କରୋନାରେ ଗଲା ଆଉ ଏକ ଜୀବନ: ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାମାରୀ ରୂପ ନେଇଥିବା କରୋନା ଭାଇରସ୍ ଭାରତରେ ପୁଣି ଏକ ଜୀବନ ନେଇଛି। ସୋମବାର ମଧ୍ୟାହ୍ନରେ କୋଲକାତାରେ ଜଣେ ୫୫ ବର୍ଷର ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ନିକଟରେ ଏହି ବ୍ୟକ୍ତି ଜଣଙ୍କ...
ଲକଡାଉନର ଦ୍ୱିତୀୟ ଦିନରେ ଠପ୍ ହେଲା କେନ୍ଦ୍ରାପଡ଼ା, ବ୍ୟବସାୟୀଙ୍କ ସହ ଆଲୋଚନା କଲେ ଜିଲ୍ଲାପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଲକଡାଉନ୍ ଘୋଷଣା କରିଛନ୍ତି। ଏହାର ପ୍ରଭାବ ସୋମବାର କେନ୍ଦ୍ରାପଡ଼ା ଜିଲ୍ଲା ଉପରେ ପଡ଼ିଥିବା ନଜର ଆସିଛି। ସୋମବାର ଲକଡାଉନର ଦ୍ୱିତୀୟ...
୧୮୮ ଦେଶରେ କରୋନା – ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୩ ଲକ୍ଷ ୪୦ ହଜାର
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। କରୋନା ଭାଇରସ୍ ଏବେ ୧୮୮ ଦେଶରେ ପହଞ୍ଚିଛି। ଆକ୍ରାନ୍ତଙ୍କ ସଂଖ୍ୟା ରବିବାର ଦିନ ୩ ଲକ୍ଷ ୮ ହଜାର...
ଫେସ୍ବୁକ୍ରେ ଓଡ଼ିଆରେ ସ୍ଵାସ୍ଥ୍ୟପ୍ଲସ୍ ଆଣିଲା କରୋନା ଭାଇରସ୍ (କୋଭିଡ୍-୧୯) ସଚେତନତା ପାଇଁ ଚାଟ୍ବଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଭାଇରସ୍ (କୋଭିଡ୍-୧୯) ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସରକାର ଏବଂ ବିଭିନ୍ନ ମିଡିଆ ପକ୍ଷରୁ ଉଦ୍ୟମ କରାଯାଉଛି। ଏହି ଅବସରରେ ଓଡ଼ିଆ ସ୍ୱାସ୍ଥ୍ୟ ପୋର୍ଟାଲ ‘ସ୍ଵାସ୍ଥ୍ୟପ୍ଲସ୍’ ଫେସ୍ବୁକ୍ରେ ଏକ...
ପୁଣି ୯ ଜିଲ୍ଲାରେ ଲକଡାଉନ୍ – ଜାଣନ୍ତୁ, କରୋନା ମୁକାବିଲା ପାଇଁ କ’ଣ ଘୋଷଣା କଲେ ରାଜ୍ୟ ସରକାର?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାକୁ ନେଇ ରାଜ୍ୟ ସରକାରଙ୍କ ପ୍ରତିଟି ଅପଡେଟ୍ ବିଷୟରେ ସୂଚନା ଦେଇଛନ୍ତି ସୁବ୍ରତ ବାଗଚି।
କରୋନାକୁ ନେଇ ଓଡ଼ିଶା ସରକାରଙ୍କ ପଦକ୍ଷେପ ଏବଂ କରୋନା ଭାଇରସର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଛନ୍ତି...
ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ବଡ଼ ପଦକ୍ଷେପ – ମାର୍ଚ୍ଚ ୨୪ ମଧ୍ୟରାତ୍ରୀରୁ ବିମାନସେବା ବନ୍ଦ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଆସନ୍ତା କାଲିଠାରୁ ଯାତ୍ରୀମାନଙ୍କ ପାଇଁ ବନ୍ଦ ହେବ ବିମାନସେବା। ମାର୍ଚ୍ଚ ୨୪ତାରିଖ ମଧ୍ୟରାତ୍ରୀରୁ ସମସ୍ତ ଘରୋଇ ବିମାନସେବା ବନ୍ଦ ରହିବ। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା...
କରୋନା ଚିନ୍ତା – ଅଧା ଓଡ଼ିଶାରେ ଏବେ ତାଲା, ମଙ୍ଗଳବାରଠୁ ଗଡ଼ିବନି ବସ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ମଙ୍ଗଳବାରଠୁ ଅଧା ଓଡ଼ିଶାରେ ତାଲା ବନ୍ଦ
ମଙ୍ଗଳବାର ସକାଳ ୭ଟାରୁ ୯ ଜିଲ୍ଲା ‘ଲକ୍ଡାଉନ୍’
ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଏବଂ ଝାରସୁଗୁଡ଼ା...
ମଙ୍ଗଳବାରଠୁ ରାଜ୍ୟରେ ସମସ୍ତ ବସ୍ ଚଳାଚଳ ବନ୍ଦ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ବସ୍ ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା। କରୋନା ମୁକାବିଲା ପାଇଁ ମଙ୍ଗଳବାର ଦିନ ୧୧ଟାରୁ ସାରା ରାଜ୍ୟରେ ବସ୍ ସେବା ବନ୍ଦ କରାଯିବ। ଏହାସହ ଆଜି ରାତି ୧୨ଟାରୁ ସମସ୍ତ...
ଦେଶରେ ପ୍ରଥମ: ଟ୍ରେନ୍-ବସ୍ ଚଳାଚଳ ଠପ୍, ଲକ୍ଡାଉନ୍ ଏବଂ ୱାର୍କ ଫ୍ରମ ହୋମ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭାରତର ସାମାଜିକ ଚଳଣିକୁ ବିଗାଡ଼ି ଦେଇଛି କରୋନା ଭାଇରସ୍। କରୋନା ଭୟରେ ଲୋକେ ଘରୁ ବାହାରୁ ନାହାନ୍ତି। ସାମାଜିକ ଦୂରତା ରକ୍ଷା କରିବା ପାଇଁ କେନ୍ଦ୍ର ଏବଂ ବିଭିନ୍ନ ରାଜ୍ୟ...
କରୋନା ପାଇଁ ଲାଗିଲା ଏସ୍ମା – ଜରୁରୀ ସେବା ପ୍ରଦାନକାରୀଙ୍କୁ ୬ମାସ ପର୍ଯ୍ୟନ୍ତ ଆନ୍ଦୋଳନ ମନା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ସ୍ଥିତିର ମୁକାବିଲା ପାଇଁ ସୋମବାର ଏକ ଗୁରୁତ୍ଵପୁର୍ଣ୍ଣ ଘୋଷଣା କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଜରୁୀର ସେବା ପ୍ରଦାନକାରୀଙ୍କୁ ୬ମାସ ପର୍ଯ୍ୟନ୍ତ ଏସମା ଲାଗୁ କରାଯାଇଛି। ଫଳରେ କରୋନା...





















