ବିଜେପିକୁ ବିଜୟଙ୍କ ପ୍ରଶ୍ନବାଣ: ମେଣ୍ଟ ଶାସନ ବେଳେ ରତ୍ନଭଣ୍ଡାର ସୁରକ୍ଷା ପାଇଁ କ’ଣ କରିଛ?

ଓଡ଼ିଶାଲାଇଭ୍ ବ୍ୟୁରୋ ଅଡ଼ୁଆରେ ପଡ଼ିଛି ବିଜେପି। ରତ୍ନଭଣ୍ଡାରକୁ ନେଇ ଶଙ୍କରାଚାର୍ଯ୍ୟଙ୍କ ପରେ ବିଜୟ ମହାପାତ୍ର ବିଜେପିକୁ ନିଶାନା କରିଛନ୍ତି। ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ କେନ୍ଦ୍ର କରି ବିଜେପି ରାଜରାସ୍ତାକୁ ଓହ୍ଲାଇଛି। ଜନଜାଗରଣ ଯାତ୍ରା କରି...

ତୁଟିଲା ବିଜୁ ପରିବାର ସହ ବୈଜୟନ୍ତଙ୍କ ସମ୍ପର୍କ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡି-ବୈଜୟନ୍ତ ଭିତରେ ଲାଗି ରହିଥିବା ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି। ସାଂସଦ ପଦରୁ ଇସ୍ତଫା ଦେଇ ବିଜୁ ପରିବାର ସହ ସମ୍ପର୍କ ଛିନ୍ନ କରିଛନ୍ତି ଜୟ ପଣ୍ଡା। ବିଜୁ ପରିବାର ସହ ସବୁ ସମ୍ପର୍କ...

୭୦ଲକ୍ଷ ପରିବାରକୁ ମିଳିବ ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ଵାସ୍ଥ୍ୟ ସୁରକ୍ଷା ସହାୟତା: ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ‘ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶା’ ଗଠନ ପାଇଁ ମଙ୍ଗଳବାରଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଯୋଜନା ଘୋଷଣା କରିଛନ୍ତି। ରାଜ୍ୟରେ ଉପଲବ୍ଧ ସ୍ଵାସ୍ଥ୍ୟ ସେବାକୁ ଲୋକାଭିମୁଖୀ, ଗୁଣାତ୍ମକ, ସୁଦୃଢ଼ ଓ...

ଓଡ଼ିଶା କଂଗ୍ରେସ: ଯେମିତି ଥିଲା ସେମିତି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଓଡ଼ିଶା କଂଗ୍ରେସ ନୂଆ ସଭାପତି ପାଇଥିଲେ ମଧ୍ୟ ଦଳରେ କନ୍ଦଳ ଦୂର ହୋଇନି। ଏଣୁ କଂଗ୍ରେସ ପାଇଁ ୨୦୧୯ ରାସ୍ତା ସହଜ ହୋଇ ନପାରେ ବୋଲି ଚର୍ଚ୍ଚା ହେଉଛି। ନିରଞ୍ଜନ ପଟ୍ଟନାୟକ...

ଉଷୁମ ପାଣି ପିଅନ୍ତୁ ଶରୀରକୁ ସୁସ୍ଥ ରଖନ୍ତୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉଷୁମ ପାଣି ଆମ ଶରୀର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ପ୍ରତିଦିନ ନଖ ଉଷୁମ ପାଣି ପିଇଲେ ମୁଣ୍ଡ ବିନ୍ଧା, ଅଧ କପାଳି, ଉଚ୍ଚ ରକ୍ତ ଚାପ, ଗଣ୍ଠି ବ୍ୟଥା,...

ନିଜକୁ ଗୁଳି ମାରି ଆତ୍ମହତ୍ୟା କଲେ ସନ୍ଥ ଭୟୁଜୀ ମହାରାଜ: କାରଣ ଅସ୍ପଷ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଧ୍ୟପ୍ରଦେଶ ସରକାରରେ ରାଷ୍ଟ୍ରମନ୍ତ୍ରୀ ଥିବା ସନ୍ଥ ଭୟୁଜୀ ମହାରାଜ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି। ତାଙ୍କ ନିଜ ବାସଭବନରେ ଘଟିଛି ଏଭଳି ଅଘଟଣ। ଘଟଣା ଘଟିବାର କିଛି ସମୟ ପରେ ତାଙ୍କୁ...

ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଲେ ବୈଜୟନ୍ତ

ଓଡ଼ିଶାଲାଇଭ୍ ବ୍ୟୁରେ ଲୋକସଭା ସାଂସଦ ପଦରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା। ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ପାଖକୁ ଇସ୍ତଫାପତ୍ର ପଠାଇ ଦେଇଛନ୍ତି ବୈଜୟନ୍ତ। ବାଚସ୍ପତିଙ୍କୁ ଭେଟି ନପାରିବାରୁ ସେ ଇସ୍ତଫାପତ୍ର ପଠାଇଦେଇଥିବା ବୈଜୟନ୍ତ ସୋସିଆଲ...

ଆରଏସ୍ଏସ୍ ବିରୋଧରେ ଅପମାନସୂଚକ ମନ୍ତବ୍ୟ ଦେବା ମାମଲା: ନିଜକୁ ନିର୍ଦ୍ଦୋଷ କହିଲେ ରାହୁଲ ଗାନ୍ଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆରଏସ୍‌ଏସ୍‌ ବିରୋଧରେ ଅପମାନସୂଚକ ମନ୍ତବ୍ୟ ଦେବା ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଙ୍ଗଳବାର ମହାରାଷ୍ଟ୍ରର ଭିୱଣ୍ଡି କୋର୍ଟରେ ହାଜର ହୋଇଛନ୍ତି। କୋର୍ଟରେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି ରାହୁଲ। କଂଗ୍ରେସ ରାଷ୍ଟ୍ରୀୟ...

ଧୁମ୍‌ ମଚାଉଛି ‘ଧଡକ’ ଟ୍ରେଲର: ଜାହ୍ନବୀଙ୍କ ଅଭିନୟ ଦେଖି ଦର୍ଶକ କହୁଛନ୍ତି ‘ଶ୍ରୀଦେବୀ ଇଜ୍ ବ୍ୟାକ୍’

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ଏବଂ ସାହିଦ୍‌ କପୁରଙ୍କ ସାନଭାଇ ଇଶାନ୍‌ ଖଟ୍ଟରଙ୍କ ବଲିଉଡ୍‌ ଡେବ୍ୟୁ ଚଳଚ୍ଚିତ୍ର ‘ଧଡକ’ର ଟ୍ରେଲର୍‌ ସୋମବାର ରିଲିଜ୍‌ ହୋଇଛି। ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁରଙ୍କ ବହୁ ପତିକ୍ଷୀତ ଚଳଚ୍ଚିତ୍ର ‘ଧଡକ’ର ଟ୍ରେଲର୍‌...

ସୁଧୁରୁଛି ଅଟଳ ବିହାରୀ ବାଜପେୟୀଙ୍କ ସ୍ଵାସ୍ଥ୍ୟବସ୍ଥା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି। କିନ୍ତୁ ତାଙ୍କୁ ଏବେ ମେଡିକାଲରୁ ଡିସଚାର୍ଜ କରାଯିବ ନାହିଁ ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି।  ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା...