ବିପିୟୁଟି କୁଳପତିଙ୍କ ଅଡ଼ୁଆ ବଢ଼ିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର (ବିପିୟୁଟି) କୁଳପତି ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀଙ୍କ ପାଇଁ ବଢ଼ିଲା ଅଡୁଆ। ଆଗୁଆ ଜାମିନ୍ ପାଇଁ ସେ ହାଇକୋର୍ଟରେ କରିଥିବା ଆବେଦନ ଉପରେ ଅନ୍ତରୀଣ ସୁରକ୍ଷା ମିଳିନଥିବାରୁ...
ବିଜୁ ପଟ୍ଟନାୟକ ଷ୍ଟିଲ୍ ପ୍ରତିଷ୍ଠାନକୁ ଆଇଆଇଟି ସ୍ତରକୁ ଆଣିବା ପାଇଁ ନବୀନଙ୍କ ଦାବି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ଦିନରେ ଦେଶରେ ଇସ୍ପାତ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଏକ ହଟ୍ ସ୍ପଟ୍ ହେବାକୁ ଯାଉଛି ଓଡ଼ିଶା।
ରାଜ୍ୟରେ ଥିବା ବିଜୁ ପଟ୍ଟନାୟକ ଷ୍ଟିଲ୍ ଇନଷ୍ଟିଚ୍ୟୁଟ୍ରେ ଆଇଆଇଟି ଭଳି ପାଠ୍ୟକ୍ରମ ପ୍ରଚଳନ...
ରଜ ପାଗ ଭଲ ରହିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୁନ୍ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଅପେକ୍ଷାକୃତ ଶୁଖିଲା ରହିବ।
ଗତ କିଛି ଦିନ ତଳେ ମୌସୁମୀ ବାୟୁ ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲେ ମଧ୍ୟ ଆଗାମୀ ୪୮ଘଣ୍ଟା...
କଂଗ୍ରେସ ଜିଲ୍ଲା ସଭାପତି ବୈଠକ ଆରମ୍ଭ: ସଂଗଠନକୁ ସୁଦୃଢ଼ କରିବା ପାଇଁ ଗୁରୁମନ୍ତ୍ର ଦେବେ ନିରଞ୍ଜନ
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ଭବନରେ ଗୁରୁତ୍ଵପୁର୍ଣ୍ଣ ବୈଠକ। ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ଵରେ ଚାଲିଛି ଏହି ବୈଠକ। ୧୧ଟି ଜିଲ୍ଲାର ନବ ନିର୍ବାଚିତ ସଭାପତି ଓ କାର୍ଯ୍ୟକାରୀ ସଭାପତିମାନେ ଏହି ବୈଠକରେ ଯୋଗ ଦେଇଛନ୍ତି।
୨୦୧୯...
ବିରାଟଙ୍କ ଚ୍ୟାଲେଞ୍ଜ ଗ୍ରହଣ କରି ମୋଦିଙ୍କ ଶୁଦ୍ଧ ଦେଶୀ ବ୍ୟାୟାମ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ଚାଲେଞ୍ଜ୍ ଗ୍ରହଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟାୟାମ ଆରମ୍ଭ କରିଦେଇଛନ୍ତି।
ଖେଳ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ‘ଫିଟନେସ୍ ଚ୍ୟାଲେଞ୍ଜ୍’...
ଉତ୍ତର ପ୍ରଦେଶରେ ବସ୍ ଓଲଟି ୧୭ ମୃତ; ୩୭ରୁ ଅଧିକ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର ପ୍ରଦେଶର ମୈନ୍ପୁରୀ ଜିଲ୍ଲାରେ ଘରୋଇ ବସ୍ ଓଲଟି ପଡ଼ି ୧୭ ଜଣ ଯାତ୍ରୀ ପ୍ରାଣ ହରାଇବା ସହ ୩୭ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।
ଉତ୍ତର ପ୍ରଦେଶର ମୈନ୍ପୁରୀ ଜିଲ୍ଲାରେ ବୁଧବାର...
ବର୍ଷର ଶ୍ରେଷ୍ଠ କ୍ରିକେଟର ବିରାଟ କୋହଲି: ଜିତିଲେ ପଲି ଉମ୍ରିଗର ଟ୍ରଫି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିସିସିଆଇ ବାର୍ଷିକ ପୁରସ୍କାର ଘୋଷଣା କରାଯାଇଛି। ଚଳିତବର୍ଷ ଭାରତୀୟ କ୍ରିକେଟଦଳର ଅଧିନାୟକ ବିରାଟ କୋହଲିଙ୍କୁ ‘ପଲି ଉମ୍ରିଗର ଟ୍ରଫି’ ମିଳିଛି। ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କଠାରୁ କୋହଲି ଟ୍ରଫି ଗ୍ରହଣ...
ଏହି ନାୟିକାମାନଙ୍କୁ ବିକିନିରେ ଦେଖିବାକୁ ପସନ୍ଦ କରନ୍ତି ନାହିଁ ଦର୍ଶକ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡରେ ଏମିତି କିଛି ନାୟିକା ଅଛନ୍ତି, ଯେଉଁମାନଙ୍କୁ ବିକିନିରେ ଦେଖିବାକୁ ଭଲ ପାଆନ୍ତି ନାହିଁ ଦର୍ଶକ। ଆସନ୍ତୁ ଜାଣିବା ସେମାନେ କିଏ?
ବଲିଉଡ ହିରୋଇନ୍ମାନେ ଏକ୍ସପୋଜ୍ ହେବାରେ ମାହିର୍। ଏଥିପାଇଁ ସେମାନେ...
ଯା’ରେ ମନଦୋଳି ଉଡ଼ି ଯା’
ଡକ୍ଟର ଭାଗ୍ୟଲିପି ମଲ୍ଲ
ରଜ ଭିତରେ ସତେ ଯେମିତି ନୀରବ ନଈଟିଏ ହୋଇ ବହିଯାଉଛି ଜୀବନ, ଆନନ୍ଦ, ସମ୍ପର୍କ, ବିଶ୍ୱାସ, ଭାଇଚାରା ଏବଂ ସହୃଦୟତାର ଏହି ମହନୀୟ ସଂସ୍କୃତି। ଯୋଡ଼ଣ ସୂତ୍ର। ଏ ଆନନ୍ଦ...
ବୈଜୟନ୍ତଙ୍କ ଟୁଇଟର୍ ଟାଇମଲାଇନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବୈଜୟନ୍ତ ପଣ୍ଡା ଆଜି ବିଜେଡି ସହ ସବୁ ସମ୍ପର୍କ ତୁଟାଇ ଦେଇଛନ୍ତି। ଗତ ଦୁଇ ମାସ ଧରି ବିଜେଡି ଏବଂ ବୈଜୟନ୍ତଙ୍କ ମଧ୍ୟରେ ଯେଉଁ ବିବାଦ ଲାଗି ରହିଥିଲା ତାର ଅବସାନ...





















