ବିଧାୟକ ପ୍ରଭାତ ବିଶ୍ୱାଳ ଗିରଫ: ୫ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=qrUo1wqrpik] ବିଜୁ ଜନତା ଦଳ ବିଧାୟକ ପ୍ରଭାତ ବିଶ୍ୱାଳ ଗିରଫ ହୋଇଛନ୍ତି। ସୋମବାର ରାତିରେ ସିବିଆଇ ପକ୍ଷରୁ ଗିରଫ କରାଯାଇଛି। ସିସୋର ଗ୍ରୁପର ଏକ ଜମି କାରବାରରେ ତାଙ୍କୁ ଗିରଫ କରାଯାଇଥିବା...

ବିଜେଡି ‘ହର୍‌ତାଲ୍‌’କୁ ବୈଜୟନ୍ତଙ୍କ ବିରୋଧ: କହିଲେ ”୨୦୧୦ର ରିୟଲ ବିଜେଡି ୨୦୧୭ରେ ନାହିଁ”

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦ ବର୍ଷ ତଳେ ଯେଉଁ ଦଳ ପ୍ରତିଷ୍ଠା ପାଇଁ 'ଏନ୍‌ପି'ଙ୍କୁ ସହାୟତା କରିଥିଲି ତାହା ଏବେ ଆଉ ନାହିଁ। ବିଜୁବାବୁ ଥିଲେ ଏହାକୁ ସେ ଆଦୌ ଗ୍ରହଣ କରି ନଥା'ନ୍ତେ। ବିଜେଡିର...

ବାଣୀବିହାରରୁ ବିକ୍ରମଦେବ: ବୋମାମାଡ଼ରେ ଥରୁଛି କ୍ୟାମ୍ପସ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ୍‌ରେ ପ୍ରଚାର ଜମି ଆସିଥିଲା। ପ୍ରାର୍ଥୀ ଘରଘର ବୁଲି ଜୋରଦାର କ୍ୟାମ୍ପେନ୍ ଆରମ୍ଭ କରିଦେଇଥିଲେ। ଆଉ ୪ ଦିନ ପରେ ହୋଇଥା’ନ୍ତା ଭାଗ୍ୟ ପରୀକ୍ଷା। ହେଲେ...

କୋଟିପତି ବାପା-ମାଆ ବନିଲେ ସନ୍ନ୍ୟାସୀ; ଏକା ରହିଗଲା ତିନି ବର୍ଷର ଝିଅ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୦୦ କୋଟିର ସମ୍ପତ୍ତିକୁ ଛାଡ଼ିଲେ, ମାତ୍ର ୩ ବର୍ଷର ଝିଅକୁ ଛାଡ଼ି ବାପା-ମା’ ସନ୍ନ୍ୟାସୀ ହେବାକୁ ନିଷ୍ପତ୍ତି ନେଇଛନ୍ତି। ମଧ୍ୟପ୍ରଦେଶ ନୀମଚ ସହରର ଏହି ଘଟଣା ସାରା ଦେଶରେ ଚର୍ଚ୍ଚା ସୃଷ୍ଟି...

ବିଶାଖାପାଟଣାରେ ପ୍ରବାସୀ ଓଡ଼ିଆ ମହାରଣା ପରିବାର ପାଳିଲେ ବିଶ୍ୱକର୍ମା ପୂଜା

ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ ନୂଆଁଖାଇ ପରି ବିଶ୍ୱକର୍ମା ପୂଜାକୁ ଧୁମଧାମ୍‌‌ରେ ପାଳନ କରିଛନ୍ତି ବିଶାଖାପାଟଣାର ପ୍ରବାସୀ ଓଡ଼ିଆ। ବିଶାଖାପାଟଣା ସିନ୍ଧିଆର ନ୍ୟୁକଲୋନୀ ନିକଟସ୍ଥ ତୁଳସୀମଣ୍ଡପଠାରେ ଏହି ପୂଜା ଅନୁଷ୍ଠିତ ହୋଇଛି। ବିଶାଖାପାଟଣାରେ ରହୁଥିବା...

ରିତୁ କୁମାର: ଦେଶୀ ଫ୍ୟାସନିଷ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ "ପରିଶ୍ରମ ସହିତ ଧୈର୍ଯ୍ୟ ରଖିଲେ ମହିଳାମାନେ ସଫଳତାର ଶୀର୍ଷ ଛୁଇଁପାରିବେ", ଦୃଢତାର ସହିତ କହିଛନ୍ତି ରିତୁ କୁମାର। ଭାରତୀୟ ସଂସ୍କୃତିକୁ ବେଶ ପୋଷାକ ମଧ୍ୟରେ ଚିରଦିନ ଅକ୍ଷୁର୍ଣ୍ଣ ରଖିବାରେ ଯେଉଁ କେତେକ ଡ଼ିଜାଇନର...

“ଗୀଟାର ଶିଖିବାକୁ ଜିଦ୍ ଧରିବାରୁ ଘରୁ ତଡ଼ି ଦେଇଥିଲେ ବାପା”- ଗୀଟାରିଷ୍ଟ ମହମ୍ମଦ ମୁବାରକ୍

“ବାପା କହୁଥିଲେ ସଙ୍ଗୀତକୁ ପେଷା କରି ପେଟ ପୋଷି ପାରିବୁନି। ଯଦି ସଙ୍ଗୀତ ଲାଇନରେ ଯିବୁ ତାହାଲେ ଚଣ୍ଡି ମନ୍ଦିର ପାଖରେ ଥାଳି ଧରି ବସିବୁ। ବଡ଼ ଭାଇ ବି ଚାହୁଁଥିଲେ ମୁଁ...

ପେପ୍ସିକୁ ନା’ କଲେ କୋହଲି

ଓଡ଼ିଶାଲାଇଭ୍‍ ବ୍ୟୁରୋ “ମୁଁ ପେପ୍ସି କିମ୍ବା କୌଣସି ମୃଦୁ ପାନୀୟ ପିଏନାହିଁ, ତେଣୁ ସେହିସବୁ ପ୍ରଡକ୍ଟ ପାଇଁ ଆଉ ପ୍ରଚାର କରିବିନାହିଁ,” ଏପରି ଇଚ୍ଛା ପ୍ରକାଶ କରିଛନ୍ତି ଭାରତୀୟ କ୍ରିକେଟ ଟିମ୍ ଅଧିନାୟକ ବିରାଟ...

ଦୁର୍ଗାପୂଜାରେ ଜମିବ ସିନେମା ହଲ୍‌ରେ ଭିଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁର୍ଗାପୂଜା ଛୁଟି ପାଖେଇ ଆସିବା ସହିତ ଓଡ଼ିଆ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ବଢ଼ି ଚାଲିଛି। ପ୍ରତିବର୍ଷ ପରି ଏଥର ମଧ୍ୟ ପୂଜା ବଜାରକୁ ସରଗରମ କରିବା ପାଇଁ ଅଭିନେତା/ଅଭିନେତ୍ରୀମାନେ ତତ୍ପର।...

ହସ ଛଡାଇନେଲା ରାଜଧାନୀ: ବାଣୀବିହାର ଓଭରବ୍ରିଜ୍‍ ତଳେ ଅତୀତକୁ ଝୁରୁଛନ୍ତି ‘ମନୋରମା’

ଓଡ଼ିଶାଲାଇଭ୍‌ ବ୍ୟୁରୋ “ମୋର ପିଲାଛୁଆ କେହି ନାହାନ୍ତି। ଆରପାରିକୁ ଚାଲିଯାଇଛି ସ୍ୱାମୀ। ଯେଉଁ ବାବୁ ଘରେ ୩୦ ବର୍ଷ ହେଲା କାମ କରୁଥିଲି ତାଙ୍କ ଗେଟ୍‌‌ରେ ତାଲା ଝୁଲୁଛି। ଏତେବଡ଼ ସହରରେ ମୁଣ୍ଡ ଗୁଞ୍ଜିବାକୁ...