ରାଜ୍ୟରେ ୪୪ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୧୬୪୩ ପଜିଟିଭ୍
ଓଡିଶାଲାଇଭ୍ କରୋନା ବ୍ୟୁରୋ
ଦିନକରେ ୧୬୪୩ ପଜିଟିଭ୍
କ୍ଵାରେଣ୍ଟାଇନ୍ରୁ ୧୦୧୮ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୬୨୫ ଜଣ ଚିହ୍ନଟ
ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪,୧୯୩କୁ ବୃଦ୍ଧି
ଆଜି ରାଜ୍ୟର ୨୮ ଜିଲ୍ଲାରୁ...
ମାଲକାନଗିରି ପୌରାଞ୍ଚଳ, ବାଲିମେଳା ଏନ୍ଏସି ପ୍ରତି ଶନି ଓ ରବିବାର ସଟ୍ଡାଉନ୍
ଓଡିଶାଲାଇଭ୍ ବ୍ୟୁରୋ
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଲକାନଗିରିର ଦୁଇଟି ସହରରେ ସପ୍ତାହାନ୍ତ ସଟ୍ଡାଉନ୍ ଘୋଷଣା କରାଯାଇଛି। ଏଣିକି ମାଲକାନଗିରି ପୌରାଞ୍ଚଳ ଏବଂ ବାଲିମେଳା ଏନ୍ଏସି ପ୍ରତି ଶନି ଓ ରବିବାର ବନ୍ଦ ରହିବ।...
ଭଦ୍ରକ ହସ୍ପିଟାଲରେ କରୋନା – ୪୮ ଘଣ୍ଟା ପାଇଁ ଓପିଡି ବନ୍ଦ
ଓଡିଶାଲାଇଭ୍ ବ୍ୟୁରୋ
ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓପିଡିକୁ ୪୮ ଘଣ୍ଟା ପାଇଁ ବନ୍ଦ ଘୋଷଣା କରାଯାଇଛି। ଚିକିତ୍ସାଳୟରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା...
ଦେଶରେ ୪୨ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା
ଓଡିଶାଲାଇଭ୍ କରୋନା ବ୍ୟୁରୋ
ଦିନକରେ ୬୧,୫୩୭ ଜଣ ଆକ୍ରାନ୍ତ, ୯୩୩ ମୃତ
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦,୮୮,୬୧୨କୁ ବୃଦ୍ଧି
ମୋଟ ମୃତ୍ୟୁସଂଖ୍ୟା ୪୨,୫୧୮କୁ ବୃଦ୍ଧି
ଦେଶରେ କରୋନା ସଂକ୍ରମଣ କମିବାର ନାଁ ନେଉନାହିଁ। ଗୋଟିଏ...
ଭୁବନେଶ୍ଵରରୁ ଆଉ ୧୦୧ ପଜିଟିଭ୍ ଚିହ୍ନଟ
ଓଡିଶାଲାଇଭ୍ ବ୍ୟୁରୋ
ଆଜି ଭୁବନେଶ୍ଵରରୁ ଆଉ ୧୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍ରୁ ୫୨ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୯ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ଵର ମହାନଗର...
କଟକ ସହରରୁ ଆଜି ୮୧ ପଜିଟିଭ୍, ମାଲଗୋଦାମ ବେହେରା ସାହିରୁ ପୁଣି ୩୮
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ମହାନଗର ନିଗମ (ସିଏମସି)ରୁ ଆଜି ନୂଆ ୮୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୬ ଜଣ ହୋମକ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୩୮ ଜଣ କଣ୍ଟେନମେଣ୍ଟ ଜୋନରୁ ଏବଂ...
କରୋନା ପାଇଁ ଅନିଶ୍ଚିତ ଭବିଷ୍ୟତ କଥା ଭାବି ମନ ଅସ୍ଥିର କି, କେମିତି ପାଇବେ ଏଥିରୁ ମୁକ୍ତି?
ଗୀତା ଦାସ
ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର...
କଂଗ୍ରେସ ବିଧାୟକଙ୍କ ଦାବି – ‘‘ବାଚସ୍ପତି ତୁରନ୍ତ ଡାକନ୍ତୁ ବିଧାନସଭା ଅଧିବେଶନ’’
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ମହାମାରୀ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ରାଜ୍ୟ ସରକାର କରୋନା ଉପକରଣ କିଣାରେ ବ୍ୟାପକ ଦୁର୍ନୀତି କରିଛନ୍ତି। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ବାଚସ୍ପତି ତୁରନ୍ତ...
କାହିଁକି ଗଞ୍ଜାମ ହେଲା ଓଡ଼ିଶାର କରୋନା ହଟସ୍ପଟ-୨?
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଞ୍ଜାମ ଜିଲ୍ଲାରେ ଚିନ୍ତା ବଢ଼ାଇଲେ ପ୍ରବାସୀ।
ଓଡ଼ିଶାର ଗଞ୍ଜାମ ଜିଲ୍ଳା ହେଉଛି କରୋନା ହଟସ୍ପଟ। ଏହି ଜିଲ୍ଲା ସରକାରଙ୍କ ଚିନ୍ତା ବଢାଇଦେଇଛି। ଉଭୟ ନୂଆ ମାମଲା ଓ ମୃତ୍ୟୁ ସଂଖ୍ୟା କ୍ଷେତ୍ରରେ ଏହି...
କରୋନା ପାଇଁ ନବରଙ୍ଗପୁର ୩ ଦିନ ସଟ୍ଡାଉନ୍
ଓଡିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ଜିଲ୍ଲାକୁ ତିନି ଦିନ ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଛି। ଏନେଇ ନବରଙ୍ଗପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ...




















