ଗୁଜୁରାଟରେ କିଏ ନେବ ବିଜେପି ଟିକେଟ? ଦିଲ୍ଲୀରେ ଚାଲିଛି କସରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପି ଟିକେଟକୁ ନେଇ ଆଜି ଦିଲ୍ଲୀ ପାର୍ଟି ଅଫିସ୍‌ରେ ଚାଲିଛି କସରତ। ମୋଦି-ଶାହା ବସି ପ୍ରସ୍ତୁତ କରୁଛନ୍ତି ଚୂଡ଼ାନ୍ତ ତାଲିକା। ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ-ବିଜେପି। ୨୨ ବର୍ଷର...

ଦିଲ୍ଲୀ ଏମ୍ସରେ ବିସ୍କୁଟ ଖାଉଛି, ବଲ୍ ଖେଳୁଛି ଜଗା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁଧୁରୁଛି ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସ୍ବାସ୍ଥ୍ୟାବସ୍ଥା। ମାଆ କୋଳରେ ଜଗା ବସି ଗୀତ ଶୁଣିବା ପରେ ଆଜି ବିସ୍କୁଟ ଖାଇ ବଲ୍‌ ଖେଳିବା ଭଳି ଭଲ ଖବର ଆସିଛି। ଜଗା ଆଜି...

ରସଗୋଲା ଲଢ଼େଇ: ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରିବ ଓଡ଼ିଶା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଂଲା ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିବା ପରେ ଓଡ଼ିଶା ସରକାରଙ୍କ ନିଦ ଭାଙ୍ଗିଛି। ଜିଆଇ ଟ୍ୟାଗ୍‌ ପାଇଁ ଆବେଦନ କରି ନଥିବା ଓଡ଼ିଶା ଏବେ ଚେନ୍ନାଇସ୍ଥିତ ଭାରତୀୟ ଭୌତିକ ସମ୍ପତ୍ତି କର୍ତ୍ତୃପକ୍ଷଙ୍କ...

କିଆ ଫ୍ୟାସନ ସୋ’ର ରାମ୍ପରେ ଚାଲିଲେ ଏସିଡ୍ ଆକ୍ରାନ୍ତ ଝିଅ

ଓଡ଼ିଶାଲାଇଭ୍‍ ବ୍ୟୁରୋ କିଆ ଫ୍ୟାସନ ସୋ’ର ଦ୍ୱିତୀୟ ଅଧିବେଶନ ଭୁବନେଶ୍ୱରସ୍ଥିତ ମେ ଫେୟାର୍ ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଫ୍ୟାସନ ସୋ’ରେ ଏସିଡ୍ ଆକ୍ରମଣରେ ଆକ୍ରାନ୍ତ ହୋଇଥିବା ଝିଅମାନେ ରାମ୍ପରେ ଚାଲିଥିଲେ। ଆଗ୍ରା ଓ ଲକ୍ଷ୍ନୌସ୍ଥିତ...

ଏଥର ଗୋଆରେ ଓଡ଼ିଆ ସିନେନିର୍ମାତାଙ୍କ ତିନୋଟି ସିନେମା

ଓଡ଼ିଶାଲାଇଭ୍‍ ବ୍ୟୁରୋ ଗୋଆରେ ହେବାକୁ ଥିବା ୪୮ତମ ଇଣ୍ଟରନ୍ୟାସନାଲ୍ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ (ଆଇଆଇଏଫ୍ଆଇ)ଠାରେ ଓଡ଼ିଆ ସିନେନିର୍ମାତାଙ୍କର ତିନୋଟି ସିନେମା ପ୍ରଦର୍ଶିତ ହେବା ଓଡ଼ିଶା ପାଇଁ ଗୌରବର ବିଷୟ। ଏହି ଫେଷ୍ଟିଭାଲ୍ ଆସନ୍ତା ନଭେମ୍ବର...

ପୋକ ଖାଇଗଲା ଅଢ଼େଇ ଏକର, ପୁଣି ଜୀବନ ହାରିଲେ ଚାଷୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରଗଡ଼ ପରେ ଏବେ ବଲାଙ୍ଗୀର ଜିଲ୍ଲାରେ ଜୀବନ ହାରିଛନ୍ତି ଚାଷୀ। ଅଢ଼େଇ ଏକର ଧାନ ଚାଷକୁ ପୋକ ନଷ୍ଟ କରିଦେବାରୁ ଚାଷୀ କୀଟନାଶକ ପିଇଛନ୍ତି। ଚାଷୀ ଆତ୍ମହତ୍ୟା ଓ ଚକଡ଼ା ପୋକକୁ ନେଇ...

ବ୍ଲାକ ଲିଷ୍ଟେଡ ହେଲା ୧୧ କୀଟନାଶକ କମ୍ପାନି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ନକଲି କୀଟନାଶକ ବିକ୍ରି କରୁଥିବା ୧୧ଟି କମ୍ପାନିକୁ ବ୍ଲାକ ଲିଷ୍ଟେଡ କରିଛନ୍ତି ରାଜ୍ୟ ସରକାର। ନକଲି କୀଟନାଶକ ବିକ୍ରି କରୁଥିବା କମ୍ପାନି ବିରୋଧରେ ସରକାର ନେଇଛନ୍ତି କାର୍ଯ୍ୟାନୁଷ୍ଠାନ। ୧୧ଟି କମ୍ପାନିକୁ ଆଜି...

ଘନୀଭୂତ ହେଉଛି ଲଘୁଚାପ: ୧୭ ଯାଏଁ ପ୍ରବଳ ବର୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା। ବୁଧବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ବର୍ଷା ଆହୁରି ଦୁଇଦିନ ଲାଗି ରହିବ। ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଚିନ୍ତାରେ ପଡ଼ିଛି ଚାଷୀ। ଲଘୁଚାପର ଲଗାଣ ବର୍ଷାରେ ଭିଜିଛି...

‘ଆମେ ଓଡ଼ିଆ’ ଜ୍ଞାନକୋଷ ପାଇଁ ମୁଁ ଦିନରାତି ଏକ କରିଦେଇଛି – ନୃସିଂହ ଚରଣ ସାହୁ

ଡକ୍ଟର ହରେକୃଷ୍ଣ ମହତାବ ଓ ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କ ଜଣେ ପଟ୍ଟଶିଷ୍ୟ ବରିଷ୍ଠ ସାମ୍ବାଦିକ ନୃସିଂହ ଚରଣ ସାହୁ, ଦୀର୍ଘ ୫୦ ବର୍ଷ ଧରି ତଥ୍ୟ ସଂଗ୍ରହକରି ଏବେ ଲେଖୁଛନ୍ତି ଓଡ଼ିଶାର ୫...

ରସଗୋଲା: ଏ ପର୍ଯ୍ୟନ୍ତ ଯାହା ହେଲା

ଭାସ୍କର ପରିଛା ରସଗୋଲା ଯୁଦ୍ଧରେ ସତରେ କ’ଣ ଆମେ ଓଡ଼ିଆମାନେ ହାରିଯାଇଛୁ? ସୂଚନାର ନଦ୍ୟତନୀକରଣ (ଅନଅପଡେଟିଂ) ଓ ଅତି-ପ୍ରତିକ୍ରିୟା (ଓଭରରିଆକ୍ସନ) ଭିତରେ ଅସଲ କଥାଟି ଲୁଚି ଯାଇଛି ବୋଲି ମନେହୁଏ। ପ୍ରକୃତରେ ରସଗୋଲା ବଙ୍ଗଳାର...