ହାତ ଯୋଡ଼ିଲେ ଦାମ, ଲକ୍ଷ୍ମୀଙ୍କୁ ନପୋଡ଼ିବାକୁ ନିବେଦନ

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ଚାଷୀଙ୍କୁ ହାତ ଯୋଡ଼ିଛନ୍ତି କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ଲକ୍ଷ୍ମୀ ଠାକୁରାଣୀଙ୍କୁ ନପୋଡ଼ିବାକୁ ନିବେଦନ କରିଛନ୍ତି ଏହି ବରିଷ୍ଠ ନେତା। ଚକଡ଼ା ପୋକକୁ ନେଇ ଚିନ୍ତାରେ ପଡ଼ିଛି ଚାଷୀ। ବରଗଡ଼ରୁ ରାୟଗଡା...

ମୋଦି ସରକାରଙ୍କୁ ‘କୌରବ ସେନା’ କହିଲେ ରାହୁଲ୍

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ନବସର୍ଜନ ଯାତ୍ରାର ତୃତୀୟ ଦିନରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ମୋଦି ସରକାର ଉପରେ ପୁଣି ବର୍ଷିଛନ୍ତି। ମୋଦି ସରକାରଙ୍କୁ କୌରବ ସେନା ଆଖ୍ୟା ଦେଇ ଗୁଜୁରାଟ ରାଜନୀତିରେ କମ୍ପନ ସୃଷ୍ଟି...

ପୁଣି ନିରାଶ ହେଲେ ପ୍ରଭାତ: ନଭେମ୍ବର ୨୩କୁ ଘୁଞ୍ଚିଲା ଜାମିନ୍ ଆବେଦନ ଶୁଣାଣି

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ସିବିଆଇ ଦ୍ୱାରା ଗିରଫ ହୋଇଥିବା ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ନିରାଶ ହେବାକୁ ପଡ଼ିଛି। ଜାମିନ୍‌ ଆବେଦନ ଶୁଣାଣିକୁ ହାଇକୋର୍ଟ ଘୁଞ୍ଚାଇ ଦେବା ସହ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ...

ଖୋଲିଲା କୁଲଡିହା ଅଭୟାରଣ୍ୟ, ଏବେ ବୋଟିଂ ଓ ଟେଣ୍ଟ ଭିତରେ ରାତ୍ରିଯାପନ ବ୍ୟବସ୍ଥା

(ଓଡ଼ିଶାଲାଇଭ୍‍ ବ୍ୟୁରୋ) ଆରମ୍ଭ ହେଲା ବୋଟିଂ ବ୍ୟବସ୍ଥା ଟେଣ୍ଟ୍ ଭିତରେ କରିହେବ ରାତ୍ରିଯାପନ ପର୍ଯ୍ୟଟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କଲେ ରେଞ୍ଜର୍ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଆରମ୍ଭ ହୋଇଗଲା ପିକ୍‌ନିକ୍‌ ସିଜିନ୍‌। ପର୍ଯ୍ୟଟକଙ୍କୁ...

କାମରେ ଆସୁନି ଝୋଟ ଗବେଷଣା କେନ୍ଦ୍ର, ବୁଡ଼ିଗଲାଣି ଝୋଟ ଚାଷ

(ଓଡ଼ିଶାଲାଇଭ୍‍ ବ୍ୟୁରୋ) ଗବେଷଣା କରିବାକୁ ନାହାନ୍ତି ବୈଜ୍ଞାନିକ କମି ଗଲେଣି କର୍ମଚାରୀଙ୍କ ସଂଖ୍ୟା ଚାଷୀଙ୍କୁ ମିଳୁନି ଉନ୍ନତମାନର ନଳିତା ବିହନ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ କେନ୍ଦ୍ରାପଡ଼ା (ଆଳୟ ସାମନ୍ତରାୟ): ଜରାଜୀର୍ଣ୍ଣ ଅବସ୍ଥାରେ କେନ୍ଦ୍ରାପଡ଼ାର...

ହ୍ୱାଟ୍‌ସ୍‌ ଆପ୍‌ ସର୍‌ଭର୍‌ ଠପ୍‌: ୧୦ଟି ଦେଶର ୟୁଜର୍ସ ହେଲେଣି ନାକେଦମ୍‌

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ହ୍ୱାଟ୍‌ସ୍‌ ଆପ୍‌ ସର୍‌ଭର୍‌ ହୋଇଛି ଡାଉନ୍‌। ଫଳରେ ହ୍ୱାଟ୍‌ସ୍‌ ଆପ୍‌ ବ୍ୟବହାରକାରୀ ଭୋଗୁଛନ୍ତି ସମସ୍ୟା। କେବଳ ଭାରତୀୟ ନୁହେଁ, ବିଶ୍ୱର ପ୍ରାୟ ୧୦ରୁ ଅଧିକ ଦେଶରେ ଦେଖାଦେଇଛି ଏହି ସମସ୍ୟା। ହ୍ୱାଟ୍‌ସ୍‌...

ଏଲପିଜି ମୂଲ୍ୟ ବୃଦ୍ଧିକୁ ମହିଳା ବିଜେଡିର ବିରୋଧ

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ରନ୍ଧନ ଗ୍ୟାସ୍‍ ମୂଲ୍ୟ ବୃଦ୍ଧିକୁ ନେଇ ଆଜି ମହିଳା ବିଜେଡି ପ୍ରତିବାଦ କରିଛି। ରାଜଧାନୀ ଭୁବନେଶ୍ୱରରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି। ହାତରେ ଗ୍ୟାସ୍‍ ସିଲିଣ୍ଡର ଧରି ମହିଳା ବିଜେଡି କର୍ମୀମାନେ...

୧୦ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଆସନ୍ତା ୧୦ ତାରିଖରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ୧୧ ତାରିଖରେ କିଟ୍‌ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ...

ଜମୁଛି ରାଜନୀତି ଯାତ୍ରା: ଦାମଙ୍କ ‘ସ୍ୱାମୀ ଛାଡ଼ି’ ପରେ ମହାରଥୀଙ୍କ ‘ସୁନ୍‌ପାମ୍ପୁଡି’

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ୱାମୀ ଛାଡ଼ିଅଙ୍ଗନବାଡ଼ି ମନ୍ତବ୍ୟ ପାଇଁ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ହଟହଟା ହେବା ପରେ ଏବେ ପ୍ରଦୀପ ମହାରଥୀ ସର୍ବସାଧାରଣ ସଭାରେ ସୁନ୍‌ପାମ୍ପୁଡି ଶବ୍ଦ ଉଚ୍ଚାରଣ କରି ଅଡ଼ୁଆରେ ପଡ଼ିଛନ୍ତି। ଯାଜପୁର...

ପୋଲିସ ଖୋଜୁଛି ପଲିଟିକାଲ ଲିଙ୍କ୍: ଗୋଲକଙ୍କୁ ପୁଣି ଜେରା କରିବ ଛତ୍ରପୁର ପୋଲିସ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପି ନେତା ଗୋଲକଙ୍କୁ ନେଇ ଗୋଳିଆ ହେଉଛି ରାଜ୍ୟ ରାଜନୀତି। ବୁଧବାରର ମାରାଥନ୍ ଜେରା ପରେ ଗୋଲକଙ୍କଠାରୁ ପୋଲିସ ପାଇନି ସନ୍ତୋଷଜନକ ଉତ୍ତର। ଫଳରେ ଗୋଲକଙ୍କୁ ପୁଣି ତଦନ୍ତକାରୀ ଟିମ୍‌ ଜେରା...