ଖରାଦିନିଆ ମେକଅପ୍ ଟିପ୍ସ – ସୁନ୍ଦର ଦେଖାଯିବା ପାଇଁ ତ୍ୱଚାରେ କରନ୍ତୁ ବ୍ରାଇଟ୍ ମେକ୍‌ଅପ

ଓଡ଼ିଶାଲାଇଭ୍ ବ୍ୟୁରୋ ସଜେଇ ହେବାପାଇଁ ସମସ୍ତେ ପସନ୍ଦ କରିଥାନ୍ତି। ସାଧାରଣତଃ ଝିଅମାନେ ନିଜର ସୁନ୍ଦରତା ଉପରେ ବେଶି ଧ୍ୟାନ ଦେଇଥାନ୍ତି। ଖରାଦିନେ ଶରୀରରୁ ଝାଳ ବୋହିବା କାରଣରୁ ଅନେକ ମେକ୍‌ଅପ୍ ନେବାକୁ ଡରିଥାନ୍ତି। ତେବେ...

ଖରାଦିନେ ପିଅନ୍ତୁ ଆଖୁ ରସ, ମିଳିବ ଫାଇଦା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖରାଦିନେ ଶରୀରରୁ ଜଳାଭାବ ଦୂର କରିବା ଲାଗି ଆଖୁରସର ଖୁବ୍ ଉପକାରିତା ରହିଛି। ଏହା ପେଟକୁ ଥଣ୍ଡା କରିବା ସହ ଏହା ହଜମ ଶକ୍ତି ବୃଦ୍ଧି କରିଥାଏ। ଆଖୁରସରେ କ୍ୟାଲ୍ସିୟମ, ପୋଟାସିୟମ୍,...
green tea face spray

ଖରାଦିନେ ତ୍ୱଚା ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଗ୍ରୀନ୍ ଟି ଫେସ୍ ସ୍ପ୍ରେ

ଓଡ଼ିଶାଲାଇଭ୍ ବ୍ୟୁରୋ ଖରାଦିନେ ଅଧିକ ତାପମାତ୍ରା କାରଣରୁ ମଣିଷ ଶରୀରରେ ଅତ୍ୟଧିକ ଝାଳ ବାହାରିଥାଏ। ଝାଳ ପାଇଁ ଅନେକଙ୍କ ତ୍ୱଚା ସମସ୍ୟା ଦେଖା ଦେଇଥାଏ। ପୋଷକ ତତ୍ତ୍ୱର ଓ ସଠିକ୍ ଯତ୍ନର ଅଭାବରୁ ତ୍ୱଚା...

ଖରାଦିନେ ତ୍ୱଚାରେ ଚମକ ଆଣିଥାଏ ମୁଲତାନୀ ମାଟିର ଫେସ୍‌ପ୍ୟାକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସବୁ ବର୍ଗର ବ୍ୟକ୍ତି ନିଜର ତ୍ୱଚା ପାଇଁ ଅଧିକ ଯତ୍ନଶୀଳ ହୋଇଥାନ୍ତି। ଖରାଦିନରେ ତ୍ୱଚା ସବୁଠାରୁ ଅଧିକ ପ୍ରଭାବିତ ହୋଇଥାଏ। ତେଣୁ ତ୍ୱଚାକୁ ସୁରକ୍ଷିତ ରଖିବା ଗୁରୁତ୍ୱପୂର୍ଣ୍ଣ। ତ୍ୱଚାର ଯତ୍ନ ପାଇଁ...

କୋଭିଡ ଟିକା ନେବାକୁ ଯାଉଛନ୍ତି କି? – ଆପଣଙ୍କ ପାଇଁ କିଛି ଜାଣିବା କଥା

ଓଡ଼ିଶାଲାଇଭ୍ ବ୍ୟୁରୋ କିଛିଦିନର ବ୍ୟବଧାନ ପରେ ଦେଶରେ ଏବେ କରୋନା ମହାମାରୀ ପୁଣିଥରେ ମୁଣ୍ଡ ଟେକିଛି। କରୋନାକୁ ପ୍ରତିହତ କରିବା ପାଇଁ ଦେଶରେ ଏବେ ଟିକାକରଣ ଚାଲିଛି। ଏହି କ୍ରମରେ ଏପ୍ରିଲ ପହିଲାରୁ ୪୫...

ଦେଶରେ ବଢୁଛି କରୋନା – ଗତ ୨୪ ଘଣ୍ଟାରେ ୪୭, ୨୬୨ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ପୁଣିଥରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଦେଶରେ ଗତ ୨୪ ଘଣ୍ଟାରେ ୪୭,୨୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହିତ ୨୭୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର...

ମୁଣ୍ଡ ଟେକିଲାଣି କରୋନା – ଓଡ଼ିଶାକୁ ଫେରିବ କି ଲକଡାଉନ୍‌?

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଲେଉଟାଣିକୁ ନେଇ ଏବେ ଚିନ୍ତାରେ ରାଜ୍ୟବାସୀ। ଆଗୁଆ ସତର୍କତା ଅବଲମ୍ବନ କଲେଣି ଜିଲ୍ଲା ପ୍ରଶାସନ। କିଛି ଦିନର ବ୍ୟବଧାନ ପରେ ଏବେ ପୁଣିଥରେ ଦେଶରେ କରୋନା ସ୍ଥିତି ସଙ୍ଗୀନ ହେବାକୁ ଲାଗିଲାଣି।...

ଚିନ୍ତା ବଢ଼ାଇଲାଣି କରୋନାର ନୂଆ ଷ୍ଟ୍ରେନ୍ – କ’ଣ ରହିଛି ଲକ୍ଷଣ, କେମିତି ରହିବେ ସତର୍କ?

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାର ନୂଆ ଷ୍ଟ୍ରେନକୁ କିପରି ଚିହ୍ନିବେ ଏବଂ ଏଥିପାଇଁ କେମିତି ସତର୍କ ରହିବେ ଜାଣନ୍ତୁ। ଭାରତରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇବା ପରେ ଏବେ ପୁଣି ସଂକ୍ରମଣର ଡର ଦେଶବାସୀଙ୍କୁ ଭୟଭୀତ...
oily food

ଖରାଦିନେ ଖାଆନ୍ତୁନାହିଁ ଏହିସବୁ ଖାଦ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଖରାଦିନେ ଖାଦ୍ୟପେୟରେ ସାମାନ୍ୟ ଆବହେଳା କଲେ ଶରୀରକୁ ବହୁ ପ୍ରକାର ରୋଗର ସାମନା କରିବାକୁ ପଡ଼େ। ଏହି ସମୟରେ କୌଣସି ଖାଦ୍ୟ ଅଧିକ ସମୟ ଯାଏଁ ସତେଜ ନରହିବାର ସମ୍ଭାବନା ଅଧିକ...

ସାମ୍ବାଦିକଙ୍କୁ ପ୍ରାଥମିକତା ଭିତ୍ତିରେ ଦିଆଯାଉ କରୋନା ଟିକା – କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ରାଜ୍ୟର ଚିଠି

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ମୁଖ ଯୋଦ୍ଧା ଭାବେ ସାମ୍ବାଦିକମାନଙ୍କୁ ପ୍ରାଥମିକତା ଭିତ୍ତିରେ କରୋନା ଟିକା ଦେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର। ଏଥିସହ ବିଭିନ୍ନ ମନ୍ଦିରର ସେବାୟତ, ରେଳ ବିଭାଗ,...