ସମ୍ ହସ୍ପିଟାଲରେ ସୁସ୍ଥ ହେଲା ପୋଡ଼ି ଯାଇଥିବା ୪ ବର୍ଷର ଶିଶୁକନ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଏକ ଦୁର୍ଘଟଣାର ଶିକାର ହୋଇ ୪ ବର୍ଷର ପ୍ରଜ୍ଞା ପ୍ରିୟଦର୍ଶିନୀର ଶରୀର ୩୦ ପ୍ରତିଶତ ପୋଡ଼ି ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ପ୍ରଜ୍ଞାକୁ ସମ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲର...

ବାରମ୍ବାର କୌଣସି କଥା ଭୁଲି ଯାଉଥିଲେ ହୋଇଯାଆନ୍ତୁ ସାବଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=nPd7DtQ-4gk] ପ୍ରତିବର୍ଷ ସେପ୍ଟେମ୍ବର ୨୧ ତାରିଖ ଦିନ ପାଳନ କରାଯାଏ ବିଶ୍ଵ ଅଲଜାଇମର୍ସ ଡେ’। ଅଲଜାଇମର ରୋଗ ସମ୍ପର୍କରେ ଲୋକଙ୍କୁ ସେଚତନତା କରିବା ଉଦ୍ଦେଶ୍ୟରେ ଏହି ଦିବସକୁ ପାଳନ କରାଯାଉଛି। ଅଲଜାଇମର...

ମାନସିକ ସମସ୍ୟା ‘ବାଇପୋଲାର ଡିସଅର୍ଡର’ର କାରଣ, ଲକ୍ଷଣ ଓ ଚିକିତ୍ସା

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=Gk-xHnLedTY] ଏକ ସାଙ୍ଘାତିକ ମାନସିକ ସମସ୍ୟା ହେଉଛି ବାଇପୋଲାର ଡିସଅର୍ଡର। ଏଥିରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତି କେତେବେଳେ ଅଧିକ ଉତ୍ସାହିତ ହୋଇଯାଆନ୍ତି ତ କେତେବେଳେ ଭାଙ୍ଗି ପଡ଼ନ୍ତି। ଏମାନଙ୍କୁ କମ...

କେମିତି ଦୂର ହେବ ପ୍ରସବ ପରର ଅବସାଦ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=JPOgGUwbO7E] ପ୍ରସବ ପରେ ମହିଳାମାନଙ୍କଠାରେ ଅନେକ ପରିବର୍ତ୍ତନ ଦେଖା ଦେଇଥାଏ। ଏହା ଶାରୀରିକ ହେଉ କିମ୍ବା ମାନସିକ, ଏହାକୁ ନେଇ ମହିଳାମାନେ ଅବସାଦଗ୍ରସ୍ତ ହୁଅନ୍ତି ବୋଲି କହିଛନ୍ତି ମନସ୍ତତ୍ୱବିତ୍‌ ସ୍ୱାଗତିକା...

କେମିତି ଜାଣିବେ ପିଲାର ବୁଦ୍ଧିର କ୍ଷମତା କେତେ?

  ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=4mHuFo_o4nY] ସବୁ ପିଲାଙ୍କର ବୁଦ୍ଧି ସମାନ ହେଇନଥାଏ। ଜଣକର ମନେ ରଖିବାର କ୍ଷମତା ଅନ୍ୟଠାରୁ ଭିନ୍ନ ହୋଇଥାଏ। ବେଳେବେଳେ ପିଲାର ବୁଦ୍ଧିର କ୍ଷମତାକୁ ନେଇ ଅଭିଭାବକମାନେ ଅନେକ ସମୟରେ ଚିନ୍ତାରେ...

ସମରେ ଷ୍ଟେମସେଲ୍ ପ୍ରତ୍ୟାରୋପଣ ଦ୍ଵାରା ଜଟିଳ ରକ୍ତ କର୍କଟ ରୋଗର ସଫଳ ଚିକିତ୍ସା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡାକ୍ତରମାନେ ମଲ୍ଟିପଲ୍ ମାଇଲୋମା ଭଳି ଏକ ଜଟିଳ ରକ୍ତ କର୍କଟ ରୋଗରେ ପୀଡ଼ିତ ୫୮ ବର୍ଷୀୟ ରୋଗୀଙ୍କୁ ଷ୍ଟେମସେଲ୍ ପ୍ରତ୍ୟାରୋପଣ ମାଧ୍ୟମରେ ସୁସ୍ଥ କରିବାରେ ସଫଳ...

ବିଳମ୍ବ ଋତୁସ୍ରାବ ହୋଇପାରେ ଅନେକ ରୋଗର କାରଣ

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=Y35AbCr3fnA] ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଉଁ ବର୍ତ୍ତମାନ ଯୁବତୀ ଏବଂ ମହିଳାମାନଙ୍କର ପିରିୟଡସ ବା ଋତୁସ୍ରାବରେ ଅନିୟମିତତା ଦେଖାଦେଉଛି। ଫଳରେ ପିସିଓଏସ୍ ବା ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍...

କାହିଁକି ହୁଏ ଯୋନି ସଂକ୍ରମଣ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=l0WJqm_WILA] ମହିଳାମାନଙ୍କ ଯୋନି ସଂକ୍ରମଣ ଏବେ ବଡ଼ ସମସ୍ୟା ପାଲଟିଛି। ଏହି ସମସ୍ୟା ଋତୁସ୍ରାବ ଏବଂ ଗର୍ଭାବସ୍ଥାରେ ଅଧିକ ଦେଖା ଦେଇଥାଏ। ଏହି ସମୟରେ ଅଧିକାଂଶ ମହିଳା ଡାକ୍ତରଙ୍କ ବିନା...

କେମିତି ଦୂର ହେବ ପିଲାଙ୍କ କୃମି ସମସ୍ୟା?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=Hmct075Sc-0] ଯେଉଁ ଶିଶୁମାନେ ଖାଲି ପାଦରେ ପଡ଼ିଆରେ ଖେଳନ୍ତି, ବାହାରେ ମଳ ତ୍ୟାଗ କରନ୍ତି କିମ୍ବା ଅନ୍ୟ ଜଣେ ଶୌଚ ହୋଇଥିବା ସ୍ଥାନରେ ଶୌଚ ହୁଅନ୍ତି ସେମାନଙ୍କଠାରେ କୃମି ଜନିତ...

ମନରେ କାହିଁକି  ଆତ୍ମହତ୍ୟାର ଭାବନା ଆସେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=8HjDgB-kbNI] ଆତ୍ମହତ୍ୟାକୁ ରୋକିବା ଲାଗି ପ୍ରତିବର୍ଷ ସେପ୍ଟେମ୍ବର ୧୦ ତାରିଖକୁ ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ଭାବେ ପାଳନ କରାଯାଏ। ପାରିବାରିକ ସମସ୍ୟା ହେଉ କିମ୍ବା ଚାକିରି ସମସ୍ୟା, ପ୍ରେମ...