ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ ହେବ, ରାଜ୍ୟ ସରକାରଙ୍କ ଘୋଷଣା 

ଓଡ଼ିଶାଲାଇଭ୍ ବ୍ୟୁରୋ ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଉଥିବା ବ୍ୟକ୍ତିଙ୍କ ତ୍ୟାଗ ଓ ସାହସର ସ୍ୱୀକୃତି ସ୍ୱରୂପ ସେମାନଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ। ଏନେଇ ଶୁକ୍ରବାର ଓଡ଼ିଶା ସରକାର ଘୋଷଣା କରିଛନ୍ତି।...

କର୍କଟ ଚିକିତ୍ସା ଓ ଗବେଷଣା କ୍ଷେତ୍ରରେ ଯୋଡ଼ି ହେଲା ନୂଆ ଅଧ୍ୟାୟ: ବାଗଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର...

ଓଡ଼ିଶାଲାଇଭ୍ ବ୍ୟୁରୋ “ଓଡ଼ିଶାରେ କର୍କଟ ରୋଗର ଚିକିତ୍ସା ଏବଂ ଗବେଷଣା କ୍ଷେତ୍ରରେ ଯୋଡ଼ି ହେଲା ଆଉ ଏକ ନୂଆ ଅଧ୍ୟାୟ। ଆମେ ସମସ୍ତେ କର୍କଟ ରୋଗ ପ୍ରତି ସଚେତନ ହେବାର ସମୟ ଆସିଛି। ଆମ...

ବ୍ରହ୍ମପୁର ନିକଟସ୍ଥ ଶିତଳାପଲ୍ଲୀରେ ସମ୍ ହସ୍ପିଟାଲର ନୂଆ କ୍ୟାମ୍ପସ୍: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରହ୍ମପୁର ନିକଟସ୍ଥ ଶିତଳାପଲ୍ଲୀରେ ଉଦଘାଟିତ ହୋଇଛି ସମ୍ ହସ୍ପିଟାଲର ନୂଆ କ୍ୟାମ୍ପସ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଥିଲେ। ଦକ୍ଷିଣ ଓଡ଼ିଶାର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା...

ଡ୍ରୋନ୍ ମାଧ୍ୟମରେ ରୋଗୀଙ୍କ ପାଖରେ ପହଞ୍ଚିବ ସ୍ୱାସ୍ଥ୍ୟ ସେବା, ପ୍ରଥମଥର ପାଇଁ ଭୁବନେଶ୍ଵର ଏମ୍ସରେ ହେଲା ପରୀକ୍ଷଣ  

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ଏମ୍ସରେ ଆରମ୍ଭ ହେବ ଡ୍ରୋନ୍ ମାଧ୍ୟମରେ ସ୍ୱାସ୍ଥ୍ୟ ସେବା। ମଙ୍ଗଳବାର ଏଠାରେ ପ୍ରଥମଥର ପାଇଁ ଡ୍ରୋନ୍ ସ୍ୱାସ୍ଥ୍ୟ ସେବାର ପରୀକ୍ଷଣ କରାଯାଇଛି। ଏଥିରେ ଡ୍ରୋନ୍ ବ୍ୟବବହାର କରି ଅପହଞ୍ଚ ଅଞ୍ଚଳରେ...

ଫୁଲନଖରାଠାରେ ସମ୍ ହସ୍ପିଟାଲର ଦ୍ଵିତୀୟ କ୍ୟାମ୍ପସ ଉଦଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): କଟକ-ଭୁବନେଶ୍ୱର ମଝି ଫୁଲନଖରାଠାରେ ନିର୍ମିତ ଆଇଏମଏସ ଓ ସମ ହସ୍ପିଟାଲର ଦ୍ୱିତୀୟ କ୍ୟାମ୍ପସକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ରୋଗୀଙ୍କୁ ଏହି ହସ୍ପିଟାଲ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ...

ରୋଗୀଙ୍କୁ ଆଣ୍ଟିବାୟୋଟିକ୍ ଦେବା ପାଇଁ କାରଣ ସ୍ପଷ୍ଟ କରିବେ ଡାକ୍ତର, ବିନା ପ୍ରେସକ୍ରିପସନରେ ମିଳିବନି ଔଷଧ

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ରୋଗୀଙ୍କୁ ଆଣ୍ଟିବାୟୋଟିକ୍ ଦେବା ପାଇଁ ପ୍ରେସକ୍ରିପସନରେ କାରଣ ସ୍ପଷ୍ଟ କରିବେ ଡାକ୍ତର। ସେମାନେ ରୋଗୀଙ୍କୁ ମନଇଚ୍ଛା ଆଣ୍ଟିବାୟୋଟିକ୍ ଦେଇପାରିବେ ନାହିଁ। ଏନେଇ ମେଡିକାଲ କଲେଜ ଓ ସବୁ ଡାକ୍ତରଙ୍କୁ କେନ୍ଦ୍ର...

ରାୟଗଡ଼ାରେ ପୁଣି ଜନନୀ ଯନ୍ତ୍ରଣା, ଭାରରେ ବୁହା ହେଲେ ୨ ଗର୍ଭବତୀ ମହିଳା

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। ଗାଁକୁ ରାସ୍ତା ନଥିବାରୁ ଭାରରେ ବୁହା ହୋଇ ଡାକ୍ତରଖାନାକୁ ଗଲେ ଦୁଇଜଣ ଗର୍ଭବତୀ ମହିଳା। ଏହିଭଳି...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା-ନବୀନ କାର୍ଡ ପାଇଁ ବଢ଼ିଲା ପଞ୍ଜୀକରଣ ଅବଧି, ଜାନୁଆରି ୨୬ ଯାଏଁ କରିହେବ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)-ନବୀନ କାର୍ଡର ପଞ୍ଜୀକରଣ ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର। ଏବେ ଲୋକମାନେ ଜାନୁଆରି ୨୬ ତାରିଖ ଯାଏଁ ଏହି କାର୍ଡ ପାଇଁ ଆବେଦନ କରିପାରିବେ। ଏନେଇ ରାଜ୍ୟ...

ପୁଣେ: ମହିଳା ଏନସିସି ଶିବିରରେ ସ୍ପ୍ରେଡ୍ ହାପିନେସ ଫାଉଣ୍ଡେସନ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣେରେ ପ୍ରବାସୀ ଓଡ଼ିଆ ସଂଗଠନ ସ୍ପ୍ରେଡ୍ ହାପିନେସ ଫାଉଣ୍ଡେସନ ପକ୍ଷରୁ ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସୋମବାର ପୁନେର ସେନାପତି ବାପତ୍ ରୋଡ଼ଠାରେ ମହିଳାଙ୍କ ବାର୍ଷିକ ଏନସିସି...

ଓଡ଼ିଶାରେ ୨ ଜଣଙ୍କଠାରେ ଚିହ୍ନଟ ହେଲା କୋଭିଡର ନୂଆ ଭାରିଏଣ୍ଟ ‘ଜେଏନ.୧’

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଚିହ୍ନଟ ହେଲା କୋଭିଡର ନୂଆ ଭାରିଏଣ୍ଟ ଜେଏନ.୧। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଦୁଇଜଣ କୋଭିଡ ଆକ୍ରାନ୍ତଙ୍କଠାରେ ଏହି ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି। ଏ ନେଇ ଗୁରୁବାର...