ପାଇପ୍‌ ଯୋଗେ ଘରେ ପହଞ୍ଚିବ ପାଣି: ପ୍ରକଳ୍ପ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକରେ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ୧୦୧ଟି ସହରାଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ଏହି ଶିଳାନ୍ୟାସ କରିଛନ୍ତି। ୭୮୩ କୋଟି ଟଙ୍କାରେ ୫୫୫ଟି ଜଳ ଯୋଗାଣ...

ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=oWV3EVW-vAY] ପାଇପ୍ ଲାଇନ୍ ଯୋଗେ ଗ୍ୟାସ୍‌ ଯୋଗାଣର ଶୁଭାରମ୍ଭ ହୋଇଛି। ଭୁବନେଶ୍ୱରର ନାଲ୍‌କୋ ନଗରରେ ଆଜି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମନ୍ଦ୍ରେ ପ୍ରଧାନ ଏହି ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରାଥମିକ...

ଟୋକିଓ ସବୁଠୁ ସୁରକ୍ଷିତ ସହର, କରାଚୀ ଅସୁରକ୍ଷିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁନିଆର ସବୁଠାରୁ ସୁରକ୍ଷିତ ସହରର ମାନ୍ୟତା ପାଇଛି ଜାପାନର ରାଜଧାନୀ ଟୋକିଓ। ସୁରକ୍ଷିତ ସହର ତାଲିକାରେ ଦ୍ୱିତୀୟ ନମ୍ବରରେ ରହିଛି ସିଙ୍ଗାପୁର ଏବଂ ଜାପାନର ଓସାକା ରହିଛି ତୃତୀୟ ନମ୍ବର ସ୍ଥାନରେ।...

ଗରିବଙ୍କ ପାଇଁ ବଡ଼ ଯୋଜନା ଆଣୁଛନ୍ତି ମୋଦି ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶର ସବୁଠାରୁ ଅଧିକ ଗରିବ ଲୋକମାନଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହି ବର୍ଗର ଲୋକଙ୍କ ପାଇଁ ଯେଉଁ ଯୋଜନା ଆରମ୍ଭ ହେବ ତା'ର ନାମ...

ଗୋଟିଏ ଭୋଟ କେନ୍ଦ୍ରରେ ୧୪୦୦ରୁ ଅଧିକ ଭୋଟ ନୁହଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ତାହା ହେଉଛି କୌଣସି ଭୋଟ କେନ୍ଦ୍ରରେ ଏଣିକି ୧୪୦୦ରୁ ଅଧିକ ଭୋଟର ଭୋଟ ଦେବେ ନାହିଁ। ଏହାର କାରଣ ଭୋଟିଂ ମେସିନ...

ଆଇଫୋନ ୮ ବେପାର ମାନ୍ଦା, ଆପଲର୍ ସେୟାର ଖସିଲା

ଓଡ଼ିଶାଲାଇଭ୍‍ ବ୍ୟୁରୋ ଲାଗୁଛି ନିଜ ଆଇଫୋନକୁ ନେଇ ଗର୍ବ ଅନୁଭବ କରୁଥିବା ବିଶ୍ଵ ପ୍ରସିଦ୍ଧ ଆପଲ କମ୍ପାନିରେ ସବୁ କିଛି ଠିକ୍ ଚାଲିନି।ଗତ ଶୁକ୍ରବାର ଦିନ ପ୍ରିମାର୍କେଟ ଟ୍ରେଡିଂରେ ଆପଲର ସେୟାରରେ ୧.୫ ପ୍ରତିଶତ...

ଘନୀଭୂତ ହେଉଛି ଲଘୁଚାପ: ଧୋଇଯିବ କି ଦୀପାବଳି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରେ ଘନୀଭୂତ ହେଉଛି ଲଘୁଚାପ। ବୁଧବାର ରାତି ସୁଦ୍ଧା ଏହା ଅବପାତର ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଘଣ୍ଟାକୁ ୪୫ରୁ ୫୫ କି ମି ବେଗରେ ପବନ...

ମୋଦିଙ୍କଠାରୁ ଯୋଗୀ: ଜାଣନ୍ତୁ କିଏ କେତେ ପଢ଼ିଛନ୍ତି ପାଠ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରରେ କ୍ଷମତାରେ ରହିଛି ଭାରତୀୟ ଜନତା ପାର୍ଟି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ଭଳି ୧୮ଟି ରାଜ୍ୟରେ ବିଜେପି ସରକାରରେ ରହିଛି। କେନ୍ଦ୍ରରେ ବହୁ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ଲୋକପ୍ରିୟତାର ଶୀର୍ଷରେ...

ଅଯୋଧ୍ୟାରେ ଯୋଗୀଙ୍କ ଦୀପାବଳି: କହିଲେ, “ଦେଶରେ ପ୍ରତିଷ୍ଠା ହେବ ରାମ ରାଜ୍ୟ”

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତରପ୍ରଦେଶର ଅଯୋଧ୍ୟାରେ ପାଳନ ହୋଇଛି ନିଆରା ଦୀପାବଳି। ସରଜୁ ନଦୀ କୂଳରେ ୧ ଲକ୍ଷ ୮୭ ହଜାର ୨୧୩ ଦୀପ ପ୍ରଜ୍ବଳିତ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଶ୍ବ ରେକର୍ଡ କରିଛନ୍ତି।...

ବାଣ ତିଆରି ବେଳେ ବିସ୍ଫୋରଣ: ଚାଲିଗଲା ୬ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୀପାବଳି ପାଇଁ ସାରା ଦେଶ ରଙ୍ଗିନ୍ ଆଲୋକମାଳାରେ ସଜେଇ ହୋଇଥିବା ବେଳେ ବାଲେଶ୍ବର ଜିଲ୍ଲାରେ ଘଟିଛି ଅଘଟଣ। ବୁଧବାର ଅପରାହ୍ନରେ ବାଣ ଫ୍ୟାକ୍ଟ୍ରିରେ ବଡ଼ ଧରଣର ବିସ୍ଫୋରଣ ଘଟିବାରୁ ୬ ଜଣ...