ଆସନ୍ତା ୨୬ରେ ଓଡ଼ିଶା ଆସୁଛନ୍ତି ମୋଦି
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାରଙ୍କ ୪ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୨୬ତାରିଖ ଦିନ କଟକ ଆସିବାର କାର୍ଯ୍ୟକ୍ରମ ରହିଛି ବୋଲି...
ସୁପ୍ରିମକୋର୍ଟରେ କଂଗ୍ରେସର ଆବେଦନ ଖାରଜ: କାମଚଳା ବାଚସ୍ପତି ରହିବେ କେଜି ବୋପେୟା
ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ଣ୍ଣାଟକ ବିଧାନସଭାର କାମଚଳା ବାଚସ୍ପତି ଭାବେ କେଜି ବୋପେୟା ହିଁ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଆସ୍ଥାଭୋଟ ସମୟରେ ଅଧ୍ୟକ୍ଷତା କରିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ବରିଷ୍ଠ ବିଧାୟକଙ୍କୁ ଅଣଦେଖା କରି ଜଣେ କନିଷ୍ଠ...
ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ: ଚଳିତବର୍ଷ ପାସ ହାର ୭୬.୯୮ ପ୍ରତିଶତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରକାଶ ପାଇଛି ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ। ଚଳିତ ବର୍ଷ ପାସ ହାର ରହିଛି ୭୭.୯୮ ପ୍ରତିଶତ।
ଚଳିତବର୍ଷ ୯୫, ୦୯୬ଜଣ ମୋଟ ପରୀକ୍ଷାର୍ଥୀ
ପାସ କରିଛନ୍ତି ୭୩, ୨୧୧ଜଣ...
କଂଗ୍ରେସ ବିଧାୟକଙ୍କୁ ବିଜେପି ଯାଚୁଛି ଟଙ୍କା ଓ ମନ୍ତ୍ରୀ ପଦ: ଅଡିଓଟେପ୍ ଜାରି କଲା କଂଗ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ଣ୍ଣାଟକ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। କଂଗ୍ରେସ ବିଧାୟକଙ୍କୁ ଟଙ୍କା ଏବଂ ମନ୍ତ୍ରୀ ପଦ ଅଫର ଦିଆଯାଉଥିବାର ଅଡିଓଟେପ୍ ଜାରି କରିଛି କଂଗ୍ରେସ।
କର୍ଣ୍ଣାଟକରେ ସରକାର ଗଢ଼ିବାକୁ ନେଇ ଚାଲିଛି ଟଣାଓଟରା। ମୁଖ୍ୟମନ୍ତ୍ରୀ...
ମେ-୨୯ରେ କେରଳ ଛୁଇଁବ ମୌସୁମୀ!
ଓଡ଼ିଶାଲାଇଭ୍ ବ୍ୟୁରୋ
ମେ-୨୯ ତାରିଖରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ ସୂଚନା ଦିଆଯାଇଛି। ନିର୍ଦ୍ଧାରିତ ସମୟର ୩ ଦି ପୂର୍ବରୁ ମୌସୁମୀ କେରଳ ଉପକୂଳ ଛୁଉଁଥିବାରୁ...
ଅଡ଼ୁଆରେ ବିଜେପି: ବିହାର-ମଣିପୁର-ଗୋଆରେ ପଡ଼ିଲା କର୍ଣ୍ଣାଟକ ପ୍ରଭାବ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟପାଳଙ୍କୁ ଭେଟିଲେ ଆରଜେଡି ନେତା ତେଜସ୍ୱୀ ଯାଦବ
ମଣିପୁର-ଗୋଆରେ ସରକାର ଗଠନ କରିବାକୁ କଂଗ୍ରେସର ଦାବି
ସାରା ଦେଶରେ ରାଜନୈତିକ ଅସ୍ଥିରତା
ରାଷ୍ଟ୍ରପତିଙ୍କୁ ଭେଟିବ କଂଗ୍ରେସ
ବ୍ୟାପିଲା କର୍ଣ୍ଣାଟକ ଇଫେକ୍ଟ। ୩...
ଓଟିଡିସିର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଦିଲୀପ ତିର୍କି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଦିଲୀପ ତିର୍କି।
ପୂର୍ବତନ ରାଜ୍ୟସଭା ସାଂସଦ ଦିଲୀପ ତିର୍କିଙ୍କୁ ଶୁକ୍ରବାରଦିନ ରାଜ୍ୟ ସରକାର ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ...
ଆଇପିଏଲ: ମ୍ୟାଚ୍ ପରେ କାହିଁକି ଜର୍ସି ବଦଳାଇଲେ ରାହୁଲ ଓ ପାଣ୍ଡ୍ୟା?
ଓଡ଼ିଶାଲାଇଭ୍ ବ୍ୟୁରୋ
କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଇପିଏଲ୍ ମ୍ୟାଚବେଳେ ଏହି ଦୁଇ ଦଳର ଦୁଇ ଲୋକପ୍ରିୟ ଖେଳାଳି ଲୋକେଶ ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ପରସ୍ପରକୁ ନିଜ ଜର୍ସି ଉପହାର ଦେଇଥିଲେ।
ଆଇପିଏଲ...
କୋହଲିଙ୍କ ନଜରରେ କିଏ ଅସଲ ସ୍ପାଇଡରମ୍ୟାନ୍? ଜାଣନ୍ତୁ ଏହି ରିପୋର୍ଟରୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ସନରାଇଜର୍ସ ହାଇଦ୍ରାବାଦ୍ ହାତରୁ ମ୍ୟାଚ୍ ଛଡ଼ାଇ ଆଣିବାରେ ଏବି ଡିଭିଲିୟର୍ସଙ୍କ କ୍ୟାଚ୍ ଥିଲା ବେଶ୍ ଗୁରୁତ୍ଵପୁର୍ଣ୍ଣ। ଏହି କ୍ୟାଚ ଦେଖି ଡିଭିଲିୟର୍ସଙ୍କୁ ଅସଲ ସ୍ପାଇଡରମ୍ୟାନର ଆଖ୍ୟା ଦେଇଛନ୍ତି ବିରାଟ କୋହଲି।
ରୟାଲ ଚାଲେଞ୍ଜର୍ସ ବେଙ୍ଗଳୁରୁ...
ୟେଦୁରପ୍ପାଙ୍କୁ ‘ସୁପ୍ରିମ’ ଝଟକା: ୨୪ଘଣ୍ଟା ମଧ୍ୟରେ ବହୁମତ ପରୀକ୍ଷା ଦେବାକୁ ନିର୍ଦ୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୪ଘଣ୍ଟା ମଧ୍ୟରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
କର୍ଣ୍ଣାଟକ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି। ଶନିବାର ଦିନ ୪ଟାବେଳେ ବିଧାନସଭାରେ...





















