‘ଜଗନ୍ନାଥ ରସଗୋଲା’ ପାଇଁ ହେବ ଜିଆଇ ଟ୍ୟାଗ୍ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାହାଳ କିମ୍ବା ସାଲେପୁର ରସଗୋଲା ନୁହେଁ, ଜଗନ୍ନାଥ ରସଗୋଲା ନାଁରେ ହେବ ଜିଆଇ ଟ୍ୟାଗ୍ ଆବେଦନ।
ଓଡ଼ିଶାର ରସଗୋଲା କହିଲେ ଲୋକେ ପାହାଳ କିମ୍ବା ସାଲେପୁରର ପ୍ରସିଦ୍ଧ ରସଗୋଲାକୁ ବୁଝିଥାନ୍ତି। କିନ୍ତୁ ରାଜ୍ୟ...
ଥମୁନି ଆତ୍ମହତ୍ୟା: ଚକଡ଼ା ଚିନ୍ତାରେ ଜୀବନ ହାରିଲେ ୩ ଚାଷୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଷୀ ଆତ୍ମହତ୍ୟାରେ ଲାଗିପାରୁନି ରୋକ୍। ସରକାରୀ ପ୍ୟାକେଜ୍ ଚାଷୀଙ୍କୁ ଦେଇ ପାରିନି ଆଶ୍ବସ୍ତି। ଫଳରେ ଚକଡ଼ା ଚିନ୍ତାରେ ଜଣକ ପରେ ଜଣେ ଚାଷୀ ଜୀବନ ହାରୁଛନ୍ତି।
ଚାଷୀଙ୍କ ପାଇଁ ସରକାର ଘୋଷଣା କରିଛନ୍ତି...
ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ ‘ଅର୍ପଣ’ ଆପ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପେନ୍ସନ୍ ଉପଭୋକ୍ତାଙ୍କୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଯୋଗାଇବା ଉଦ୍ଦେଶ୍ୟରେ ଶୁଭାରମ୍ଭ ହୋଇଛି 'ଅର୍ପଣ' ଆପ୍। ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ଏହାର ଲୋକାର୍ପଣ।
ପେନ୍ସନ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ପେନ୍ସନ୍ ସଂକ୍ରାନ୍ତୀୟ...
ପଦ୍ମ ପୋଖରୀ କାହିଁକି ଛାଡ଼ିଲେ ନାରାୟଣ?
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରାୟ ମାସେ ହେଲା 'ନାରାୟଣ ସାହୁ'ଙ୍କୁ ନେଇ ବିଜେପିରେ ଚାଲିଛି ପାଲା। ବିଜେଡିର ବିଦ୍ରୋହୀ ନେତା ଅଶୋକ ପାଣିଗ୍ରାହୀ ଯେବେଠୁ ବିଜେପିରେ ସାମିଲ ହେଲେଣି ସେବେଠୁ ନାରାୟଣ ପଦ୍ମ ପୋଖରୀ ଛାଡ଼ିବା...
୨୨ରେ ଓଡ଼ିଶା ଆସୁଛନ୍ତି ଆନ୍ନା ହଜାରେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ। ଏହି ଦୁଇ ଦିନିଆ ଗସ୍ତ ବେଳେ ହଜାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ୨୩ ତାରିଖରେ ହେବାକୁ ଥିବା ପୂର୍ବତନ...
୨୦୧୩ ଦୁଷ୍କର୍ମ ମାମଲା: ଗିରଫ ହେଲେ ଓଡ଼ିଆ ଆଇଏଏସ୍ ଅଫିସର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇଏଏସ୍ ପରୀକ୍ଷାରେ ସହାୟତା କରିବାର ପ୍ରତିଶ୍ରୁତି ଦେଇ ଜଣେ ୨୩ ବର୍ଷିୟା ଯୁବତୀଙ୍କୁ ବି ବି ମହାନ୍ତି ଯୌନ ଶେଷଣ ଦେଇଥିବା ୨୦୧୩ରେ ଅଭିଯୋଗ ହୋଇଥିଲା।
ଗିରଫ ହେଲେ ଓଡ଼ିଆ ଆଇଏଏସ୍ ଅଫିସର...
ଦିନସାରା ଖାଲି ନାରାୟଣ ନାରାୟଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଦ୍ମ ପୋଖରୀରୁ ଲମ୍ଫ ମାରିଛନ୍ତି ବରଗଡ଼ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ। ବିଜେପି ସହ ୨୦ ବର୍ଷର ସମ୍ପର୍କ ଛିନ୍ନ କରିଛନ୍ତି ପଶ୍ଚିମଓଡ଼ିଶାର ଏହି ବରିଷ୍ଠ ନେତା। ଅଚାନକ୍ ବିଜେପିରୁ...
ରାଜଭବନରେ ପହଞ୍ଚିଲେ ପ୍ରଣବ ମୁଖାର୍ଜୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ବରରେ ପହଞ୍ଚିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ମଙ୍ଗଳବାର ଅପରାହ୍ନ ପ୍ରାୟ ୧ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ସେ ପହଞ୍ଚିଥିଲେ। ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇ ରାଜଭବନକୁ ପାଛୋଟି...
ଜଳବାୟୁ ପରିବର୍ତ୍ତନର ଭୟାଭୟତା କହିବ ‘କଡୱି ହୱା’, ନଭେମ୍ବର ୨୪ରେ ରିଲିଜ୍
ଜଳବାୟୁ ପରିବର୍ତ୍ତନର ଭୟାଭୟତା ମାନବ ସମାଜ ପାଇଁ କେତେ ମାତ୍ରାରେ କ୍ଷତିକାରକ ହୋଇପାରେ, ସେ ସର୍ମ୍ପକରେ ଲୋକଙ୍କୁ ସଚେତନ କରାଇବା ପାଇଁ ନିର୍ମିତ ହିନ୍ଦୀ ଚଳଚ୍ଚିତ୍ର 'କଡ଼ୱି ହୱା'ର ଏକ ସାମ୍ବାଦିକ ସମ୍ମିଳନୀ...
ଦଲାଇ ଲାମା ଗ୍ରହଣ କଲେ ‘ହ୍ୟୁମାନିଟାରିଆନ ସମ୍ମାନ’
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=hFdCMAymZ5Q]
ତିବ୍ବତୀୟ ଧର୍ମଗୁରୁ ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ଦଲାଇ ଲାମାଙ୍କୁ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ (କିସ୍) ପକ୍ଷରୁ ‘ହ୍ୟୁମାନିଟାରିଆନ ସମ୍ମାନ’ ପ୍ରଦାନ କରାଯାଇଛି। ଆଜି କିସ୍...





















