ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହେବ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ରରେ କରୋନା ଭାଇରସ ସଂକ୍ରମଣ ଥମିବାର ନାଁ ନେଉନାହିଁ। ଏହି ପରିସ୍ଥିତିରେ ଉଦ୍ଧବ ଠାକରେ ସରକାର ତିଷ୍ଠିବ କି ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମହାରାଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀ...

ଆସନ୍ତାକାଲିଠୁ କଟକ, ଭୁବନେଶ୍ୱରର ୭ଟି ରୁଟ୍‌ରେ ଚାଲିବ ମୋ’ ବସ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ ଓ ଭୁବନେଶ୍ୱର ୭ଟି ରୁଟ୍‌ରେ  ଆସନ୍ତକାଲିଠୁ ଗଡ଼ିବ ମୋ’ ବସ୍‌। ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ମୋ’ ବସ୍‌ ସେବା ମିଳିବ। ବସ୍‌ରେ ଯେତିକି ସିଟ୍‌ ସେତିକି ଯାତ୍ରୀ...

ଏକୁଟିଆ ବିମାନ ଯାତ୍ରା କରି ଦିଲ୍ଲୀରୁ ଘରକୁ ଆସିଲେ ୫ ବର୍ଷର ବିହାନ – ଏୟାରପୋର୍ଟରେ ମା’ କଲେ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିଠାରୁ ଘରୋଇ ବିମାନ ଯାତ୍ରା ଆରମ୍ଭ ହୋଇଛି। ପ୍ରଥମ ଦିନରେ ଏକ ପାଞ୍ଚ ବର୍ଷ ପିଲାକୁ ନେଇ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏହି ପାଞ୍ଚ ବର୍ଷର ପିଲା ବିହାନ ଆଜି...

ରାଜ୍ୟରେ ଆଉ ୯୯ କରୋନା ଆକ୍ରାନ୍ତ ସୁସ୍ଥ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଜ୍ୟ ପାଇଁ ଭଲ ଖବର। ସୁସ୍ଥ ହେଲେ ଆଉ ୯୯ କରୋନା ଆକ୍ରାନ୍ତ। ଏହାସହ ବର୍ତ୍ତମାନ ରାଜ୍ୟରେ ୬୪୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ...

ସରକାରଙ୍କୁ ପ୍ରଶ୍ନ କଲା ବସ୍ ମାଲିକ ସଂଘ – କର୍ମଚାରୀଙ୍କ ପାଇଁ କ’ଣ ସ୍ପେଶାଲ ପ୍ୟାକେଜ ଘୋଷଣା କରିଛ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ସରକାର କହିଲେ ଆଜିଠୁ ରାଜ୍ୟରେ ବସ୍‌ ଗଡ଼ିବ। ହେଲେ ମାଲିକ ସଂଘ ରାଜି ହେଉନି। ବସ୍‌ କର୍ମଚାରୀଙ୍କ ପାଇଁ ସ୍ପେଶାଲ ପ୍ୟାକେଜ ଦାବି କରିଛି ସଂଘ। ‘‘ବସ୍‌ଗୁଡ଼ିକ ଏବେ ଚାଲିବା ସ୍ଥିତିରେ ନାହିଁ।...

ସାମ୍ପଲ ପଜିଟିଭ୍, ହେଲେ ରୋଗୀ ଯାଇ ଆନ୍ଧ୍ର ପ୍ରଦେଶରେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି କୋରାପୁଟରେ ୬ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜୟପୁରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ବର୍ତ୍ତମାନ ପ୍ରଶାସନର ଚିନ୍ତା ବଢ଼ାଇଛି। ଆକ୍ରାନ୍ତ ଜଣକ ହୋମ୍‌ କ୍ଵାରେଣ୍ଟିନ୍‌ରେ ଥିଲେ...

ଓଡ଼ିଶାରେ ବଢୁଛି କରୋନା ସଂକ୍ରମଣ, କୋହଳ ହେଉଛି କଟକଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବସ୍‌ରେ କେମିତି ରକ୍ଷା କରାଯିବ ସାମାଜିକ ଦୂରତା? (ଭୁବନେଶ୍ୱରରୁ ସରୋଜ ମହାପାତ୍ର): ଓଡ଼ିଶାରେ କୋହଳ ହେଉଛି ଲକ୍‌ଡାଉନ୍‌ କଟକଣା। ଦୋକାନ ବଜାର ଓ ବିଭିନ୍ନ ଅଫିସ୍‌ ଖୋଲବା ପରେ ବସ୍‌, ଅଟୋ ଏବଂ...
Coronavirus - Elmshorn

କେନ୍ଦ୍ରାପଡ଼ାରେ ଆଉ ୬ କରୋନା ପଜିଟିଭ୍ ଚିହ୍ନଟ, ଜିଲ୍ଲାରେ ୪୬ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡା ଜିଲ୍ଲାରେ କରୋନା ଆକ୍ରାଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହି ସଂଖ୍ୟା ବଢି ଆଜି ୪୬ରେ ପହଞ୍ଚିଛି। ମାତ୍ର ୭ ଜଣ ସୁସ୍ଥ ହୋଇଥିବା ବେଳେ ୩୯ ଜଣ ବିଭିନ୍ନ କୋଭିଡ୍‌...

ରାଜ୍ୟରେ ସୁସ୍ଥ ହେଲେ ଆଉ ୫୩ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଉ ୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହ ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫୦କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର...

କୋହଳ ହେଲା ଲକ୍‌ଡାଉନ୍‌ ନିୟମ – ଜାଣନ୍ତୁ, ଏସ୍‌ଆରସି କ’ଣ କଲେ ଘୋଷଣା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲକ୍‌ଡାଉନ ନିୟମକୁ କୋହଳ କରିଛନ୍ତି ରାଜ୍ୟ ସରକାର। କାଲିଠୁ ରାଜ୍ୟରେ ବସ୍‌, ଅଟୋ ଓ ଘରୋଇ ଗାଡ଼ି ଚଳାଚଳକୁ ଅନୁମତି ଦିଆଯାଇଛି। ଏହାସହ କ୍ଵାରେଣ୍ଟିନ୍‌ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଜାଣନ୍ତୁ ପୂରା...