ କରିବା ପାଇଁ ସରକାର ତଦନ୍ତ କମିଶନ ଗଠନ କରିଛନ୍ତି। ହେଲେ କମିଶନ ସହଜରେ ସମାଧାନ ବାଟ ବାହାର କରିପାରିବେ ନାହିଁ ବୋଲି ଆଲୋଚନା ହେଉଛି।
ପୁରୀ ଶ୍ରୀମନ୍ଦିର...
ଓଲିଉଡ ନାୟିକା ଏଲିନା ସମସ୍ତଙ୍କର ପ୍ରିୟ କାହିଁକି?
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଏଲିନା ସାମନ୍ତରାୟ ହେଉଛନ୍ତି ଓଲିଉଡର ଜଣେ ଆଗଧାଡ଼ିର ନାୟିକା। ଅଭିନେତାଙ୍କଠାରୁ ଆରମ୍ଭକରି ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ଏଲିନା ସମସ୍ତଙ୍କର ପ୍ରିୟ, ଆସନ୍ତୁ ଜାଣିବା କାହିଁକି?
ଏଲିନା ସାମନ୍ତରାୟଙ୍କର ଓଲିଉଡରେ ମାତ୍ର ଚାରି ବର୍ଷ...
ଚିଲିକା ମଝିରେ ବୁଡ଼ିଗଲା ଦେଶୀ ଡଙ୍ଗା: ୨ ମୃତ, ୨ ନିଖୋଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶୀ ଡଙ୍ଗାରେ ବାଲୁଗାଁ ଫେରୁଥିଲେ ୧୬ ଯାତ୍ରୀ
ଚିଲିକା ମଝିରେ ମାଡ଼ି ଆସିଲା ମେଘ ପବନ
ଭାରସାମ୍ୟ ହରାଇଲା ଡଙ୍ଗା
୧୬ ଜଣ ଯାତ୍ରୀ ଚିଲିକାରେ ବୁଡ଼ି ଯାଇଥିଲେ
ଦମକଳ,...
ଦିଲ୍ଲୀରେ ଚାରି ମୁଖ୍ୟମନ୍ତ୍ରୀ ଏକାଠି, କେଜରିୱାଲଙ୍କ ଧାରଣାକୁ କଲେ ସମର୍ଥନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀରେ ଚାରି ରାଜ୍ୟର ମୁଖ୍ୟମନ୍ତ୍ରୀ ଏକାଠି ହୋଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଧାରଣାକୁ ସମର୍ଥନ କରିଛନ୍ତି। ଆନ୍ଧ୍ର ଭବନରେ ଚାରି ମୁଖ୍ୟମନ୍ତ୍ରୀ ଏକାଠି ହେବା ନେଇ ଜାତୀୟ ରାଜନୀତିରେ ଆଲୋଡ଼ନ...
ଚିଲିକାରେ ଓଲଟିଲା ଡଙ୍ଗା: ୧ ମୃତ, ୩ ନିଖୋଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚିଲିକାରେ ଶନିବାର ଅପରାହ୍ଣରେ ଅଘଟଣ ଘଟିଛି। ଡଙ୍ଗା ବୁଡ଼ିଯିବାରୁ ୧୬ ଜଣ ଯାତ୍ରୀ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ ଜଣ ନିଖୋଜ ଅଛନ୍ତି। ଉଦ୍ଧାର...





















